ଶ୍ରୀ ରାମକୃଷ୍ଣ ଶିଶୁ ଵିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ-ବିଜ୍ଞାନ ମେଳା

ଅନୁଗୁଳ: ସ୍ଥାନୀୟ ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ଵିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ-ବିଜ୍ଞାନ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଵିଦ୍ୟା ମନ୍ଦିରର କୁନି ବୈଜ୍ଞାନିକ ମାନେ ଜଳଚକ୍ର, ଆଲୋକଶ୍ଲେଷଣ ପ୍ରକ୍ରିୟା, ନୋ ବ୍ୟାଟେରୀଫ୍ୟାନ, ସୌର ଜଗତ ସୂର୍ଯ୍ୟପରାଗ…

Continue Readingଶ୍ରୀ ରାମକୃଷ୍ଣ ଶିଶୁ ଵିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ-ବିଜ୍ଞାନ ମେଳା

ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଆନ୍ତର୍ବିଦ୍ୟାଳୟ ରାଜଭାଷା ସେମିନାର ଅନୁଷ୍ଠିତ

ବଅଁରପାଳ: ସ୍ଥାନୀୟ ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଆନ୍ତର୍ବିଦ୍ୟାଳୟ ରାଜଭାଷା ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରାର ପ୍ରଫେସର ଭରତ ସିଂହ ପରମାର ଦୀପ ପ୍ରଜ୍ୱଳନ କରି ସେମିନାର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ…

Continue Readingବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଆନ୍ତର୍ବିଦ୍ୟାଳୟ ରାଜଭାଷା ସେମିନାର ଅନୁଷ୍ଠିତ

କଣିହାଁରେ ୮୮ତମ ପ୍ରଜାମଣ୍ଡଳ ଜନ୍ମଜୟନ୍ତୀ ପାଳିତ

କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ୍ ଟ୍ରଷ୍ଟ୍‌ ପକ୍ଷରୁ ଶନିବାର କଣିହାଁରେ ୮୮ତମ ପ୍ରଜାମଣ୍ଡଳ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ…

Continue Readingକଣିହାଁରେ ୮୮ତମ ପ୍ରଜାମଣ୍ଡଳ ଜନ୍ମଜୟନ୍ତୀ ପାଳିତ

ତାଳଚେରରେ ଗଜାନନଙ୍କ ବିସର୍ଜନ: ପୂଜା କମିଟି ସଭାପତିଙ୍କ ଇସ୍ତଫା, ଲଡ଼ୁ ନିଲାମରେ ବିଭ୍ରାଟ

ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ବର୍ଣ୍ଣାଢ଼୍ୟ ପରିବେଶରେ ପାରମ୍ପାରିକ ନୃତ୍ୟ, ସଙ୍ଗୀତ, ଝାଞ୍ଜ ଓ ବାଦ୍ୟ ମଧ୍ୟରେ ଅନୁଷ୍ଠିତ ହୋଇଛି। ୩୭ଟି ମେଢ଼ ବଡ଼ଦାଣ୍ଡସାହି ମେଳଣପଡ଼ିଆରୁ ଅପରାହ୍ଣ ୨ଟା ସମୟରେ ଶୋଭାଯାତ୍ରା ସହ ବଡ଼ବଜାର, ଫାଷ୍ଟଗେଟ୍ ଦେଇ ଅସ୍ଥାୟୀ ପୋଖରୀରେ…

Continue Readingତାଳଚେରରେ ଗଜାନନଙ୍କ ବିସର୍ଜନ: ପୂଜା କମିଟି ସଭାପତିଙ୍କ ଇସ୍ତଫା, ଲଡ଼ୁ ନିଲାମରେ ବିଭ୍ରାଟ

ଖଣ୍ଡହତା ଦୁର୍ଘଟଣା ଉଦ୍ଧାର କାର୍ଯ୍ୟର ହିରୋ: ଦେବଦୂତ ସାଜିଥିଲେ ଦୁଇ ଇଣ୍ଟରସେପ୍ଟର କର୍ମଚାରୀ

ଅନୁଗୁଳ: ଗତ କାଲି ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଏକ ଯାତ୍ରୀବାହୀ ଅଟୋ ଉପରେ କାର ଚଢି ଯିବା କାରଣରୁ ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ…

