ଏଚ୍ଆଇଭି ନିବାରଣ ଓ ନିୟନ୍ତ୍ରଣ କମିଟି ବୈଠକ

ଅନୁଗୁଳ: ଜିଲ୍ଲା ଏଡସ ନିବାରଣ ଓ ନିୟନ୍ତ୍ରଣ କମିଟି ପକ୍ଷରୁ ମା ଠାରୁ ଶିଶୁକୁ ଏଚ୍ଆଇଭି ଏଡସ୍ ସଞ୍ଚାରଣର ନିୟନ୍ତ୍ରଣ ପାଇଁ ମଙ୍ଗଳବାର ଏକ ଜିଲ୍ଲାସ୍ତରୀୟ ଫାଷ୍ଟ୍ ଟ୍ରାକ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏଥିରେ ଅଧକ୍ଷତା…

Continue Readingଏଚ୍ଆଇଭି ନିବାରଣ ଓ ନିୟନ୍ତ୍ରଣ କମିଟି ବୈଠକ

ମହିଳାଙ୍କୁ କିରୋସିନି ଢ଼ାଳି ହତ୍ୟା ଉଦ୍ୟମ!

ଅନୁଗୁଳ : ଅନୁଗୁଳ ପୌରପାଳିକା ଅନ୍ତର୍ଗତ ହେମସୁରପଡ଼ାରେ ଜଣେ ମହିଳାଙ୍କ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁୁୁତାବକ,ହେମସୁରପଡ଼ାର ଶିବ ନାରାୟଣ ନାୟକଙ୍କ ପତ୍ନୀ ହରପ୍ରିୟା ନାୟକ(୩୫) ବୁଧବାର ସକାଳେ ଠାକୁର ପୂଜା କରୁଥିଲେ। ଏହି…

Continue Readingମହିଳାଙ୍କୁ କିରୋସିନି ଢ଼ାଳି ହତ୍ୟା ଉଦ୍ୟମ!

ମିଣ୍ଡାଳ ଗ୍ରାମରେ ସରୋଜ ନାୟକ ହତ୍ୟାକାଣ୍ଡ : ୮ ବର୍ଷ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ତଥା ଠାକୁରଗଡ଼ ଥାନା ମିଣ୍ଡାଳ ଗ୍ରାମରେ ୨୦୧୩ ମସିହା ଏପ୍ରିଲ ୧୪ ତାରିଖରେ ଘଟିଥିଲା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଅବକାରୀ ବିଭାଗର ଜଣେ କନେଷ୍ଟବଳ ସରୋଜ ନାୟକଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ…

Continue Readingମିଣ୍ଡାଳ ଗ୍ରାମରେ ସରୋଜ ନାୟକ ହତ୍ୟାକାଣ୍ଡ : ୮ ବର୍ଷ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଅନୁଗୁଳ ନୂତନ ଡିଇଓଙ୍କ ଯୋଗଦାନ

ଅନୁଗୁଳ: ଅନୁଗୁଳର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନିରଞ୍ଜନ ସାହୁ ରବିବାର ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ସେ ଏଡିଇଓ ତଥା ଭାରପ୍ରାପ୍ତ ଡିଇଓ ଅଜୟ କୁମାର ପାତ୍ରଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜିଠାରୁ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ…

Continue Readingଅନୁଗୁଳ ନୂତନ ଡିଇଓଙ୍କ ଯୋଗଦାନ

ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ: ଜସ୍ମିନ୍ ଜିଲ୍ଲା ଟପ୍ପର

ଅନୁଗୁଳ: କରୋନା ପାଇଁ ଚଳିତ ବର୍ଷ ଆଇସିଏସ୍‌ଇ ଦଶମ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ବୋର୍ଡ଼ ବିକଳ୍ପ ମୂଲ୍ୟାୟନ କରି ଶନିବାର ଫଳ ପ୍ରକାଶ କରିଛି। ଅନୁଗୁଳ ଜିଲ୍ଲାର ପାସ୍‌ ହାର ଶତ ପ୍ରତିଶତ ରହିଛି। ମୋଟ୍ ୧୬୧ ଜଣ ଛାତ୍ରଛାତ୍ରୀଙ୍କ…

