ଅବକାରୀ ବିଭାଗକୁ ବଡ଼ ସଫଳତା: ୪୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ତାଳଚେର ବ୍ଲକ ଅନ୍ତର୍ଗତ ଡଅଁରା ଗ୍ରାମର ୩ଟି ସ୍ଥାନରେ ଚଢ଼ଉ କରାଯାଇ ୪୦ ଲିଟର୍ ଦେଶୀମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଦୁଇଜଣ…

Continue Readingଅବକାରୀ ବିଭାଗକୁ ବଡ଼ ସଫଳତା: ୪୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

ବଗିଚାରେ କାମ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାଟକମୁଣ୍ଡା ଗ୍ରାମ ପଞ୍ଚାୟତରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବଗିଚାରେ କାମ କରୁଥିବା ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପାଟକମୁଣ୍ଡା ଗ୍ରାମର ସୋମନାଥ ପ୍ରଧାନ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ସୋମନାଥ ବଗିଚାରେ…

Continue Readingବଗିଚାରେ କାମ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ

ପୁଣି ଅନୁଗୁଳରେ ହାତୀ ଆତଙ୍କ: ରାତି ଅଧରେ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲେ ୩ ହାତୀ

ଅନୁଗୁଳ: ପୁଣି ଅନୁଗୁଳରେ ହାତୀ ଆତଙ୍କ। ଘର ଭାଙ୍ଗିବା ସହ ଖାଇଗଲେ ଧାନ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଭାଲୁଖାଇଢିପ ଗାଁରେ ପଶି ଘର ଭାଙ୍ଗିଛନ୍ତି ୩ ହାତୀ। କିନ୍ତୁ ସୌଭାଗ୍ୟବଶତଃ ଘରେ ଥିବା ୪ ଜଣଙ୍କ ଜୀବନ ବଞ୍ଚିଯାଇଛି। ସୂଚନା…

Continue Readingପୁଣି ଅନୁଗୁଳରେ ହାତୀ ଆତଙ୍କ: ରାତି ଅଧରେ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲେ ୩ ହାତୀ

ବୁଲେଟକୁ ଧକ୍କା ଦେଲା ଟ୍ରକ, ଚାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ତୁବେ ନିକଟରେ ଟ୍ରକ ଓ ବୁଲେଟ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଏକ ଟ୍ରକ ଅନୁଗୁଳ ଆଡୁ ସମ୍ବଲପୁରକୁ…

Continue Readingବୁଲେଟକୁ ଧକ୍କା ଦେଲା ଟ୍ରକ, ଚାଳକ ମୃତ

ଅବକାରୀ ଚଢ଼ାଉ, ୭ ଗିରଫ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଠାକୁରଗଡ଼,ହଣ୍ଡପା, କିଶୋରନଗର ଥାନା ଅଞ୍ଚଳରେ ଚଢ଼ାଉ କରି ବ୍ୟାପକ ଚୋରl ମଦ ଜବତ କରାଯାଇଛି। ଏଥିସହ ୭ ଜଣଙ୍କୁ ଗିରଫ କରାଯାଇଛି। ଠାକୁରଗଡ଼ ଥାନା କରଡ଼ାବାହାଳୀ…

Continue Readingଅବକାରୀ ଚଢ଼ାଉ, ୭ ଗିରଫ

ଶୋଇଥିବା ବେଳେ କାମୁଡ଼ିଲା ସାପ, ହସ୍ପିଟାଲରେ ନାବାଳକର ମୃତ୍ୟୁ

ଅନୁଗୁଳ: ସାପ କାମୁଡ଼ାରେ ନାବାଳକ ମୃତ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବୁଢାପାଳ ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ରାଜେଶ ପାତ୍ର (୧୩) ମାମୁଁ…

Continue Readingଶୋଇଥିବା ବେଳେ କାମୁଡ଼ିଲା ସାପ, ହସ୍ପିଟାଲରେ ନାବାଳକର ମୃତ୍ୟୁ

ଚାଷୀଙ୍କ ଘରୁ ଦୁଇଟି ବଳଦ ଚୋରି, ଚାଷ କେମିତି କରିବେ ଚିନ୍ତାରେ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବଳଦ ଚୋରି ହୋଇଛି। ଗାଁର ଭାରତୀ ପ୍ରଧାନଙ୍କ ଘରୁ ବୁଧବାର ବଳଦ ଚୋରି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ଚାଷୀ ପରିବାରର ସମ୍ପତ୍ତି…

Continue Readingଚାଷୀଙ୍କ ଘରୁ ଦୁଇଟି ବଳଦ ଚୋରି, ଚାଷ କେମିତି କରିବେ ଚିନ୍ତାରେ ପରିବାର

ଡାକ ବିଭାଗର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଅନୁଗୁଳ: ସ୍ଥାନୀୟ ନାଲକୋ କଲୋନୀରେ ଡାକ ବିଭାଗରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମହିଳା କର୍ମଚାରୀ ହେଲେ ପାର୍ବତୀ ଟୁଡ଼ୁ (୩୦)। ସୂଚନା ମୁତାବକ, ନାଲକୋ ନଗର କଲୋନୀ ପରିସରସ୍ଥିତ ଟିଏ କ୍ୱାର୍ଟର ନମ୍ୱର ୫ରେ ନାଲକୋ…

Continue Readingଡାକ ବିଭାଗର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବୋହୂକୁ ଯୌତୁକ ନିର୍ଯାତନା ଦେବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ, ସ୍ୱାମୀ ଓ ଶାଶୁ ଅଟକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ସ୍ୱାମୀ ଓ ଶାଶୁଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ଓ ତାଙ୍କ ବାପଘର ଲୋକ। ଅଭିଯୋଗ ମୁତାବକ, କୁଣ୍ଢେଈଗୋଳ ଥାନା ତୁଟାବାରୀ ଗାଁର ରିଙ୍କି ସାହୁ ଏକ ବର୍ଷ…

Continue Readingବୋହୂକୁ ଯୌତୁକ ନିର୍ଯାତନା ଦେବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ, ସ୍ୱାମୀ ଓ ଶାଶୁ ଅଟକ

ଝିଅର ସାର୍ଟିଫିକେଟ ଧରି ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ, ଅଜଣା ଗାଡ଼ି ଧକ୍କାରେ ବାପା ମୃତ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ପୋଲ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀର ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ହେଲେ ଠାକୁରଗଡ଼ ଥାନା ଗିରଦା ଗାଁର ପ୍ରସନ୍ନ ପ୍ରଧାନ। ପୋଲିସ୍ ସୂଚନା ମୁତାବକ,…

Continue Readingଝିଅର ସାର୍ଟିଫିକେଟ ଧରି ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ, ଅଜଣା ଗାଡ଼ି ଧକ୍କାରେ ବାପା ମୃତ