ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି-ସାନହୁଲା ରାସ୍ତାରେ ଗୁରୁବାର ଦିନ ଗୋଟାଏ ବେଳେ  ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ବନ୍ତୁଲ ଗାଁର ଚନ୍ଦ୍ର ମଣି ସାହୁଙ୍କ ଦୁଇଟି ଛେଳି ନେଇଯାଇଛନ୍ତି। ଘଟଣାଟି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଚନ୍ଦ୍ର…

Continue Readingଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

ମହିଳାଙ୍କୁ ହତ୍ୟା ଧମକ ଅଭିଯୋଗ, ମାମଲା ରୁଜୁ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ କରଡ଼ାବଣି ସାହିର ସୁକାନ୍ତି ରାଉଳଙ୍କୁ ସେହି ଗାଁର ଶମ୍ଭୁ ନାୟକ, ତାଙ୍କ ପତ୍ନୀ ରଜନୀ ନାୟକ ଓ ପୁଅ ଚିକୁ ନାୟକ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ସୁକାନ୍ତି ବୁଧବାର…

Continue Readingମହିଳାଙ୍କୁ ହତ୍ୟା ଧମକ ଅଭିଯୋଗ, ମାମଲା ରୁଜୁ

ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଗଲା, ବନ୍ୟାଜଳ ନିଷ୍କାସନ ଜାରି

କଣିହାଁ: ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ (ଗେଟ୍ ନଂ-୧୦) ଗୁରୁବାର ମଧ୍ୟାହ୍ନ ୧.୫୪ ମିନିଟରେ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି, ଯାହାଫଳରେ ଡ୍ୟାମର ଜଳଭଣ୍ଡାରରେ ଜଳସ୍ତର…

Continue Readingରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଗଲା, ବନ୍ୟାଜଳ ନିଷ୍କାସନ ଜାରି

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଓ ଏମ.କମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଏବଂ ଏମ.କମ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱାଗତ କାର୍ଯ୍ୟକ୍ରମ ମାଧ୍ୟମରେ ଉଷ୍ମ ଅଭ୍ୟର୍ଥନା ଜଣାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦେଶକ ଡ. ସୋମେଶ ଦତ୍ତ ଦାଶ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର…

Continue Readingଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଓ ଏମ.କମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବିଲ ଗ୍ରାମରେ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଗ୍ରାମର ୭ଟି ମେଢ଼କୁ ନେଇ ଅପରାହ୍ନ ୩ଟାରୁ ବନ୍ଧସାହିରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ସମୟରେ…

Continue Readingବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ

ରାଣୀଗୋଡା ଗ୍ରାମ ହତ୍ୟା ମାମଲା: ତୃତୀୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଅଭିଯୋଗ କଲେ ମୃତକଙ୍କ ପତ୍ନୀ

ଅନୁଗୁଳ: ରାଣୀଗୋଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା ଘଟଣାରେ ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମୃତକଙ୍କ ପତ୍ନୀ ନିରୁପମା ବିଶ୍ଵାଳ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ତଳେ ରାଣୀଗୋଡା ଗ୍ରାମରେ ନିରୁପମାଙ୍କ ସ୍ଵାମୀଙ୍କୁ ପିଟି…

Continue Readingରାଣୀଗୋଡା ଗ୍ରାମ ହତ୍ୟା ମାମଲା: ତୃତୀୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଅଭିଯୋଗ କଲେ ମୃତକଙ୍କ ପତ୍ନୀ

ବିଦାୟ ନେଲେ ଅଗ୍ରପୂଜ୍ୟଶାନ୍ତି ଶଙ୍ଖଳାରେ ସମାପନ ହେଲା ଗଣେଶପୂଜା ଭଷାଣି

ଅନୁଗୁଳ: ବୁଧବାର ଅନୁଗୁଳ ସହର ମଧ୍ୟରେ ଧୁମଧାମରେ ଅଗ୍ରପୂଜ୍ୟ ଗଣେଶଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା। ସହରର ବିଭିନ୍ନ ପଡା, ସାହିରେ କ୍ଳବ ଓ ଅନୁଷ୍ଠାନ ଗୁଡିକ ପକ୍ଷରୁ କରାଯାଉଥିବା ଗଣେଶ ପୂଜାର ସମସ୍ତ ମେଢ଼ ଗୁଡିକ ଶୋଭାଯାତ୍ରାରେ ସାମିଲ ହୋଇଥିଲା।…

Continue Readingବିଦାୟ ନେଲେ ଅଗ୍ରପୂଜ୍ୟଶାନ୍ତି ଶଙ୍ଖଳାରେ ସମାପନ ହେଲା ଗଣେଶପୂଜା ଭଷାଣି

ଯୁବନେତା ଅରୁଣାଭ ସିଂହଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ଆହତକୁ ଡାକ୍ତରଖାନାରେ ଭର୍ତ୍ତିକଲେ ଅରୁଣାଭ

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ସହରେ ଗଣେଶପୂଜା ଭଷାଣି ଅନୁଷ୍ଠିତ ହୋଇଥିଲା। ସହର ପୁରା ଭିଡ ରହିଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ଗାଡି ହେମସୁରପଡ଼ା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରସାମ୍ୟ…

Continue Readingଯୁବନେତା ଅରୁଣାଭ ସିଂହଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ଆହତକୁ ଡାକ୍ତରଖାନାରେ ଭର୍ତ୍ତିକଲେ ଅରୁଣାଭ

ଅନୁଗୁଳ ଜିଲ୍ଲା ପରିଷଦର ୬୦ତମ ସାଧାରଣ ବୈଠକ, ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ୬୦ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ସହ ଅନୁଗୁଳ ବିଧାୟକ…

Continue Readingଅନୁଗୁଳ ଜିଲ୍ଲା ପରିଷଦର ୬୦ତମ ସାଧାରଣ ବୈଠକ, ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

ଗୋଟିଏ ରାତିରେ ୩ ମନ୍ଦିରରୁ ଚୋରି  ପୁଣି ଚୋରି ହୋଇଗଲା ପ୍ରସିଦ୍ଧ କନକ ଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗାଁର ପ୍ରସିଦ୍ଧ ଦୁର୍ଗାମାଧବ ମନ୍ଦିର ସହ ଅନ୍ୟ ଦୁଇ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଗତ ରାତିରେ ତଳମୂଳ ଗାଁର ପ୍ରାଚୀନ ଦୁର୍ଗାମାଧବ ମନ୍ଦିର ସହ ଭୋଳେଶ୍ବର ଓ ଜଗନ୍ନାଥ…

Continue Readingଗୋଟିଏ ରାତିରେ ୩ ମନ୍ଦିରରୁ ଚୋରି  ପୁଣି ଚୋରି ହୋଇଗଲା ପ୍ରସିଦ୍ଧ କନକ ଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି