ତିନି ବଲେରୋ ସହ ୫ ଶହ ଲିଟର ଡିଜେଲ ଜବତ

ତାଳଚେର: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି ବେଳେ ସୋମବାର ୬ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ ୫ଶହ ଲିଟର ଡିଜେଲ, ୩ଟି ବଲେରୋ ଗାଡି ଜବତ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା କନ୍ଦରସିଙ୍ଗା ଗ୍ରାମର…

Continue Readingତିନି ବଲେରୋ ସହ ୫ ଶହ ଲିଟର ଡିଜେଲ ଜବତ

ଗଡ଼ିଲା ମଧୁମେହ ସଚେତନତା ରଥ

ଅନୁଗୁଳ: ଶନିବାର ତଥା ବିଶ୍ବ ମଧୁମେହ ଦିବସ ଅବସରରେ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ। ଖାଦ୍ୟପେୟରେ ନିୟନ୍ତ୍ରଣ, ବ୍ୟାୟାମ ଏବ˚ ନିୟମିତ ଔଷଧ ସେବନ ଦ୍ବାରା ମଧୁମେହ ରୋଗକୁ…

Continue Readingଗଡ଼ିଲା ମଧୁମେହ ସଚେତନତା ରଥ

ଅନୁଗୁଳରେ ଜାତୀୟ ପ୍ରେସ୍‌ ଦିବସ

ଅନୁଗୁଳ: ପୌରପାଳିକା ଟାଉନ୍‌ହଲ୍‌ରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସ˚ଗ୍ରାମ ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ ଢେଙ୍କାନାଳ ସା˚ସଦ ମହେଶ ସାହୁ। ସାମ୍ବାଦିକମାନେ ରାଷ୍ଟ୍ରର, ଗଣତନ୍ତ୍ରର ସୁରକ୍ଷାକାରୀ।…

Continue Readingଅନୁଗୁଳରେ ଜାତୀୟ ପ୍ରେସ୍‌ ଦିବସ

ଜିଲ୍ଲାରେ କରୋନା ସ˚କ୍ରମଣ ଖସୁଛି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସ˚କ୍ରମଣ କମୁଥିବା ଲକ୍ଷ୍ୟ କରାଯାଉଛି। ଏକଦା ସାପ୍ତାହିକ ହାରାହାରି ସ˚କ୍ରମଣ ୧୨୦ରୁ ୧୪୦ ଥିବା ବେଳେ ଏବେ ଏହା ୭୦ରୁ ୮୦ କୁ ଖସିଛି। ଗତ ୫ ଦିନରେ ସ˚କ୍ରମଣ ସ୍ଥିତିରେ ସୁଧାର ଆସିଛି। ୧୧…

Continue Readingଜିଲ୍ଲାରେ କରୋନା ସ˚କ୍ରମଣ ଖସୁଛି

ଖୁବ୍‌ ଶୀଘ୍ର ଖୋଲିବ ୪ଟି କମର୍ସିଆଲ୍‌ କୋର୍ଟ

ଅନୁଗୁଳ: ରାଜ୍ୟ ସରକାର ୪ଟି କମର୍ସିଆଲ୍‌ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କଟକ, ଭୁବନେଶ୍ବର, ବ୍ରହ୍ମପୁର ଏବ˚ ସମ୍ବଲପୁରରେ ଏହି କୋର୍ଟଗୁଡ଼ିକ ଖୋଲିବ। ଉଚ୍ଚ ନ୍ୟାୟାଳୟର ପରାମର୍ଶକ୍ରମେ ଏହି କୋର୍ଟଗୁଡ଼ିକ ଖୋଲିବାକୁ ଯାଉଛି। ତେବେ କଟକ କୋର୍ଟ ଅଧୀନରେ ଅନୁଗୁଳ, ଢେଙ୍କାନାଳ…

Continue Readingଖୁବ୍‌ ଶୀଘ୍ର ଖୋଲିବ ୪ଟି କମର୍ସିଆଲ୍‌ କୋର୍ଟ

ଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ଅନୁଗୁଳ: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲ୍ଲାବାସୀ ନିରାଡମ୍ବର ଭାବରେ ଦୀପାବଳି ପାଳନ କରିଛନ୍ତି । କରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ପ୍ରଭାବ ଦେଖିବାକୁ…

Continue Readingଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ନଭେମ୍ବର 26 ବନ୍ଦକୁ ଜୋରଦାର କରାଯିବ

ଅନୁଗୁଳ: ଆସନ୍ତା 26 ତାରିଖରେ ଦେଶର 10ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ନାଲକୋନଗର NSCU ସଭାକକ୍ଷରେ ଆୟୋଜିତ ଏହି ସଭାରେ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଦିଗାମ୍ବର ଗଡ଼ନାୟକ,…

Continue Readingନଭେମ୍ବର 26 ବନ୍ଦକୁ ଜୋରଦାର କରାଯିବ

ବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ, ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳଭଙ୍ଗା ମାଣପୁର ସାହିର ଟୁକୁନା ସାହୁ।…

Continue Readingବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଦୀପାବଳି ବଜାର ସରଗରମ

ଅନୁଗୁଳ: ଦୀପାବଳି ବଜାର ଦୀପ, ପୂଜା ସାମଗ୍ରୀ, କାଉଁରିଆ, ତେଲ, ଘିଅ କାରବାରକୁ ନେଇ ସରଗରମ ହୋଇଛି। ଧାର୍ମିକ ମାସ ଯୋଗୁଁ ବହୁ ସ˚ଖ୍ୟାରେ ଲୋକ ଏସବୁ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳୁଛି। କିନ୍ତୁ କିଛି ଅସାଧୁ ଦୋକାନୀ ନିମ୍ନମାନର ଘିଅ,…

Continue Readingଦୀପାବଳି ବଜାର ସରଗରମ

ଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ :ଆଜି ଶୁଭ ଦୀପାବଳି । ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି ।…

Continue Readingଆଜି ଆଲୋକର ପର୍ବ ଦୀପାବଳି