ପରାବିଲ-ଡେରାଗୋଳା ରାସ୍ତା ସଂପ୍ରସାରଣ ପାଇଁ ଶିଳାନ୍ୟାସ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ର ପରାବିଲ ଠାରୁ ଡେରାଗୋଳା ପର୍ଯ୍ୟନ୍ତ ୧୧ କିମି ରାସ୍ତା ଉନ୍ନତିକରଣ ପାଇଁ ୧୧ କୋଟି ୮୩ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସୋମବାର ଅନୁଷ୍ଠିତ ହୋଇଛି। ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ମୁଖ୍ୟ…

Continue Readingପରାବିଲ-ଡେରାଗୋଳା ରାସ୍ତା ସଂପ୍ରସାରଣ ପାଇଁ ଶିଳାନ୍ୟାସ

ବାଲ୍ୟ ବିବାହ ରୋକିବାକୁ ଧର୍ମଗୁରୁଙ୍କ ବାର୍ତ୍ତା

କିଶୋରନଗର: ବିଶ୍ଵ ଯୁବ କେନ୍ଦ୍ର, ବଣିନାଳୀ ଦ୍ବାରା ପରିଚାଳିତ ‘ଆକ୍ସେସ ଟୁ ଜସ୍ଟିସ’ ପ୍ରକଳ୍ପ ମାଧ୍ୟମରେ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ମନ୍ଦିର, ଇସ୍କନ, ମା ଦୁର୍ଗା ମନ୍ଦିର, ଜାମା ମସଜିଦ ଓ ଗୁରୁଦ୍ୱାରା ଆଦି ଧର୍ମପୀଠର ପୂଜକ/ଧର୍ମଗୁରୁମାନେ ବାଲ୍ୟ ବିବାହ ରୋକିବା…

Continue Readingବାଲ୍ୟ ବିବାହ ରୋକିବାକୁ ଧର୍ମଗୁରୁଙ୍କ ବାର୍ତ୍ତା

ଅନୁଗୁଳରେ ଏକାଧିକ ପ୍ରକଳ୍ପର ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ, ୧୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ମିଳିବ ନିଯୁକ୍ତି

ଅନୁଗୁଳ: ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୫ଟି ଜିଲ୍ଲାରେ ବିଭିନ୍ନ ଶିଳ୍ପର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଓୟୁଏଟି ସମ୍ମିଳନୀ କକ୍ଷରୁ ଅନୁଗୁଳ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ ଏବଂ ଝାରସୁଗୁଡ଼ାର ୦୫ଟି ଶିଳ୍ପ ପ୍ରକଳ୍ପର ଭୂମିପୂଜନ…

Continue Readingଅନୁଗୁଳରେ ଏକାଧିକ ପ୍ରକଳ୍ପର ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ, ୧୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ମିଳିବ ନିଯୁକ୍ତି

ପଞ୍ଚପଡ଼ାରେ ଜିଲ୍ଲାସ୍ତରୀୟ ଚତୁର୍ଦ୍ଦଶ ଭାଗବତ ପ୍ରଶ୍ନଉତ୍ତର ପ୍ରତିଯୋଗିତା ଅନୁଷ୍ଠିତ

ଅନୁଗୁଳ: ଅଗ୍ନିରୂପା ପୁରାଣ ମହାଯଜ୍ଞ ତାଳଚେର ଆନୁକୂଲ୍ୟରେ ଅନୁଗୁଳ ବ୍ଲକ ଇଙ୍କରବନ୍ଧ ପଞ୍ଚାୟତ ପଞ୍ଚପଡ଼ା ମା' ପିତାବଳୀ ପିଢ଼ ପ୍ରାଙ୍ଗଣରେ ରବିବାର ଚତୁର୍ଦ୍ଦଶ ଜିଲ୍ଲାସ୍ତରୀୟ ଭାଗବତ ପ୍ରଶ୍ନଉତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ପ୍ରଫୁଲ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Continue Readingପଞ୍ଚପଡ଼ାରେ ଜିଲ୍ଲାସ୍ତରୀୟ ଚତୁର୍ଦ୍ଦଶ ଭାଗବତ ପ୍ରଶ୍ନଉତ୍ତର ପ୍ରତିଯୋଗିତା ଅନୁଷ୍ଠିତ

