ପୌର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ଖାତିର ନକରିବା ପଡ଼ିଲା ମହଙ୍ଗା: ଆଠମଲ୍ଲିକ EOଙ୍କୁ କାରଣ ଦର୍ଶାଅ ନୋଟିସ

ଅନୁଗୁଳ: ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା କାରଣରୁ ଆଠମଲ୍ଲିକ ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଅଡୁଆରେ ପଡ଼ିଛନ୍ତି। ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ତାଙ୍କୁ 'କାରଣ ଦର୍ଶାଅ' ନୋଟିସ ଜାରି କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।…

Continue Readingପୌର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ଖାତିର ନକରିବା ପଡ଼ିଲା ମହଙ୍ଗା: ଆଠମଲ୍ଲିକ EOଙ୍କୁ କାରଣ ଦର୍ଶାଅ ନୋଟିସ

ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ବୃହତ ରକ୍ତଦାନ ଶିବିର: ୧୧୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମାନବ ସେବା ହିଁ ମାଧବ ସେବା-ଏହି ସଂକଳ୍ପକୁ ପାଥେୟ କରି ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ଆନୁକୂଲ୍ୟରେ ଏକ ବୃହତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ସଦର ମହକୁମା ସଭାଘରଠାରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ…

Continue Readingଅନୁଗୁଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ବୃହତ ରକ୍ତଦାନ ଶିବିର: ୧୧୦ ୟୁନିଟ୍ ରକ୍ତ ସଂଗୃହୀତ

ଆଠମଲ୍ଲିକ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ତ୍ରିଲୋଚନ ପ୍ରଧାନଙ୍କୁ ଗୁରୁବାର ମହାବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗଣିତ ବିଭାଗ ଅଧ୍ୟାପକ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

Continue Readingଆଠମଲ୍ଲିକ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗୁରୁବାର ଅନୁଗୁଳର ଆଡହକ ଏଡିଜେ ତଥା ଫାଷ୍ଟଟ୍ରାକ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅଦାଲତ ଅଭିଯୁକ୍ତ ଦଣ୍ଡଧର ନାଏକ (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କାରାଦଣ୍ଡରେ…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ହିଡ଼ିସିଙ୍ଗ ଜଳପ୍ରକଳ୍ପ ପାଇଁ ୨୮ କୋଟି ମଞ୍ଜୁର, ଜୁନ୍ ୧୮ରେ ଜନଶୁଣାଣି

​ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳବାସୀଙ୍କ ୪୦ ବର୍ଷର ଦାବି ପୂରଣ ହେବାକୁ ଯାଉଛି। କୃଷି ପ୍ରଧାନ ବନ୍ତଳା ଅଞ୍ଚଳ ପାଇଁ ଅଭିପ୍ରେତ ‘ହିଡ଼ିସିଙ୍ଗ ଜଳପ୍ରକଳ୍ପ’ ନିମନ୍ତେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୮ କୋଟି ୭ ଲକ୍ଷ ଟଙ୍କା ମଞ୍ଜୁର…

Continue Readingହିଡ଼ିସିଙ୍ଗ ଜଳପ୍ରକଳ୍ପ ପାଇଁ ୨୮ କୋଟି ମଞ୍ଜୁର, ଜୁନ୍ ୧୮ରେ ଜନଶୁଣାଣି

୨୪ ଦିନର ଶିଶୁଙ୍କୁ ଏୟାରଲିଫ୍ଟ କଲା ଏୟାର କଳିଙ୍ଗ: ସୃଷ୍ଟି କଲା ନୂତନ ଉଦାହରଣ

ଭୁବନେଶ୍ୱର: ଓଡ଼ିଶାର ଏକମାତ୍ର ଏନଏସଓପି (NSOP) ବିମାନ ସଂସ୍ଥା ‘ଏୟାର କଳିଙ୍ଗ’ ପକ୍ଷରୁ ଏକ ଜୀବନରକ୍ଷାକାରୀ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି। ସଂସ୍ଥା ପକ୍ଷରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ୨୪ ଦିନର ଏକ ନବଜାତ ଶିଶୁଙ୍କୁ ଜୀବନରକ୍ଷାମୂଳକ ଏୟାରଲିଫ୍ଟ କରାଯାଇଛି। ଆଧୁନିକ…

