ବାଲିପଟ୍ଟାରେ ଗୋପବନ୍ଧୁ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗ୍ରହ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଗୋପବନ୍ଧୁ ଜନ କଲ୍ୟାଣ ସମିତି ପକ୍ଷରୁ ଗୁରୁବାର ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ…

Continue Readingବାଲିପଟ୍ଟାରେ ଗୋପବନ୍ଧୁ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗ୍ରହ

ଅଣ୍ଡା ଲୁଟ ଘଟଣାରେ ଆଉ ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ୧.୫୧ ଲକ୍ଷ ଟଙ୍କାର ୧୨୦ ପେଟି ଅଣ୍ଡା ଲୁଟ ଘଟଣାରେ ପୋଲିସ ବୁଧବାର ଆଉ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ଅଣ୍ଡା ବ୍ୟବସାୟୀ ଏସ.କେ.…

Continue Readingଅଣ୍ଡା ଲୁଟ ଘଟଣାରେ ଆଉ ୨ ଗିରଫ

୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଶୁଭାରମ୍ଭ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମରେ ୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ବୁଧବାର ଶୁଭାରମ୍ଭ ହୋଇଛି। ଉପଖଣ୍ଡ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ମା’ ଲକ୍ଷ୍ମୀ ପୂଜା ସମୟରେ ରାଜ୍ୟର ୮ଟି ବଛା ଦଳ ଅଂଶଗ୍ରହଣ କରିଛନ୍ତି। ପାଳଲହଡ଼ା ବିଧାୟକ ଅଶୋକ…

Continue Reading୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଶୁଭାରମ୍ଭ

ଆଠମଲ୍ଲିକରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ପୁରୁଣାମାନ୍ତ୍ରୀ ପଞ୍ଚାୟତର ମାଳିପଦର ଗ୍ରାମର ରଞ୍ଜନ ଖମାରୀ (୪୨) ବୁଧବାର ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। ଚାଷ ଜମିରେ ଘାସ ବାଛୁଥିବା ବେଳେ ଘଡ଼ଘଡ଼ି ସହ ବର୍ଷା ହେବାରୁ ବଜ୍ରାଘାତର ଶିକାର ହୋଇଥିଲେ। ଗ୍ରାମବାସୀ…

Continue Readingଆଠମଲ୍ଲିକରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ପୀତବାସ ପଣ୍ଡାଙ୍କୁ ହତ୍ୟା: ଅନୁଗୁଳରେ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ ଓ ରାସ୍ତା ଅବରୋଧ

ଅନୁଗୁଳ: ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ପ୍ରତିବାଦରେ ଅନୁଗୁଳ ବାର ଆସୋସିଏଶନ କଲମ ଛାଡ଼ ଆନ୍ଦୋଳନ, ଶୋକସଭା ଓ କୋର୍ଟ ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କରିଛି। ଓଡ଼ିଶା ରାଜ୍ୟ ବାର କାଉନସିଲର…

Continue Readingପୀତବାସ ପଣ୍ଡାଙ୍କୁ ହତ୍ୟା: ଅନୁଗୁଳରେ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ ଓ ରାସ୍ତା ଅବରୋଧ

ରେଙ୍ଗାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଳି ପ୍ରକଳ୍ପ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏମସିଏଲର ସାମାଜିକ ଦାୟିତ୍ଵ ପାଣ୍ଠିରୁ ୪୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ…

Continue Readingରେଙ୍ଗାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ସାତକୋଶିଆରେ ମହାବଳ ପାଇଁ ପ୍ରସ୍ତୁତି ଶେଷ, ଛଡ଼ା ହେବେ ୧୨ ବାଘ

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ପୁଣି ମହାବଳର ଗର୍ଜନ ଶୁଣିବାକୁ ମିଳିବ। ବାଘ ପାଇଁ ଜଙ୍ଗଲ ପ୍ରସ୍ତୁତ ହୋଇସାରିଛି ଏବଂ ସରକାରଙ୍କ ଅନୁମତି ମିଳିଲେ ବାହାର ରାଜ୍ୟରୁ ୧୨ଟି ବାଘ ଆଣି ଏଠାରେ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି। ବର୍ତ୍ତମାନ…

Continue Readingସାତକୋଶିଆରେ ମହାବଳ ପାଇଁ ପ୍ରସ୍ତୁତି ଶେଷ, ଛଡ଼ା ହେବେ ୧୨ ବାଘ

ଅନୁଗୁଳ ମେଳା ଉଦଘାଟିତ, ଏତିକି ଦିନ ପର୍ଯ୍ୟନ୍ତ ଚାଲିବ

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ବିଜୁ ମୈଦାନଠାରେ ୧୨ତମ ଅନୁଗୁଳ ମେଳା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାର ଉଦଘାଟନ କରିଥିଲେ। ଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ଏହି…

Continue Readingଅନୁଗୁଳ ମେଳା ଉଦଘାଟିତ, ଏତିକି ଦିନ ପର୍ଯ୍ୟନ୍ତ ଚାଲିବ

ତାଳଚେରରେ କୁମାର ପୂର୍ଣ୍ଣିମା ଉତ୍ସବ ଉଲ୍ଲାସରେ ପାଳିତ

ଅନୁଗୁଳ: ଓଡ଼ିଶାର ପାରମ୍ପରିକ ପର୍ବ କୁମାର ପୂର୍ଣ୍ଣିମା ତାଳଚେର ଅଂଚଳରେ ସୋମବାର ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ପର୍ବରେ କୁଆଁରୀ ଝିଅମାନେ ନୂଆ ପୋଷାକ ପରିଧାନ କରି, ବୃନ୍ଧାବତୀଙ୍କ…

Continue Readingତାଳଚେରରେ କୁମାର ପୂର୍ଣ୍ଣିମା ଉତ୍ସବ ଉଲ୍ଲାସରେ ପାଳିତ

ଚୋରି ମାମଲାରେ ଯୁବକ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ଥାନା ଅଧୀନ ପଥରମୁଣ୍ଡା ପାଣିଟାଙ୍କି ନିକଟ ଓସିସ କଲୋନୀରେ ଚୋରି ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଖମାର ଥାନା ଅଂଚଳର କରଡ଼ାଖମନ ଗ୍ରାମର ପପୁ ବିଶ୍ୱାଳ (୩୮)।…

Continue Readingଚୋରି ମାମଲାରେ ଯୁବକ ଗିରଫ