ବିବାହ ବେଦୀ ବଦଳରେ ଜେଲ୍ ହାଜତ: ପ୍ରେମ ପ୍ରତାରଣା ଅଭିଯୋଗରେ ବର ଗିରଫ
ଅନୁଗୁଳ: ପ୍ରେମ ପ୍ରତାରଣାର ଭୟଙ୍କର ପରିଣାମ। ବାହାଘର ପାଇଁ ଘରେ ସାହାନାଇ ବାଜୁଥିଲା, ସବୁଆଡ଼େ ଉତ୍ସବର ମାହୋଲ ଥିଲା, ହେଲେ ଏହି ସମୟରେ ପହଞ୍ଚିଲା ପୋଲିସ। ବିବାହର ଦିନକ ପୂର୍ବରୁ ପ୍ରେମିକାଙ୍କ ଅଭିଯୋଗ ଆଧାରରେ ବରକୁ ଉଠାଇ ନେଇଛି ପୋଲିସ। ଏଭଳି…



