ହାତୀ ଆକ୍ରମଣରେ ଚାଷୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଚାଷୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟ , ପରା ଗାଁ ର ସୋମନାଥ ସାହୁ(୩୧) ଘର ପାଖ ବିଲରେ ବାଇଗଣ ଓ କଲରା ଚାଷ…

Continue Readingହାତୀ ଆକ୍ରମଣରେ ଚାଷୀ ମୃତ

ସ୍ତ୍ରୀ କୁ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ଶଶୁର ଗିରଫ

ଅନୁଗୁଳ: ଅନୁଗୁଳ ନୂଆମୌଜା ଗାଁର ଜଣେ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ତାଳଚେର ଥାନା ଅଞ୍ଚଳର ସ୍ବାମୀ ଓ ଶଶୁରଙ୍କୁ ଗୁରୁବାର ଗିରଫକରିଛି। ସୂଚନା ମୁତାବକ, ୫ ବର୍ଷ ତଳେ ତାଳଚେର ଥାନା ଅନ୍ତର୍ଗତ ବାଲୁଗାଁର ଅଥାଳ ପ୍ରଧାନଙ୍କ ପୁଅ…

Continue Readingସ୍ତ୍ରୀ କୁ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ଶଶୁର ଗିରଫ

ଚୋରି ସାମଗ୍ରୀ ଜବତ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲା ତାଳଚେର ଥାନା ଅଧିନସ୍ଥ ଏକଘରିଆସ୍ଥିତ ବିନ୍ଦଲ କାରଖାନାରୁ ଚୋରି ହୋଇଥିବା ଲୁହା ସାମଗ୍ରୀ ସହ ଏକ ଅଟୋରିକ୍ସା ବୁଧବାର ଜବତ କରିଛି ତାଳଚେର ପୁଲିସ। ଏହି ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଚ୍ଚାଲାଣ କରାଯାଇଛି । ଆଜି…

Continue Readingଚୋରି ସାମଗ୍ରୀ ଜବତ, ୫ ଗିରଫ

ଡ଼କାୟତି ଉଦ୍ୟମ କରୁଥିବା ୩ ଅଭିଯୁକ୍ତ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଡ଼କାୟତି ଉଦ୍ୟମ କରୁଥିବା ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ରାତି ପ୍ରାୟ ୨ଟାରେ ନାଲକୋ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ…

Continue Readingଡ଼କାୟତି ଉଦ୍ୟମ କରୁଥିବା ୩ ଅଭିଯୁକ୍ତ ଗିରଫ

ବାଡ଼ିଆ ପିଟା ହୋଇ ମାମୁ ଭଣଜା ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଲିଙ୍ଗରାଯୋଡ଼ି ଗାଁରେ ରବିବାର ବାଡ଼ିଆପିଟା ହୋଇ ମାମୁ ଭଣଜା ଗିରଫ ହୋଇ ମଙ୍ଗଳବାର କୋର୍ଟ ଚାଲାଣ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ରବିବାର ଲିଙ୍ଗରାଯୋଡ଼ି ଗାଁର କିଛି ଯୁବକ ଭୋଜି କରିଥିଲେ।…

Continue Readingବାଡ଼ିଆ ପିଟା ହୋଇ ମାମୁ ଭଣଜା ଗିରଫ

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥରେ କୁକୁରପେଟାଠାରେ ସୋମବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗାଁର ବିଦ ପ୍ରଧାନ(୨୯) ସାଇକେଲରେ ଯାଉଥିବା ବେଳେ…

Continue Readingଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

କେୱାଇସି ଯାଞ୍ଚ ନାରେ ଲକ୍ଷାଧିକ ଟଙ୍କାର ଠକେଇ

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁରେ ସୋମବାର ଜଣେ ମହିଳାଙ୍କ ବ୍ୟାଙ୍କ ଏକାଉଣ୍ଟର କେୱାଇସି ଯାଞ୍ଚ କରିବାକୁ କହି ଅନଲାଇନ୍ ରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଗାଁର ସୁଚେତା ମିଶ୍ରଙ୍କ ଷ୍ଟେଟ୍…

Continue Readingକେୱାଇସି ଯାଞ୍ଚ ନାରେ ଲକ୍ଷାଧିକ ଟଙ୍କାର ଠକେଇ

୧୩ ଟ୍ରକ୍‌ରୁ ବ୍ୟାଟେରୀ ଚୋରି

ଅନୁଗୁଳ: ଅନୁଗୁଳ ସହର ଓ ଉପକଣ୍ଠରୁ ରବିବାର ବିଳମ୍ବିତ ରାତିରେ ସିରିଜ୍ ଚୋରି ହୋଇଛି । ଏକ ଲୁଟେରା ଗ୍ୟାଙ୍ଗ୍‌ ଆସି ଗୋଟିଏ କି ଦୁଇଟି ନୁହଁ, ୧୩ଟି ଟ୍ରକ୍‌ରୁ ବ୍ୟାଟେରୀ ଚୋରି କରି ନେଇଛନ୍ତି। ଏନେଇ ଅନୁଗୁଳ ଟାଉନ୍ ଥାନାରେ…

Continue Reading୧୩ ଟ୍ରକ୍‌ରୁ ବ୍ୟାଟେରୀ ଚୋରି

ଅଶ୍ଳିଳ ଭାଷା ନକହିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁରେ ଜଣେ ୧୪ ବର୍ଷର ନାବାଳକ ଅଶ୍ଳିଳ ଭାଷା କହିବାକୁ ରାଜି ନହେବାରୁ ନିସ୍ତୁକ ମାଡ଼ ଖାଇ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଗାଁର ସରୋଜ ମାଝୀ(୨୦)…

Continue Readingଅଶ୍ଳିଳ ଭାଷା ନକହିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼

ମହାନଦୀରେ ବୃଦ୍ଧ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅଏଡ଼ା ପଞ୍ଚାୟତ ଓଳୋଥ ଗ୍ରାମର ଶ୍ରୀଧର ସେଠୀ(୭୩) ମହାନଦୀରେ ନିଖୋଜ ହୋଇଯାଇଥିବା ଜଣାଯାଇଛି। ଆଠମଲ୍ଲିକ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନଥିଲା।…

Continue Readingମହାନଦୀରେ ବୃଦ୍ଧ ନିଖୋଜ