Continue Readingଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ: ଜସ୍ମିନ୍ ଜିଲ୍ଲା ଟପ୍ପର

ଛାତ୍ରୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଇଲାକାର ଗିରିଧିବାସିଆ ଗାଁ ପାଖ ନାଳ ନିକଟରୁ ଶନିବାର ପୂର୍ବାହ୍ନରେ ଜଣେ କଲେଜ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ସେହି ଗ୍ରାମର ବାସିନ୍ଦା ହୋଇଥଲା ବେଳେ ଯୁକ୍ତ ତିନି ଶେଷ…

Continue Readingଛାତ୍ରୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

ସେନାବାହିନୀର ସାଧାରଣ ଭର୍ଭି ପରୀକ୍ଷା ସ୍ଥଗିତ

ଅନୁଗୁଳ: ଜୁଲାଇ ୨୫ ତାରିଖ ଦିନ ହେବାକୁ ଥିବା ଭାରତୀୟ ସୈନ୍ୟବାହିନୀର ସାଧାରଣ ଭର୍ତ୍ତି ପରୀକ୍ଷାକୁ ସ୍ଥଗିତ କରାଯାଇଛି। କରୋନା ପରିସ୍ଥିତି ଓ ଏବେକାର ପାଣିପାଗକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷାର ନୂତନ…

Continue Readingସେନାବାହିନୀର ସାଧାରଣ ଭର୍ଭି ପରୀକ୍ଷା ସ୍ଥଗିତ

ପିଉସୀକୁ ୧୨ ଲକ୍ଷ ଟଙ୍କା ଚୂନ

ଅନୁଗୁଳ: ତାଳଚେର କୋଲିୟରୀ ଥାନା ଅଞ୍ଚଳରେ ପିଉସୀଙ୍କଠାରୁ ୧୨ ଲକ୍ଷ ଟଙ୍କା ନେଇ ଯାଇଛି ସମ୍ପର୍କୀୟ ପୁତୁରା। ଏ ନେଇ ପିଉସୀଙ୍କ ପକ୍ଷରୁ ଥାନାରେ ଏତଲା ହେବା ପରେ ପୁଲିସ ପୁଲିସ ଅନୁସନ୍ଧାନ ଚଳାଇଛି । ହାଣ୍ଡିଧୂଆ ଅଞ୍ଚଳରେ ରହୁଥିବା ପଟିମରା…

Continue Readingପିଉସୀକୁ ୧୨ ଲକ୍ଷ ଟଙ୍କା ଚୂନ

୨୬ରୁ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ସହକାରୀ ନିର୍ଦ୍ଦେଶକ

ଅନୁଗୁଳ: ଦୀର୍ଘଦିନ ସ୍କୁଲ ବନ୍ଦ ରହିବା ପରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୨୪୯ ସ୍କୁଲର ପ୍ରାୟ ୧୭ ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।…

Continue Reading୨୬ରୁ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ସହକାରୀ ନିର୍ଦ୍ଦେଶକ

କାର୍‌ରୁ ଭ୍ୟାନିଟି ନେଇଗଲେ ଦୁର୍ବୃତ୍ତ

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ମହୀଧରପୁର ଛକ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏକ କାରରୁ ଦୁର୍ବୃତ୍ତ ଏକ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଛନ୍ତି। ଏହି ଲୁଟ୍‌ର ଭିଡିଓ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିବା ବେଳେ ଘଟଣା…

Continue Readingକାର୍‌ରୁ ଭ୍ୟାନିଟି ନେଇଗଲେ ଦୁର୍ବୃତ୍ତ