ଗଣେଶ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ, ରିତେନ୍ଦ୍ର ସେନାପତିଙ୍କୁ ସଭାପତି ଦାୟିତ୍ୱ

ଅନୁଗୁଳ: ଚଳିତ ବର୍ଷ ଗଣେଶ ପୂଜା ପାଳନ ପାଇଁ ବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ପୂଜା ମଣ୍ଡପ ପରିସରରେ ଦୀପକ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ୪୦ ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ। ଏଥିରେ…

Continue Readingଗଣେଶ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ, ରିତେନ୍ଦ୍ର ସେନାପତିଙ୍କୁ ସଭାପତି ଦାୟିତ୍ୱ

ହେମସୁରପଡ଼ା-ଛେଣ୍ଡିପଦା ରାସ୍ତାରେ ଭାରୀ ଯାନ କଟକଣା

ଅନୁଗୁଳ: ସଡକ ସୁରକ୍ଷା ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ପରିବହନ ଅଧିକାରୀ ଅନୁଗୁଳ ହେମସୁରପଡ଼ାରୁ ଜରାସିଂହା ଦେଇ ଛେଣ୍ଡିପଦା ରାସ୍ତାରେ ସମସ୍ତ ଭାରୀ ଯାନକୁ ବାରଣ କରାଯାଇଛି। ଏହି ରାସ୍ତା ଦେଇ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ…

Continue Readingହେମସୁରପଡ଼ା-ଛେଣ୍ଡିପଦା ରାସ୍ତାରେ ଭାରୀ ଯାନ କଟକଣା

ବନ୍ଧୁକ ଚୋରି ସନ୍ଦେହ: ଯୁବକଙ୍କୁ ଅପହରଣ କରି ଭାଙ୍ଗିଲେ ଗୋଡ଼, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜଳତାପ ଗାଁରେ ବନ୍ଧୁକ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଅପହରଣ କରି ମାରପିଟ କରାଯାଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ, ଜଳତାପ ଗାଁର ଧୂଳିଆ ଗଡ଼ନାୟକ କୋଶଳାରେ ଟ୍ରାକ୍ଟର ଚାଳକ ଭାବେ କାମ କରନ୍ତି।…

Continue Readingବନ୍ଧୁକ ଚୋରି ସନ୍ଦେହ: ଯୁବକଙ୍କୁ ଅପହରଣ କରି ଭାଙ୍ଗିଲେ ଗୋଡ଼, ଜଣେ ଗିରଫ

ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅ ଗିରଫ, ପ୍ରାୟ ୮ ଲକ୍ଷ ଟଙ୍କାର କାଠ ଜବତ

ଅନୁଗୁଳ: ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ପୋଲିସ। ଗିରଫ ବାପା-ପୁଅ ହେଲେ ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ଭାଗୀରଥି ମହାରଣା ଓ ତାଙ୍କ ପୁଅ ପିଙ୍କୁ ମହାରଣା। ଉଭୟେ ଚନ୍ଦନ କାଠ ଚୋରି କରି…

Continue Readingଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅ ଗିରଫ, ପ୍ରାୟ ୮ ଲକ୍ଷ ଟଙ୍କାର କାଠ ଜବତ

ଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର, ୮ ଟି ବ୍ଲକରୁ ୧୩୬ ଜଣ ଛାତ୍ରଛାତ୍ରୀ କଲେ ଆଖି ଟେଷ୍ଟ

ଅନୁଗୁଳ: ଅଖିଳ ଭାରତୀୟ ଶିକ୍ଷା ସମାଗମ ପକ୍ଷରୁ ଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ଯାଳୟ ସ୍ଥିତ ସମଗ୍ରଶିକ୍ଷା ସମ୍ମିଳନୀ କକ୍ଷଠାରେ ଦୁଇଦିନ ଧରି କାର୍ଯ୍ୟକ୍ରମ ଚାଲିଥିଲା। ମୁଖ୍ୟ…

Continue Readingଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର, ୮ ଟି ବ୍ଲକରୁ ୧୩୬ ଜଣ ଛାତ୍ରଛାତ୍ରୀ କଲେ ଆଖି ଟେଷ୍ଟ

ନଦୀ ପଠାରୁ ଗଳିତ ମୃତ ଦେହ ଉଦ୍ଧାର

ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ପବିତ୍ରପୁର ପଞ୍ଚାୟତ ସନବାଗଦାରୀ ଗାଁ ନଦୀ ପଠାରେ ଏକ ଅଜଣା ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ମୃତଦେହଟି…

Continue Readingନଦୀ ପଠାରୁ ଗଳିତ ମୃତ ଦେହ ଉଦ୍ଧାର

ଠିକା ଶ୍ରମିକଙ୍କ ମୃତ୍ୟୁ, ଥଇଥାନ ଦାବିରେ ଶବ ରଖି ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର ଲୋକ

ଅନୁଗୁଳ: ଅନୁଗୁଳ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଲର୍ଡ ଇନ୍ସୁଲେସନ ପ୍ରାଇଭେଟ୍ କମ୍ପାନିର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଆଙ୍କୁଲା ଗ୍ରାମର ଅଭୟ କୁମାର ବେହେରା (୪୯)। କ୍ଷତିପୂରଣ ଓ ଥଇଥାନ ଦାବିରେ ମୃତକଙ୍କ…

Continue Readingଠିକା ଶ୍ରମିକଙ୍କ ମୃତ୍ୟୁ, ଥଇଥାନ ଦାବିରେ ଶବ ରଖି ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର ଲୋକ

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମକର୍ମଶାଳା

ଅନୁଗୁଳ: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏକ ଜିଲ୍ଲା ସ୍ତରୀୟ ୨ ଦିନିଆ ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମ କର୍ମଶାଳା ଆଜି ପୂର୍ବାହ୍ନରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍…

Continue Readingଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମକର୍ମଶାଳା

ବିଧାନସଭା ଘେରାଉ କରିବେ ୨୦ ହଜାର ମହିଳା, କେବଳ ମହିଳାମାନେ ନେବେ ନେତୃତ୍ୱ: ପିସିସି ସଭାପତି

ଭୁବନେଶ୍ୱର: ନାରୀ ସୁରକ୍ଷା, ସ୍ୱାଭିମାନ ଓ ଅଧିକାର ଦାବିରେ ଆସନ୍ତା ବିଧାନସଭା ଅଧିବେଶନ ଘେରାଉ କରିବେ ପ୍ରାୟ ୨୦ ହଜାର ମହିଳା। କଂଗ୍ରେସ ଏହି ବିଧାନସଭା ଘେରାଉର ନେତୃତ୍ୱ ନେବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ସେ…

Continue Readingବିଧାନସଭା ଘେରାଉ କରିବେ ୨୦ ହଜାର ମହିଳା, କେବଳ ମହିଳାମାନେ ନେବେ ନେତୃତ୍ୱ: ପିସିସି ସଭାପତି

ପୁରୀ ବିମାନବନ୍ଦର ପାଇଁ ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି ମିଳିଲା

ପୁରୀ: ପୁରୀ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ଖୁସି ଖବର। ମିଳିସାରିଛି ଉଭୟ ସାଇଟ୍ କ୍ଲିଅରାନ୍ସ  ଓ ନୀତିଗତ ମଞ୍ଜୁରି। ଏନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରପା ରାମ ମୋହନ ରାଇଡୁ। ପୁରୀରେ ପ୍ରସ୍ତାବିତ…

Continue Readingପୁରୀ ବିମାନବନ୍ଦର ପାଇଁ ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି ମିଳିଲା