ତାଳଚେର ମେଡିକାଲ କଲେଜରେ ନିଯୁକ୍ତି କେଳେଙ୍କାରୀ: ଭିଜିଲାନ୍ସର ତନାଘନା
ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲ (PM PGH)ରେ ଷ୍ଟାଫ ନର୍ସ ନିଯୁକ୍ତିକୁ ନେଇ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। ପ୍ରାୟ ୧୦୦ ଜଣ କର୍ମଚାରୀ ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ…




