ନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେଇ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ନାବାଳିକା ସ୍କୁଲ ଓ ଟିଉସନ ଗଲାବେଳେ ବଳରାମପ୍ରସାଦ କଇଁଫୁଲିଆସାହିର ବବୁଲୁ…

Continue Readingନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେଇ ଯୁବକ ଗିରଫ

କାମ ଦେଲାନି ଝଡାଫୁଙ୍କା,ସାପ କାମୁଡ଼ାରେ ଯୁବକର ଜୀବନ ଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡାର ପର୍ଯ୍ୟଟନ କ୍ୟାମ୍ପରେ କାର୍ଯ୍ୟ କରୁଥିବା ଜଣେ ଯୁବକର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଝଡ଼ାଫୁଙ୍କା କରି ସମୟ ଗଡ଼ାଇ ଥିବାରୁ ଏହି ମୃତ୍ୟୁ ହେଲା ବୋଲି…

Continue Readingକାମ ଦେଲାନି ଝଡାଫୁଙ୍କା,ସାପ କାମୁଡ଼ାରେ ଯୁବକର ଜୀବନ ଗଲା

ବାରହା ଆକ୍ରମଣରେ ମହିଳା ମୃତ

ଅନୁଗୁଳ: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ଗାଁରେ ବାର୍ହା ଅକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ରୁପା ବେହେରା(୫୩) ଶନିବାର ଗାଁ ପାଖ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେଠାରେ ତାଙ୍କୁ ବାର୍ହା ଆକ୍ରମଣ…

Continue Readingବାରହା ଆକ୍ରମଣରେ ମହିଳା ମୃତ

ଓକିଲଙ୍କୁ ମାଡ଼ପିଟ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୁଲିସ ଜଣେ ଓକିଲଙ୍କୁ ମାଡ଼ପିଟ କରିବା ଓ ବସଷ୍ଟାଣ୍ଡ ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୨ ତାରିଖରେ ହେମୁସୁରପଡ଼ାରେ ରହୁଥିବା ଅସିତ ଚନ୍ଦ୍ର ପ୍ରଧାନ…

Continue Readingଓକିଲଙ୍କୁ ମାଡ଼ପିଟ ଅଭିଯୋଗରେ ୨ ଗିରଫ

ଘର ଭାଙ୍ଗି ଟଙ୍କା ଓ ସୁନା ଗହଣା ଚୋରି

ଅନୁଗୁଳ: ଅନୁଗୁଳ ସହରର ଡିଆଇସି ଛକ ନିକଟରେ ରହୁଥିବା ସନ୍ଧ୍ୟାରାଣୀ ଦାଶଙ୍କ ଘର ଭାଙ୍ଗି ଶୁକ୍ରବାର ସୁନା ଗହଣା ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୁଚନା ଯେ, ସନ୍ଧ୍ୟାରାଣୀ ଶୁକ୍ରବାର ବାଣପୁର ଭଗବତୀ ପୀଠକୁ ଯାଇଥିଲେ। ସେଠାରୁ ଫେରି…

Continue Readingଘର ଭାଙ୍ଗି ଟଙ୍କା ଓ ସୁନା ଗହଣା ଚୋରି

ଗ୍ୟାସ୍ ଲିକରୁ ଭୟଙ୍କର ଅଗ୍ନିକାଣ୍ଡ: ପାଉଁଶ ହୋଇଗଲା ଦୁଇ ବଖରା

ଅନୁଗୁଳ: ସ୍ଥାନୀୟ ତୁରଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡ ସ୍ଥିତ ଏକ ଘରେ ଆଜି ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ହୋଇଛି। ସୂଚନା ଅନୁଯାୟୀ, ଏଠାକାର ଦୁଇ ଭାଇ ସଞ୍ଜୟ ସେଠୀ ଓ ଅମର ସେଠୀଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ଘରେ…

Continue Readingଗ୍ୟାସ୍ ଲିକରୁ ଭୟଙ୍କର ଅଗ୍ନିକାଣ୍ଡ: ପାଉଁଶ ହୋଇଗଲା ଦୁଇ ବଖରା

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ତେନ୍ତୁଳିହତା ସାହିର କଲ୍ୟାଣ ନାଏକ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ସୂଚନା ଯେ, ପାରିବାରିକ କଳହରୁ ଗୁରୁବାର ସକାଳେ କଲ୍ୟାଣ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ମିଲି ନାଏକ(୩୨)ଙ୍କୁ ଆକ୍ରମଣ…

Continue Readingସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମୁରୁସିଂହା ଗାଁରେ ବୁଧବାର ସକାଳେ ବିଦ୍ୟୁତ ସର୍ଟ ସର୍କିଟରେ ୪ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଯେ, ବୁଧବାର ଭୋର ସମୟରେ କୁମୁରୁସିଂହା ଗାଁ ହରିଜନ ସାହିର ଶ୍ରୀକାନ୍ତ ନାଏକଙ୍କ ଘରେ…

Continue Readingଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ତହସିଲଦାରଙ୍କ ଚଢ଼ଉ: ମାଟିରେ ମିଶିଲା ୨୯ ବେଆଇନ୍ ଇଟା ଭାଟି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ବ୍ରାହ୍ମଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ୍ ଇଟା ଭାଟି ଉପରେ ଆଜି ତହସିଲଦାର ଚଢ଼ଉ କରିଛନ୍ତି। ଏହି ଚଢ଼ଉ ବେଳେ ତାଳଚେର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ ଓ ସ୍ଥାନୀୟ ପୁଲିସ ଉପସ୍ଥିତ…

Continue Readingତହସିଲଦାରଙ୍କ ଚଢ଼ଉ: ମାଟିରେ ମିଶିଲା ୨୯ ବେଆଇନ୍ ଇଟା ଭାଟି

ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ବରଯାତ୍ରୀ ଗାଡ଼ି

ଅନୁଗୁଳ: ବରଯାତ୍ରୀ ଗାଡ଼ିରେ ଲାଗିଲା ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରାଭେଲର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ସୂଚନାନୁସାରେ, ଆଜି ସ୍ଥାନୀୟ ନତଡ଼ା ପଞ୍ଚାୟତ ଆମ୍ବପାଳ ଗାଁରୁ ୧୫-୨୦ ଜଣ ବରଯାତ୍ରୀଙ୍କୁ ନେଇ ଏକ…

Continue Readingରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ବରଯାତ୍ରୀ ଗାଡ଼ି