Continue Reading୨୪ ଦିନର ଶିଶୁଙ୍କୁ ଏୟାରଲିଫ୍ଟ କଲା ଏୟାର କଳିଙ୍ଗ: ସୃଷ୍ଟି କଲା ନୂତନ ଉଦାହରଣ

ବଇଣ୍ଡା ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ନୂଆ ଅଧ୍ୟାୟ; ପାରା ମେଡିକାଲ୍ କଲେଜ ପାଇଁ ପଡ଼ିଲା ଭିତ୍ତିପ୍ରସ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଛକ ହାଟପଡ଼ିଆଠାରେ ବୁଧବାର ଏକ ନୂତନ ପାରା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଶୁଭ ଭୂମିପୂଜା ଓ ଗୃହପୂଜା ସମ୍ପନ୍ନ ହୋଇଛି। ଭୁବନେଶ୍ୱରସ୍ଥିତ ପ୍ରତିଷ୍ଠିତ ‘ଡିଭାଇନ୍ କଲେଜ୍ ଅଫ୍ ହେଲ୍ଥ ସାଇନ୍ସ’…

Continue Readingବଇଣ୍ଡା ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ନୂଆ ଅଧ୍ୟାୟ; ପାରା ମେଡିକାଲ୍ କଲେଜ ପାଇଁ ପଡ଼ିଲା ଭିତ୍ତିପ୍ରସ୍ତର

ଶିକ୍ଷୟିତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ

ଅନୁଗୁଳ: ସ୍ଥାନୀୟ ଗାନ୍ଧୀମାର୍ଗ ସରସ୍ବତୀ ଶିଶୁ ମନ୍ଦିରରେ ଚାଲିଥିବା ଆବାସିକ ଆଚାର୍ଯ୍ୟ କର୍ମଶାଳାରେ ଯୋଗ ଦେଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ନୂଆଗାଁ ଥାନା ଅଲଣା ଗାଁର ମମତା ମଞ୍ଜରୀ ଲେଙ୍କା(୫୪)। ସେ ଅନୁଗୁଳ…

Continue Readingଶିକ୍ଷୟିତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଡାକ୍ତରଙ୍କୁ ଆକ୍ରମଣ: ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

​ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ମହିଳା ଡାକ୍ତରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ମହିଳା ଡାକ୍ତର ଜଣକ ନିଜ କ୍ୱାର୍ଟର୍ସରୁ ଟ୍ରମା କେୟାର ୟୁନିଟ୍‌କୁ ଡ୍ୟୁଟି ପାଇଁ ଯାଉଥିବା…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଡାକ୍ତରଙ୍କୁ ଆକ୍ରମଣ: ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ଗୁରୁକୁଳ କ୍ଲାସେସର ଦଶମ ଶ୍ରେଣୀ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା: ୯୦%ରୁ ଅଧିକ ନମ୍ବର ରଖିଥିବା ପିଲାଙ୍କୁ ସମ୍ମାନ

ଅନୁଗୁଳ: ଅମଲାପଡ଼ାସ୍ଥିତ ଗୁରୁକୁଳ କ୍ଲାସେସ କୋଚିଂ ସେଣ୍ଟର ପକ୍ଷରୁ ସି.ବି.ଏସ୍.ଇ. ଦଶମ ଶ୍ରେଣୀ ପରୀକ୍ଷାରେ ୯୦%ରୁ ଅଧିକ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ଉପସ୍ଥିତ ଅଭିଭାବକଙ୍କୁ ପୁଷ୍ପଗୁଚ୍ଛ…

Continue Readingଗୁରୁକୁଳ କ୍ଲାସେସର ଦଶମ ଶ୍ରେଣୀ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା: ୯୦%ରୁ ଅଧିକ ନମ୍ବର ରଖିଥିବା ପିଲାଙ୍କୁ ସମ୍ମାନ