Continue Readingଖଣ୍ଡହତା ଦୁର୍ଘଟଣା ଉଦ୍ଧାର କାର୍ଯ୍ୟର ହିରୋ: ଦେବଦୂତ ସାଜିଥିଲେ ଦୁଇ ଇଣ୍ଟରସେପ୍ଟର କର୍ମଚାରୀ

ସମର୍ପଣ ଏକାଡେ଼ମୀରେ ଗୁରୁଦିବସ

ଅନୁଗୁଳ: ଶିକ୍ଷକତା ଗୋଟିଏ ସର୍ବୋକୃଷ୍ଟ ଆଶାବାଦୀ ପେସା ଯେଉଁଠୁ ସମସ୍ତ ପେସା ସୃଷ୍ଟି ହୁଏ। ଏହା ପେସାଗତ ପିରାମିଡ଼ର ମୂଳଦୁଆ। ଆଉ ଗୁରୁଙ୍କର ମୁଖ୍ୟ କର୍ତ୍ତବ୍ୟ ହେଉଛି ଛାତ୍ରର ଅସ୍ଫୁଟ  ଶକ୍ତିର ଆକଳନ କରି ସେହି ଦିଗରେ ବିହିତ ଉପାୟ ଅବଲମ୍ବନ…

Continue Readingସମର୍ପଣ ଏକାଡେ଼ମୀରେ ଗୁରୁଦିବସ

ନିଖୋଜ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ୧୬ ଘଣ୍ଟା ପରେ ମିଳିଲା ମୃତଦେହ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ଭାଲୁଖାଇ ନାଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗତକାଲିଠାରୁ ନିଖୋଜ ଥିଲେ ନାବାଳିକା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ନ୍ୟାୟ ଦାବିରେ ଟାୟାର ଜାଳି ଅନୁଗୁଳ-…

Continue Readingନିଖୋଜ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ୧୬ ଘଣ୍ଟା ପରେ ମିଳିଲା ମୃତଦେହ

ଜଳିଗଲା ଚଳନ୍ତା ଗାଡ଼ି, ସୌଭାଗ୍ୟବଶତଃ ବଞ୍ଚିଗଲେ ଚାଳକ

ଅନୁଗୁଳ: ଜଳିଗଲା ଚଳନ୍ତା ଗାଡ଼ି। ସୌଭାଗ୍ୟବଶତଃ ବଞ୍ଚିଗଲେ ଚାଳକ। ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ସିପିପି ପ୍ଲାଣ୍ଟକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ସୂଚନା ଅନୁସାରେ ଶନିବାର ଅପରାହ୍ନ ଚାରିଟା…

Continue Readingଜଳିଗଲା ଚଳନ୍ତା ଗାଡ଼ି, ସୌଭାଗ୍ୟବଶତଃ ବଞ୍ଚିଗଲେ ଚାଳକ

ବଢୁଛି ମହାନଦୀ ଜଳ : ଲୋକେ ଆତଙ୍କିତ

ଅନୁଗୁଳ: ଗତ କିଛିଦିନ ହେବ ଲଗାଣ ବର୍ଷା କାରଣରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଉପରମୁଣ୍ଡରେ ଜଳପ୍ରବାହ ବୃଦ୍ଧି କାରଣରୁ ହୀରାକୁଦ ଜଳ ଭଣ୍ଡାର ତାର ଗେଟ ଗୁଡିକ ଖୋଲି ବନ୍ୟାଜଳ ନିଷ୍କାସନ କରୁଛି। ଇତି ମଧ୍ୟରେ ବନ୍ୟାଜଳ ଅନୁଗୁଳ ଜିଲ୍ଲାରେ…

Continue Readingବଢୁଛି ମହାନଦୀ ଜଳ : ଲୋକେ ଆତଙ୍କିତ

୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅନୁଗୁଳରୁ ବ୍ୟବସାୟୀ ଗିରଫ

ଅନୁଗୁଳ: ବ୍ୟବସାୟ ପାଇଁ ଧାର ନେଇ ଟଙ୍କା ଫେରାଇ ନ ଥିବା ଅଭିଯୋଗରେ ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଉପେନ୍ଦ୍ର କୁମାର ମହାନ୍ତି ଦୁଇ ବ୍ୟକ୍ତିଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।…

Continue Reading୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅନୁଗୁଳରୁ ବ୍ୟବସାୟୀ ଗିରଫ