ହେମସୁରପଡ଼ା କପ୍ ଫୁଟବଲ; ରବିବାର ଢେଙ୍କାନାଳ-କୁଚିଣ୍ଡା ଫାଇନାଲ

ଅନୁଗୁଳ: ଟାଉନ୍ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଧାମେଣ୍ଟର ଫାଇନାଲ୍‌ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଛି। ଆସନ୍ତା ରବିବାର ଟାଇଟଲ ପାଇଁ ଢେଙ୍କାନାଳ ଓ କୁଚିଣ୍ଡା ମଧ୍ୟରେ ଲଢ଼େଇ ହେବ। ଶୁକ୍ରବାର କୁଚିଣ୍ଡା ଓ ଆଠମଲ୍ଲିକ ମଧ୍ୟରେ…

Continue Readingହେମସୁରପଡ଼ା କପ୍ ଫୁଟବଲ; ରବିବାର ଢେଙ୍କାନାଳ-କୁଚିଣ୍ଡା ଫାଇନାଲ

କଳାହାଣ୍ଡି କପ କ୍ରିକେଟ୍, ଖେଳାଳି ଚୟନ ୨୦ରୁ

ଅନୁଗୁଳ: ଆସନ୍ତା ଏପ୍ରିଲ ମାସରେ କଟକରେ ଅନୁଷ୍ଠିତ ହେବ ସମ୍ମାନଜନକ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଅନୁଗୁଳ ଜିଲ୍ଲା ଟିମ୍ ଖେଳାଳି ଚୟନ ପ୍ରକିୟା ଆସନ୍ତା ୨୦ ତାରିଖରୁ କଦମ ପଡ଼ିଆରେ ଆରମ୍ଭ ହେବ । ଏହି ଚୟନ…

Continue Readingକଳାହାଣ୍ଡି କପ କ୍ରିକେଟ୍, ଖେଳାଳି ଚୟନ ୨୦ରୁ

ନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

ଅନୁଗୁଳୁ: ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରରେ ସରସ୍ବତୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ‘ବସନ୍ତ କବିତା ପାଠୋତ୍ସବ’ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଧର୍ମପତ୍ନୀ ପୁଷ୍ପମିତ୍ରା ଚୌଧୁରୀ, ସମ୍ମାନୀତ ଅତିଥି ନାଲକୋ ମହାପ୍ରବନ୍ଧକ (ପ୍ରଶାସନ)ଙ୍କ ଧର୍ମପତ୍ନୀ…

Continue Readingନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

୪ ଦିନ ବନ୍ଦ ହେବ ବ୍ୟାଙ୍କ !

ଭୁବନେଶ୍ୱର: ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା। ମାର୍ଚ୍ଚ ୧୫ ଓ ୧୬ ତାରିଖରେ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ହେବେ ରାଜ୍ୟର ୫୫୦୦…

Continue Reading୪ ଦିନ ବନ୍ଦ ହେବ ବ୍ୟାଙ୍କ !

ଲିଙ୍ଗରାଜ କୋଇଲା ଖଣିରେ ଅଘଟଣ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଜଣେ ସୁରକ୍ଷା କର୍ମୀ କୋଇଲା ଚୋରଙ୍କୁ ଧରିବାକୁ ଯାଇ ତତଲା ପାଉଁଶରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ସୋମବାର ଦିନ ପ୍ରାୟ ୨ଟା ବେଳେ…

Continue Readingଲିଙ୍ଗରାଜ କୋଇଲା ଖଣିରେ ଅଘଟଣ

ମାନଜୋରରେ ଅଜଣା ମୃତଦେହ, କାହାର?

ଅନୁଗୁଳ: ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ପୁରୁଷ କି ମହିଳା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ…

Continue Readingମାନଜୋରରେ ଅଜଣା ମୃତଦେହ, କାହାର?

ବିରଳ ପ୍ରଜାତିର ଶାଗୁଣା ଠାବ

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ବନାଞ୍ଚଳରେ ସୋମବାର ‘ହିମାଳୟାନ୍ ଗ୍ରିଫାନ୍’ ପ୍ରଜାତିର ଏକ ଶାଗୁଣା ଦେଖାଯାଇଛି । ବିଲୁପ୍ତ ପ୍ରାୟ ପ୍ରଜାତିର ଏହି ଶାଗୁଣା ଧଣ୍ଡାତୋପା ବନାଞ୍ଚଳର ନବିଙ୍ଗ ଗ୍ରାମରେ ଦେଖାଯାଇଥିବା ବେଳେ ସ୍ଥାନୀୟ ଅମିତ୍ ପ୍ରଧାନ ନାମକ ଜଣେ ଯୁବକ…

Continue Readingବିରଳ ପ୍ରଜାତିର ଶାଗୁଣା ଠାବ

ବିଷୁବ ମିଳନ ଅବସରରେ ସମ୍ମାନିତ ହେବେ ୯ ଜଣ କବି

ଅନୁଗୁଳ: ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଓ ସାମ୍ବତ୍ସରିକ ଉତ୍ସବ ସଂପର୍କରେ ଆଲୋଚନା ନେଇ ଏକ ବୈଠକ ଉତ୍କଳ ନବଜୀବନ ମଣ୍ଡଳ ପରିସରରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ରାଜା ସୋମନାଥ…

Continue Readingବିଷୁବ ମିଳନ ଅବସରରେ ସମ୍ମାନିତ ହେବେ ୯ ଜଣ କବି

ଟ୍ରକ ଧକ୍କାରେ ଶିକ୍ଷକଙ୍କମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ୫୫ ନମ୍ବର ଜାତୀୟ ରାଜପଥର ତୁକୁଡ଼ା ଛକ ନିକଟରେ ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଆଜି ଦିନ ସାଢ଼େ ୧୨ ଟାରେ ଏକ ବାଇକରେ ଅନୁଗୁଳ ଆଡୁ ସମ୍ବଲପୁର…

Continue Readingଟ୍ରକ ଧକ୍କାରେ ଶିକ୍ଷକଙ୍କମୃତ୍ୟୁ

ପଶ୍ଚିମବଙ୍ଗରୁ ଗିରଫ ହେଲା ସାଇବର ଠକ

ଅନୁଗୁଳ: ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାରେ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗିରଫ ସାଇବର ଲୁଟେରା ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଜିଲ୍ଲା…

Continue Readingପଶ୍ଚିମବଙ୍ଗରୁ ଗିରଫ ହେଲା ସାଇବର ଠକ