ପ୍ରାଣୀ ସ୍ୱାସ୍ଥ୍ୟ ଓ ଟୀକାକରଣ ଶିବିର ଆୟୋଜିତ, ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ନେଇ ସଚେତନତା
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-୨ ସେକ୍ସନର ଭାଲିଆସର ଗ୍ରାମଠାରେ ସୋମବାର ଏକ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଅନୁଗୁଳର ମୋବାଇଲ୍ ଭେଟେନାରୀ ୟୁନିଟ୍ (MVU) ଦ୍ୱାରା ଆୟୋଜିତ ଏହି ଶିବିରରେ ଗୃହପାଳିତ ପଶୁଙ୍କୁ ଟୀକାକରଣ କରାଯିବା ସହ ପଶୁପାଳକଙ୍କୁ ସଚେତନ…



