ଅସହିଷ୍ଣୁ ବିରୋଧୀ: ଉଦଘାଟନ ପୂର୍ବରୁ ଭାଙ୍ଗିଲେ ହାଇମାଷ୍ଟ ଲାଇଟ୍ ପୋଷ୍ଟ
ଅନୁଗୁଳ: ଉଦଘାଟନ ପୂର୍ବରୁ ନୂଆ ଲାଗିଥିବା ହାଇମାଷ୍ଟ ଲାଇଟ୍ ପୋଷ୍ଟକୁ ଭାଙ୍ଗିଦେଲେ ବିରୋଧୀ ଗୋଷ୍ଠୀର କିଛି ଲୋକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର୍ ଉପର ଛକରେ। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…