ମାଡ଼ି ଚାଲିଛି ସଂକ୍ରମଣ ଆର୍ଏମ୍ସି ହାଟ ବନ୍ଦ
ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରଏମ୍ସି (ନିୟନ୍ତ୍ରିତ ବଜାର କମିଟି) ଅଧୀନରେ ଥିବା ହାଟଗୁଡ଼ିକ ବନ୍ଦ କରିଦିଆଯାଇଛି। ଏଣିକି ହାଟ ପରିବର୍ତେ ନିଜ ନିଜ ଇଲାକାରେ ପରିବା ବ୍ୟବସାୟୀମାନେ ସାମାଜିକ ଦୂରତ୍ଵ ବଜାୟ ରଖି ପସରା ଖୋଲିବାକୁ ପରାମର୍ଶ ଦିଆଯାଇଛି।…
