ପାଣି ପମ୍ପ ଚୋରୀ ଅଭିଯୋଗରେ ନାବାଳକଙ୍କ ସହ ୩ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଏକ ପାଣି ପମ୍ପ ଚୋରୀ ଅଭିଯୋଗରେ ପୁଲିସ ଜଣେ ନାବାଳକଙ୍କସହ ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବାଲିପଟା ଗାଁର ସନ୍ତୋଷ ମାଝୀଙ୍କ ବାଡ଼ିପଟ କୂଅରେ ଏକ…

Continue Readingପାଣି ପମ୍ପ ଚୋରୀ ଅଭିଯୋଗରେ ନାବାଳକଙ୍କ ସହ ୩ ଗିରଫ

ସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମାଟିଆ ସାହି ପଞ୍ଚାୟତର ଜଣେ ସ୍କୁଲ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଜୋରଜବଦସ୍ତ ଭଲ ପାଇବା ପାଇଁ ବାଧ୍ୟ କରିବା ଏବଂ କମେଟ ମାରିବାକୁ ନେଇ ଛାତ୍ରୀର ମା' ବନ୍ତଳା ଥାନାରେ ଲିଖିତ…

Continue Readingସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ନିମ୍ନମାନର କାର୍ଯ୍ୟ ନେଇ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନିଶା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହା ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସୋମବାର ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଠାରେ ଘେରି ଅଭିଯୋଗ…

Continue Readingନିମ୍ନମାନର କାର୍ଯ୍ୟ ନେଇ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ସୋସିଆଲ ମିଡ଼ିଆରେ ନଗ୍ନ ଚିତ୍ର, ଥାନାରେ ମାମଲା

ଅନୁଗୁଳ: ଜଣେ ୧୭ ବର୍ଷୀୟା ନାବାଳିକାର ଫଟୋରେ ଅଶ୍ଳୀଳ ଶରୀର ଯୋଡି ଇନ୍‌ଷ୍ଟାଗ୍ରାମରେ ଫଟୋ ଛଡାଯାଇଥିବା ନେଇ ରବିବାର ଅନୁଗୁଳ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି। ପୁଲିସସୂତ୍ରରୁ ପ୍ରକାଶ ଯେ ସହର ଉପକଣ୍ଠସ୍ଥ ନୂଆପଡା ଅଞ୍ଚଳର ଜଣେ ନାବାଳିକାର ମୁହଁ…

Continue Readingସୋସିଆଲ ମିଡ଼ିଆରେ ନଗ୍ନ ଚିତ୍ର, ଥାନାରେ ମାମଲା

ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧.୮୧ ଲକ୍ଷ ଟଙ୍କା ଗାଏବ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଇଲାକାର ଜଣେ ପେଟ୍ରୋଲ୍ ପମ୍ପ ବ୍ୟବସାୟୀଙ୍କର ଆକାଉଣ୍ଟରୁ ୧ ଲକ୍ଷ ୮୧ ହଜାରଟଙ୍କା ଗାଏବ ହୋଇଯାଇଥିବା ପୁଲିସ୍ ନିକଟରେ ଶନିବାର ଅଭିଯୋଗ ହୋଇଛି। ଗୋବରାରେ ଥିବା ପେଟ୍ରୋଲ୍‌ ପମ୍ପର ପରିଚାଳକ ବିନୋଦ ସ୍ବାଇଁ…

Continue Readingବ୍ୟବସାୟୀଙ୍କ ଏକାଉଣ୍ଟରୁ ୧.୮୧ ଲକ୍ଷ ଟଙ୍କା ଗାଏବ

ରାସ୍ତାର ୮ଫୁଟ ତଳକୁ ଖସିଲା କାର୍, ୩ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥର ସିଆରିମାଳିଆ ନିକଟ ଛେଣ୍ଡିପଦା ଜଙ୍ଗଲ ରାସ୍ତାରେ ଶନିବାର ମଧ୍ୟାହ୍ନରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର୍ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ,…

Continue Readingରାସ୍ତାର ୮ଫୁଟ ତଳକୁ ଖସିଲା କାର୍, ୩ ଆହତ

ଭୁଜାଲି ଦେଖାଇ ବ୍ୟବସାୟୀଙ୍କଠୁ ଲୁଟ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନାର ନନ୍ଦିରା ଛକ ଠାରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ବ୍ୟବସାୟୀ ଲୁଟର ସମ୍ମୁଖୀନ ହୋଇଛନ୍ତି। ଦୁର୍ବୃତ୍ତ ଭୁଜାଲି ମୁନରେ ଭୟଭୀତ କରାଇ ଜଣେ ବ୍ୟବସାୟୀଙ୍କ ଠାରୁ ୧୨ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ…

Continue Readingଭୁଜାଲି ଦେଖାଇ ବ୍ୟବସାୟୀଙ୍କଠୁ ଲୁଟ୍‌

କେନାଲ୍‌ରୁ ତୃଷାର୍ତ୍ତ ସମ୍ବର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଏକ ସମ୍ବର ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ପାଣି ପିଇବାକୁ ଆସିଥିବା ବେଳେ ସମ୍ବରଟି କେନାଲକୁ ଖସି ପଡିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗକୁ…

Continue Readingକେନାଲ୍‌ରୁ ତୃଷାର୍ତ୍ତ ସମ୍ବର ଉଦ୍ଧାର

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ସହର ବଣିଆବାହାଳ ଅଞ୍ଚଳର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଅନୁଗୁଳ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ହୁଲୁରିସିଂହାର ଘନଶ୍ୟାମ ମାଣ୍ଡୋଠିଆ…

Continue Readingବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସରକାରୀ ଗାଡିରୁ ଚକା ନେଇଗଲେ

ଅନୁଗୁଳ: ଅନୁଗୁଳ ସରକାରୀ ମେଡିକାଲ ରୁ ଚୋରି କମିବାର ନାଁ ଧରୁନି। ଗତ ବୁଧବାର ରାତିରେ ପୁରୁଣା ଡାକ୍ତର କଲୋନିରୁ ପଙ୍ଖା,ବଲବ, ଟ୍ୟାପ ଆଦି ଚୋରି ହୋଇଥିବା ବେଳେ ସରକାରୀ ଗାଡିରୁ ଚକା ଖୋଲିନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ…

Continue Readingସରକାରୀ ଗାଡିରୁ ଚକା ନେଇଗଲେ