ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ

ଅନୁଗୁଳ: ଅନୁଗୁଳ ସୌଭାଗ୍ୟନଗର ଠାରେ ରବିବାର ରାତିରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଅଭିଜିତ ପଟ୍ଟନାୟକ(୨୮)। ସୂଚନା ମୁତାବକ, ଅଭିଜିତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ରବିବାର ସଂଧ୍ୟାରେ ଅଭିଜିତ ସାଙ୍ଗ ମାନଙ୍କ ସହ ମିଶି…

Continue Readingସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ

୧୩ ଦିନର ସଂଘ ୧୩ ତାରିଖରେ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ଗେଟ୍ ସାମନାରେ ଗଢ଼ାଯାଇଥିବ। ମା' ବୁଢୀ ଘରୋଇ ଆମ୍ବୁଲାନ୍ସ ସଂଘ ତେର ତାରିଖ ଦିନ ଭାଙ୍ଗି ଯାଇଛି। ଘରୋଇ ଆମ୍ବୁଲାନ୍ସ ସଂଘରେ ୧୫ରୁ ଅଧିକ ସଦସ୍ୟ ଥିବା ବେଳେ କ୍ରମାନ୍ୱୟରେ ରୋଗୀ ଏବଂ…

Continue Reading୧୩ ଦିନର ସଂଘ ୧୩ ତାରିଖରେ ଭାଙ୍ଗିଲା

ସ୍ତ୍ରୀକୁ ମାଡ଼ ମାରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ବଡ଼ହାର ଗ୍ରାମରେ ସ୍ତ୍ରୀ ସଞ୍ଜୁକ୍ତା ସିଂକୁ ମାଡ଼ମାରିଥିବା ଅଭିଯୋଗରେ ସ୍ବାମୀ ଶିବରାମ ସିଂ(୪୨)କୁ ପୁଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏନେଇ ସଞ୍ଜୁକ୍ତାର ଅଭିଯୋଗକ୍ରମେ ପୁଲିସ ଏକ ମୋକଦମା ରୁଜୁ…

Continue Readingସ୍ତ୍ରୀକୁ ମାଡ଼ ମାରି ସ୍ବାମୀ ଗିରଫ

ନାଲକୋ ଜିଜିଏମ୍‌ଙ୍କ କାରରୁ ଚୋରା ଆଲୁମିନିୟମ ଉଦ୍ଧାର, ଚାଳକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟରରେ ଜଣେ ଗ୍ରୁପ୍ ଜେନେରାଲ ମ୍ୟାନେଜରଙ୍କ କାରରୁ ଚୋରା ଆଲୁମିନିୟମ ଉଦ୍ଧାର ହୋଇଛି। ସୂଚନା ଅନୁଯୟୀ, ସ୍ମେଲଟର ପ୍ଲାଣ୍ଟ ଫାଟକରେ ଶନିବାର ସନ୍ଧ୍ୟାରେ ନାଲକୋ ସିକ୍ୟୁରିଟି ଗାର୍ଡଙ୍କ ଦ୍ବାରା ସିଆରଜି ବିଭାଗର ଗ୍ରୁପ୍ ଜେନେରାଲ…

Continue Readingନାଲକୋ ଜିଜିଏମ୍‌ଙ୍କ କାରରୁ ଚୋରା ଆଲୁମିନିୟମ ଉଦ୍ଧାର, ଚାଳକ ଗିରଫ

ଗ୍ୟାସ ଲିକରୁ ଘର ଜଳିଗଲା

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରସିଂହା ନିକଟସ୍ଥ ବେଡ଼ାସର ଗାଁରେ ରବିବାର ଦିନ ପ୍ରାୟ ସାଢେ଼ ଦଶଟା ସମୟରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ମୀକାନ୍ତ ସାହୁଙ୍କ ଘର ଜଳି ଯାଇଛି। ସୂଚନା ଯେ, ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ…

Continue Readingଗ୍ୟାସ ଲିକରୁ ଘର ଜଳିଗଲା

ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଣିଗୋଡ଼ା ଗାଁରେ ଶନିବାର ସନ୍ଧ୍ୟାରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯୟୀ, ଗାଁର ତଳ ସାହିରେ ଏକ ଘର ମାର୍ବଲ ପଲିସ ହେଉଥିବା ବେଳେ ଶ୍ରମିକ ଇନାମୂଲ ହକ(୨୩)ଙ୍କୁ ବିଦ୍ୟୁତ୍…

Continue Readingବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ

ମାତିଛନ୍ତି କେବିନ୍ ତଡ଼ା ଚୋର

ଅନୁଗୁଳ: ଅନୁଗୁଳ ଶିମିଳିପଡ଼ା ପଞ୍ଚଛକିଆ ରାଣୀଗୋଡ଼ା ରାସ୍ତାରେ ଗତ ପାଞ୍ଚ ଦିନ ଭିତରେ ପାଞ୍ଚଟି ଜାଗାରେ ଚୋରି ଅବା ଚୋରି ଉଦ୍ୟମ ହୋଇଚି। ଏହି ରାସ୍ତାର ମିଲନ ଭିଲ୍ଲା ନିକଟରେ ଚକ୍ରଧରଙ୍କ ଜଳଖିଆ ଦୋକାନ କ୍ୟାବିନ ତଡ଼ା ଯାଇଥିବା ବେଳେ ପାଖ…

Continue Readingମାତିଛନ୍ତି କେବିନ୍ ତଡ଼ା ଚୋର

ଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ବାଇପାସ୍ ଗ୍ରୀନପାର୍କ ହୋଟେଲ୍ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ବାରଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପରଜଙ୍ଗ ଥାନା ଡ଼ମ୍ୱଳ ଗାଁର ନରୋତ୍ତମ…

Continue Readingଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ

ପକେଟ୍‌ମାର ଅଭିଯୋଗରେ ହସ୍ପିଟାଲ କର୍ମଚାରୀ ବହିଷ୍କୃତ

ଅନୁଗୁଳ: ଫେବୃୟାରୀ ୭ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ଜଣେ ରୋଗୀଙ୍କ ପକେଟ୍‌ରୁ ୮୦୦ ଟଙ୍କା ନେବା ଘଟଣାରେ ଅନୁଗୁଳ ହସ୍ପିଟାଲର ଜଣେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କାମରୁ ବାହାର କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଉକ୍ତ ଦିନ ଅପରାହ୍ନରେ ଜରପଡା…

Continue Readingପକେଟ୍‌ମାର ଅଭିଯୋଗରେ ହସ୍ପିଟାଲ କର୍ମଚାରୀ ବହିଷ୍କୃତ

ସୁନା ବଦଳରେ ପିତଳ ଦେଇ ଠକେଇ, ୩ ଗିରଫ

ଅନୁଗୁଳ: ଅନୁଗୁଳ ସହରର ଶିମିଳିପଡ଼ାର ଜଣେ ବ୍ୟକ୍ତିଙ୍କୁ ସୁନା ବଦଳରେ ପିତଳ ଦେଇ ଠକେଇ କରିଥିବା ଅଭିଯୋଗରେ ପୁଲିସ ବୁଧବାର ୩ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ୨୦୨୧ ନଭେମ୍ବର ୩୧ ତାରିଖରେ ଶିମିଳିପଡ଼ାର ଅନନ୍ତ ପ୍ରସାଦ ସାହୁଙ୍କୁ ଏହି ତିନି…

Continue Readingସୁନା ବଦଳରେ ପିତଳ ଦେଇ ଠକେଇ, ୩ ଗିରଫ