ଜେଏସ୍ପିଏଲରୁ ଚୋରି, ଦୁଇ ଗିରଫ
ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରୁ ଚୋରି କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼କେରଜାଙ୍ଗ ଗାଁର ରିଙ୍କୁ ରାଉତ (୨୧) ଓ ପପୁଲୁ…
ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରୁ ଚୋରି କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼କେରଜାଙ୍ଗ ଗାଁର ରିଙ୍କୁ ରାଉତ (୨୧) ଓ ପପୁଲୁ…
ଅନୁଗୁଳ: ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ସାନକେରେଜାଙ୍ଗ ଗ୍ରାମର ବାଲ୍ମିକୀ ନାଏକ ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ଅନୁଗୁଳ ସହରର…
ଅନୁଗୁଳ: ନାଲକୋନଗର ଥାନା ଅଞ୍ଚଳର ରାସ୍ତା ଆଉ ନିରାପଦ ହୋଇରହିନାହିଁ ।ଗୁରୁବାର ମଧ୍ୟାହ୍ନରେ ଜଣେ ସ୍କୁଟର ଆରୋହୀ ମହିଳାଙ୍କଠାରୁ ଦୁର୍ବୃତ୍ତ ଏକ ସୁନା ଚେନ୍ ଝାମ୍ପିନେବା ଘଟଣାରୁ ଏହା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗିରାଙ୍ଗ ଗାଁର ସୁପ୍ରଭା ଗଡ଼ନାୟକ ଦିନ ପ୍ରାୟ…
ଅନୁଗୁଳ: ଓଡ଼ିଶାର ପ୍ରଥମ ମେଜର ଜେନେରାଲ୍ ବସନ୍ତ କୁମାର ମହାପାତ୍ରଙ୍କ ବିୟୋଗରେ ଅନୁଗୁଳର ସହିଦ୍ ମାନସ ରଞ୍ଜନ ସ୍ମୃତି କମିଟି ପକ୍ଷକୁ ଶୋକପ୍ରକାଶ କରାଯାଇଛି । ୨୦୦୩ରେ ସହିଦ୍ ମାନସ ରଞ୍ଜନ ସ୍ମୃତି ପରିଷଦର ପ୍ରଥମ ବାର୍ଷିକ ସମାରୋହରେ ସ୍ୱର୍ଗତ ମହାପାତ୍ର…
ଛେଣ୍ଡିପଦା: ଛେଣ୍ଡିପଦା ତହସିଲ୍ ପକ୍ଷରୁ ଗୁରୁବାର ୩ଟି ବାଲିବୋଝେଇ ଟ୍ରାକ୍ଟର ଜବତ କରାଯିବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ପୂର୍ବାହ୍ନରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ବାଗେଡ଼ିଆ ଗସ୍ତରେ ଥିବା ବେଳେ ବାଲିବୋଝେଇ ଟ୍ରାକ୍ଟର…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୨ଟି ଅଞ୍ଚଳରେ ନିଆଁ ପୁଇଁ ହେବା ବେଳେ ଦୁଇ ଜଣ ମହିଳା ପୋଡ଼ିହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ହଣ୍ଡପା ଥାନା କେଣ୍ଢେଇକୁଳିଆ ଗ୍ରାମର ନଡ଼ିଆଣି ଦେହୁରୀ(୬୦) ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଆଜି…
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ବନାଞ୍ଚଳ ଟୁଲୁକା ସଂରକ୍ଷିତ ଜଙ୍ଗଲରେ ଗତକାଲି ଏକ ମାଈ ଗୟଳର ମୃତଦେହ ବନବିଭାଗ ଉଦ୍ଧାର କରିଛି । ଟୁଲୁକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୟଳର ମୃତଦେହ ପଡ଼ିଥିବା ବନ କର୍ମଚାରୀ ଦେଖିବାକୁ ପାଇଥିଲେ । ସାତକୋଶିଆ…
ଅନୁଗୁଳ: ଏକ ବଡ଼ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଛି ଏକ ପିଚୁ ବୋଝେଇ ଟ୍ରକ୍ । ଟ୍ୟାଙ୍କରରୁ ଧୂଆଁ ବାହାରିବା ସହ ପିଚୁ ଝରିବା ଦେଖି ଟ୍ରକ୍ ଚାଳକ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ସ୍ଥିତି ଆୟତ୍ତକୁ ଆସିଛି । ସୂଚନା…
ଅନୁଗୁଳ: ଛେଣ୍ଡିପଦା ଥାନା କାଠପାଳ ଗ୍ରାମରେ ଗୁରୁବାର ଭାଲୁ ହାବୁଡ଼ରେ ପଡ଼ି ଭିକୁ ଦେହୁରୀ ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇଛନ୍ତି । ଛେଣ୍ଡିପଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ସାଧୁ ଚାତମ୍ବା ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କାଗଜପତ୍ର କାମ ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିନେଇଥିଲେ। ଏକ ଜମିଜମା…