ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁ ଡ଼ିହସାହିର ବିଶ୍ବନାଥ ନାଏକ(୪୨) ତାଙ୍କ ସ୍ତ୍ରୀଙ୍କ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି। ସୂଚନା ଯେ, ୨୦୧୬ ଅକ୍ଟେବର ୨୦ ତାରିଖରେ ବିଶ୍ବନାଥ ସରଦୀ ନାଏକଙ୍କୁ କୋର୍ଟରେ ବିବାହ କରିଥିଲେ। ଉଭୟେ…

Continue Readingସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଠେଙ୍ଗା ମାଡ଼ରେ ବାପ ପୁଅ ଗୁରୁତର, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁରେ ସାମାନ୍ୟ ଘଟଣାକୁ ନେଇ ଠେଙ୍ଗାରେ ବାପ ପୁଅଙ୍କୁ ଆକ୍ରମଣ ହୋଇଛି। ସୂଚନା ଯେ, ଗାଁ ୧୩ ଜଣ ଲୋକ ପାଖ ଗାଁ ନୂଆଖେତାକୁ କାମ ପାଇଁ ଯାଇଥିଲେ। ସେଠାରୁ ୮…

Continue Readingଠେଙ୍ଗା ମାଡ଼ରେ ବାପ ପୁଅ ଗୁରୁତର, ଜଣେ ଗିରଫ

ଅପରେସନ ଗୋମାତା: ୪ ଘଣ୍ଟା ପରେ ପାଉଁଶପଙ୍କରୁ ଉଦ୍ଧାର ହେଲା ଗାଈ

ଅନୁଗୁଳ: ଶିକ୍ଷକପଡା ଇକୋ ପାର୍କ ସାମନାରେ ଥିବା ଏକ ଜମିରେ ଥିବା ପାଉଁଶପଙ୍କରେ ୨୪ ଘଣ୍ଟା ଫସି ରହିଥିବା ଏକ ଗାଈକୁ ସ୍ବେଚ୍ଛାସେବୀ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ୪ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିଛନ୍ତି। ଘଟଣାରୁ ପ୍ରକାଶ…

Continue Readingଅପରେସନ ଗୋମାତା: ୪ ଘଣ୍ଟା ପରେ ପାଉଁଶପଙ୍କରୁ ଉଦ୍ଧାର ହେଲା ଗାଈ

ଗୁଳିମାଡରେ ଯୁବକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବିନ୍ଦଲ ସ୍ପଞ୍ଜ ଆଇରନ୍ କାରଖାନା ନିକଟରେ ବୁଧବାର ଅପରାହ୍ନରେ ଗୁଳିକାଣ୍ଡ ଘଟି ଜଣେ ଯୁବକଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ସମଲ ନିକଟବର୍ତ୍ତୀ ବିଲିଣ୍ଡ। ଗାଁର ଲିପକ କୁମାରବେହେରା(୨୨)ଙ୍କୁ କମ୍ପାନି ସୁରକ୍ଷା କର୍ମୀ ଗୁଳିମାଡ କରିଥିବା…

Continue Readingଗୁଳିମାଡରେ ଯୁବକ ଗୁରୁତର

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କରଡାବାହାଳ ଗ୍ରାମରେ ମଙ୍ଗଳବାର ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ପୋଡ଼ିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ସୂଚନା ଯେ, ଅପରାହ୍ଣ ପ୍ରାୟ ସାଢ଼େ ୩ ଟାରେ…

Continue Readingଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାଉଡ଼ିଆ ପାସେଞ୍ଜରଙ୍କୁ ନେବାକୁ ଟଣାଓଟରା: ବସ ମାଲିକ ମୁଥରେ ଫାଟିଲା କଣ୍ଡକ୍ଟରର ନାକ

ଅନୁଗୁଳ : ବସ ଟାଇମିଂକୁ ନେଇ ଅନୁଗୁଳର ଦୁଇଟି ବସ କର୍ମଚାରୀ ଭୁବନେଶ୍ୱର ବରମୁଣ୍ଡାରେ ମୁହାଁମୁହିଁ ହୋଇଛନ୍ତି। ଏହି ଝଗଡ଼ାରେ ଗୋଟିଏ ବସର ମାଲିକ ଅନ୍ୟ ବସ କଣ୍ଡକ୍ଟରକୁ ମୁଥ ମାରି ତାଙ୍କ ନାକ ଫଟେଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା…

Continue Readingକାଉଡ଼ିଆ ପାସେଞ୍ଜରଙ୍କୁ ନେବାକୁ ଟଣାଓଟରା: ବସ ମାଲିକ ମୁଥରେ ଫାଟିଲା କଣ୍ଡକ୍ଟରର ନାକ

ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମୁସୁରପଡ଼ାରେ ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି। ସଳଚନା ମୁତାବକ, ପଶ୍ଚିମବଙ୍ଗ ମାଲଦା ଜିଲା କାଲିଆଚୌକ ଥାନା ଅଞ୍ଚଳର ସଦାମ ଶେଖ…

Continue Readingମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ୨ ଗିରଫ

ସ୍ତ୍ରୀ ଚରିତ୍ର ସନ୍ଦେରେ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ମରଣାତ୍ମକ ଆକ୍ରମଣ ଘଟଣାରେ ସ୍ବାମୀଙ୍କୁ ଗିରଫ କରିଛି ପୁଲିସ। ସୂଚନା ମୁତାବକ, ବନ୍ତଳା ଥନା ଅନ୍ତର୍ଗତ ଅଦିଆଘାଇ ଗାଁର ନିଲମ ଗୋଚ୍ଛାୟତ(୩୦) ୧୫ ବର୍ଷ ତଳେ…

Continue Readingସ୍ତ୍ରୀ ଚରିତ୍ର ସନ୍ଦେରେ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ଡ଼େରଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟର ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ଭିତରେ ଜଣେ ଯୁବ ଇଞ୍ଜିନିୟର ପାଣି ବୁଡ଼ି ନିଖୋଜ ଅଛନ୍ତି। ସୂଚନା ମୁତାବକ, ନାଲକୋର ୩/୪ ଜଣ ଯୁବକ ରବିବାର ବର୍ଷାରେ ଡ଼େରଜାଙ୍ଗ ଜଳ ସେଚନ ପ୍ରକଳ୍ପକୁ…

Continue Readingଡ଼େରଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟର ନିଖୋଜ

ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗ ପାତ୍ରପଡ଼ା ଗାଁର ପ୍ରାଣବନ୍ଧୁ ସାହୁ ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ୪ ତାରିଖ ସନ୍ଧ୍ୟାରେ ପ୍ରାଣବନ୍ଧୁ ତାଙ୍କ ସ୍ତ୍ରୀ ମୀନତି ପ୍ରଧାନ(୨୫) ଙ୍କୁ ଏକ ଲକ୍ଷ ଟଙ୍କା ଯୌତୁକ…

Continue Readingସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