ପୁଣି ମାତିଲେ ଚନ୍ଦନକାଠ ଚୋର

ଅନୁଗୁଳ: ଦୀର୍ଘ ଦିନର ବ୍ୟବଧାନ ପରେ ଅନୁଗୁଳରେ ଚନ୍ଦନ କାଠ ଚୋର ସକ୍ରିୟ ହୋଇଛନ୍ତି। ସୂଚନା ଯେ, ସୋମବାର ରାତିରେ ଲିଙ୍ଗରାଯୋଡ଼ି ଗୋଡ଼ିଢିପ ସାହି ବାସିନ୍ଦା ବାପୁ ରଥଙ୍କ ବାଡ଼ିରେ ଚୋର ମାନେ ପଶି ଏକ ବଡ଼ ଚନ୍ଦନ ଗଛ କାଟି…

Continue Readingପୁଣି ମାତିଲେ ଚନ୍ଦନକାଠ ଚୋର

ଜଳିଗଲା ୩ ବଖରା

ଅନୁଗୁଳ:-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ଗ୍ରାମର ରୁଗୁଡ଼ିସାହିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ସୂଚନା ଯେ, ଗ୍ରାମର ଯାଦବ ସାହୁ(୬୦)ଙ୍କ ଘରେ ମଙ୍ଗଳବାର ଦିନ ସାଢେ ଗୋଟାଏ ସମୟରେ ହଠାତ୍ ନିଆଁ ଲାଗିଥିଲା। ଗ୍ରାମବାସୀ…

Continue Readingଜଳିଗଲା ୩ ବଖରା

ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ସୋମବାର ଏକ ୧୫ବର୍ଷର ନାବାଳିକାକୁ ବିବାହ ପାଇଁ ପରିବାର ଲୋକ ନିର୍ବନ୍ଧ କରୁଥିଲେ । ସେଠାରେ ନିର୍ବନ୍ଧ ପାଇଁ ବାହାଘର ଭଳି କାର୍ଯ୍ୟ ଚାଲୁଥିବାବେଳେ ନାବାଳିକାର ବିବାହ ହେଉଥିବା ଖବର ପାଇ ପ୍ରଶାସନ…

Continue Readingନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

ଅଟୋ ଓଲଟି ୬ଶ୍ରମିକ ଗୁରୁତର

ଅନୁଗୁଳ: ଜରପଡା- ଛେଣ୍ତିପଦା ରାସ୍ତାରେ ଦୁର୍ଗାପୁର ଘାଟିରେ ସୋମବାର ଅଟୋ ଓଲଟି ୬ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଆଠମଲ୍ଲିକ ପାଇକସାହି ଅଞ୍ଚଳର ୬ଜଣ ଶ୍ରମିକ ଆଜି ସକାଳେ ଏକ ଅଟୋରେ ପାଲଲହଡାର ଏକ ପାଉଁଶ ଇଟା ଫ୍ୟାକଟ୍ରିକୁ…

Continue Readingଅଟୋ ଓଲଟି ୬ଶ୍ରମିକ ଗୁରୁତର

ଟଙ୍କା ହଡ଼ପ କରି କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ଏକ ଔଷଧ ହୋଲସେଲ ଦୋକାନରେ କାମ କରୁଥିବା ସୁଦର୍ଶନ ମହାରଣା(୨୪) ନାମକ ଜଣେ କର୍ମଚାରୀ ୩ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି । ଔଷଧ…

Continue Readingଟଙ୍କା ହଡ଼ପ କରି କର୍ମଚାରୀ ଗିରଫ

ସଡକ ଦୁର୍ଘଟଣାରେ ଡେପୁଟି ରେଞ୍ଜର ମୃତ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଇଲାକାରେ ଗୁରୁବାର ରାତିରେ ଦୁର୍ଘଟଣା ଘଟି ଜଣେ ବନ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଥିବା ବେଳେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ କରିଛନ୍ତି।ସୂଚନା…

Continue Readingସଡକ ଦୁର୍ଘଟଣାରେ ଡେପୁଟି ରେଞ୍ଜର ମୃତ

ଦୋକାନୀଙ୍କୁ ନିସ୍ତୁକ ମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗାଁର ଖନ୍ଦାନାଳି ଠାରେ ଜଣେ ଦୋକାନୀଙ୍କୁ ବୁଧବାର ରାତିରେ ୪ ଜଣ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ମୁତାବକ, ସେରେଣାବେଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ, ଗୋପିନାଥ ସାହୁ, କହ୍ନେଇ ସାହୁ…

Continue Readingଦୋକାନୀଙ୍କୁ ନିସ୍ତୁକ ମାଡ଼

କ୍ରିକେଟ ଖେଳରେ କ୍ୟାଚ ଧରିବାକୁ ଯାଇ ଖେଳାଳି ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଖେଳପଡିଆରେ ଗୁରୁବାର ଅପରାହ୍ନରେ କ୍ରିକେଟ ଖେଳ ଚାଲିଥିବା ବେଳେ କ୍ୟାଚ ଧରିବାକୁ‌ ଯାଇ ଜଣେ ଖେଳାଳି ଗୁରୁତର ଆହତ ହୋଇଛି। ସୂଚନା ମୁତାବକ, ଡ୍ରିମ୍ କ୍ଳବ୍ ଆନୁକୁଲ୍ୟରେ ଚାଲୁଥିବା ୧୫ ଓଭର…

Continue Readingକ୍ରିକେଟ ଖେଳରେ କ୍ୟାଚ ଧରିବାକୁ ଯାଇ ଖେଳାଳି ଗୁରୁତର

କୋଇଲା ବୋଝଇ ଟ୍ରେନରେ ନିଆଁ

ଅନୁଗୁଳ: ଅନୁଗୁଳ ଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ବେଳେ ହଠାତ୍ ନିଆଁ ଲାଗିଯାଇଥିଲା ।ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

Continue Readingକୋଇଲା ବୋଝଇ ଟ୍ରେନରେ ନିଆଁ

ହୃଦ୍‌ଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ନାୟକଙ୍କ ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ବନରପାଳ ବ୍ଲକରେ…

Continue Readingହୃଦ୍‌ଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