ଅନୁଗୁଳ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କରିବେ

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୬ ସେପ୍ଟେମ୍ବର (ମଙ୍ଗଳବାର) ଅନୁଗୁଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କରିବେ। ଜିଲ୍ଲା ମିଡ଼ିଆ ସେଲ…

Continue Readingଅନୁଗୁଳ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କରିବେ

ଅନୁଗୁଳ ଖାଓଗଳିରେ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ସକାଳ ୯ଟା ବେଳେ ଅନୁଗୁଳ ଖାଓଗଳିରେ ଜଗନ୍ନାଥ ମନ୍ଦିର ପଟୁ ବିଇଡି କଲେଜ ଆଡ଼କୁ ଏକ ଟିପରରେ ଲୁହା ରଡ଼ ନିଆଯାଉଥିବା ବେଳେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଛି। ରଡ଼ଗୁଡ଼ିକ ଠିକ୍‌ ବନ୍ଧା ଯାଇନଥିବା ଯୋଗୁଁ  ଫିସରୀ…

Continue Readingଅନୁଗୁଳ ଖାଓଗଳିରେ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

ଛେଣ୍ଡିପଦା ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜଗନ୍ନାଥ ବସ୍ ମାଲିକ ସଂଘର ସାଧାରଣ ବୈଠକ ରବିବାର ପୂର୍ବାହ୍ନରେ ପାତ୍ରପଡାସ୍ଥିତ ମା ବାୟାଣୀପୀଠ ଠାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଆଇନ ପରାମର୍ଶଦାତା ଲମ୍ବୋଦର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ପାଇଁ…

Continue Readingଛେଣ୍ଡିପଦା ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ବଇଣ୍ଡାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ ଯୁନିଟ୍ ରକ୍ତ ସଂଗ୍ରହ

କିଶୋରନଗର: କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଶିକ୍ଷକ ପଡାସ୍ଥିତ ଶ୍ରୀରାମ ମନ୍ଦିର କମିଟି ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବଇଣ୍ଡା ବିଦ୍ୟୁତ୍ ବିଭାଗର ଅକ୍ଷୟ କୁମାର ସାହୁ ଫିତା କାଟି ଶିବିରର ଉଦ୍ଘାଟନ କରିଥିଲେ।…

Continue Readingବଇଣ୍ଡାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ ଯୁନିଟ୍ ରକ୍ତ ସଂଗ୍ରହ

ଜରସିଂହାରେ ଗ୍ରାମବାସୀଙ୍କ ଦ୍ୱାରା ଚୋରା ମଦ ଓ ବେପାରୀ ଅଟକ: ବିପୁଳ ମଦ ବୋତଲ ଭାଙ୍ଗିଲେ ମହିଳା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରସିଂହା ଗାଁରେ ରବିବାର ଗ୍ରାମବାସୀମାନେ ଚୋରା ମଦ ବେପାରୀ ରମେଶ ନାଏକ (୨୫) ଓ ବିପୁଳ ପରିମାଣରେ ବିଦେଶୀ ମଦ ଅଟକ ରଖିଥିଲେ। ପୋଲିସକୁ ଖବର ଦେଇଥିଲେ ହେଁ ବିଳମ୍ବରେ ପୋଲିସ ପହଞ୍ଚିବା…

Continue Readingଜରସିଂହାରେ ଗ୍ରାମବାସୀଙ୍କ ଦ୍ୱାରା ଚୋରା ମଦ ଓ ବେପାରୀ ଅଟକ: ବିପୁଳ ମଦ ବୋତଲ ଭାଙ୍ଗିଲେ ମହିଳା

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅନୁଗୁଳ: ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର। ସୌଭାଗ୍ୟବଶତଃ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ତୁବେ ଗାଁ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ,…

Continue Readingଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