ତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି କରି ପଳାଉଥିବା ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ, ନଗଦ ଟଙ୍କା ସହ ଦୁଇ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନୀ ମଧ୍ୟରେ ଥିବା ତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି କରୁଥିବା ବେଳେ ଦୁଇ ଜଣଙ୍କୁ ଧରିଛନ୍ତି ସୁରକ୍ଷା କର୍ମୀ। ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି କରନ ସିଂ ସୁରକ୍ଷା ସଂସ୍ଥାର…

Continue Readingତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି କରି ପଳାଉଥିବା ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ, ନଗଦ ଟଙ୍କା ସହ ଦୁଇ ଅଟକ

ଗେଷ୍ଟ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କୋଲକତାରୁ କାମ କରିବାକୁ ଅନୁଗୁଳ ଆସିଥିଲେ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ଥିତ ଏକ ଗେଷ୍ଟ ହାଉସରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ସୂଚନା ମୁତାବକ,…

Continue Readingଗେଷ୍ଟ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କୋଲକତାରୁ କାମ କରିବାକୁ ଅନୁଗୁଳ ଆସିଥିଲେ

ସର୍ଟସର୍କିଟରୁ ଗୁହାଳରେ ଅଗ୍ନିକାଣ୍ଡ, ମାଲିକ ଗୁରୁତର ଓ ଗୋଟିଏ ଗାଈ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗାଁରେ ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବଅଁରପାଳ ପଞ୍ଚାୟତର ନରେନ୍ଦ୍ରପୁର ଗାଁର ମଦନ ଗଡ଼ନାୟକଙ୍କ ପୁଅ ନନ୍ଦକିଶୋର ଗଡ଼ନାୟକ (୫୮) ଘର ପାଖରେ ଗୁହାଳ କରିଥିଲେ। ସେହି ଗୁହାଳ ଭିତରେ…

Continue Readingସର୍ଟସର୍କିଟରୁ ଗୁହାଳରେ ଅଗ୍ନିକାଣ୍ଡ, ମାଲିକ ଗୁରୁତର ଓ ଗୋଟିଏ ଗାଈ ମୃତ

ଗରୁଡ଼ ପକ୍ଷୀ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ବନ ବିଭାଗ

ଅନୁଗୁଳ: ଅନୁଗୁଳ କିଶୋରନଗର ବ୍ଲକ ହଣ୍ଡପା ଗ୍ରାମର ସଂଗ୍ରାମ ବିଶ୍ୱାଳଙ୍କ ଘରୁ ଏକ ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି। ଗରୁଡ଼ ପକ୍ଷୀଟି ରାତିରେ ତାଙ୍କ ଘର ଭିତରକୁ ପଶି ଆସିଥିଲା। ପରେ ମାଧପୁର ଅଞ୍ଚଳର ସିଦ୍ଧେଶ୍ୱର ରଥ ଉକ୍ତ ପକ୍ଷୀକୁ ସୁରକ୍ଷିତ…

Continue Readingଗରୁଡ଼ ପକ୍ଷୀ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ବନ ବିଭାଗ

ଜଙ୍ଗଲୀ କୁଟୁରାକୁ ଶିକାର କରି ଫେରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ: ଜଣେ ଗିରଫ, ବୋଲେରୋ ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସମଳ, ଗୋଡ଼ାପଦା ନିକଟସ୍ଥ ଜଙ୍ଗଲରୁ ଏକ ଜଙ୍ଗଲୀ କୁଟୁରାକୁ ଶିକାର କରିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଈଶ୍ୱର ନଗର ଗାଁର ମିଲନ କୁମାର ବିଶ୍ଵାଳ।…

Continue Readingଜଙ୍ଗଲୀ କୁଟୁରାକୁ ଶିକାର କରି ଫେରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ: ଜଣେ ଗିରଫ, ବୋଲେରୋ ଜବତ

ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ

ନିଶା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅନୁଗୁଳ ଛେଣ୍ଡିପଦା ରାସ୍ତାର ଜେଏସପିଏଲ ମ୍ୟାଟେରିଆଲ ଗେଟ୍ ନିକଟରେ ଥିବା ଏକ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଗତ…

Continue Readingହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ

ପତ୍ନୀଙ୍କୁ ଅସହ୍ୟ ନିର୍ଯାତନା ଅଭିଯୋଗ, ସ୍ୱାମୀଙ୍କ ନାଁରେ ଏତଲା

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପିତାବଳିବାହାଳ ଗାଁରେ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ୱାମୀଙ୍କ ନାଁରେ ଅଭିଯୋଗ ହୋଇଛି। ପୀଡ଼ିତା ହେଲେ ସୁନିତା ସାହୁ। ସୁନିତା ସାହୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ନଗେନ ସାହୁ ତାଙ୍କୁ ମାଡ଼…

Continue Readingପତ୍ନୀଙ୍କୁ ଅସହ୍ୟ ନିର୍ଯାତନା ଅଭିଯୋଗ, ସ୍ୱାମୀଙ୍କ ନାଁରେ ଏତଲା

ମୋବାଇଲ ଦୋକାନରୁ ଚୋରି କରିବା ବେଳେ ପାହାନ୍ତିଆରେ ମାଡ଼ି ବସିଲା ପୋଲିସ, ୨ ଗିରଫ

ଅନୁଗୁଳ: ବଅଁରପାଳ ନିକଟସ୍ଥ ଆଶା ଟକିଜ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ମୋବାଇଲ୍ ଦୋକାନରେ ଚୋରି ବେଳେ ପୋଲିସ ଦୁଇଜଣଙ୍କୁ କାବୁ କରି କୋର୍ଟଚାଲାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ବଅଁରପାଳ ପଞ୍ଚାୟତ ଅପ୍ରତିପୁର ଗ୍ରାମର ପ୍ରକାଶ ଭୋଇ…

Continue Readingମୋବାଇଲ ଦୋକାନରୁ ଚୋରି କରିବା ବେଳେ ପାହାନ୍ତିଆରେ ମାଡ଼ି ବସିଲା ପୋଲିସ, ୨ ଗିରଫ

ରାସ୍ତା ମଝିରେ ବାଉଁଶ ବୋଝେଇ ଭ୍ୟାନରୁ ଖସିଗଲା ବାଉଁଶ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ରାସ୍ତା ମଝିରେ ବାଉଁଶ ବୋଝେଇ ଭ୍ୟାନରୁ ଖସିଗଲା ବାଉଁଶ। ସୌଭାଗ୍ୟବଶତଃ ସେହି ସମୟରେ କେହି ଯାତାୟାତ କରୁ ନ ଥିବାରୁ ଆଜି ଏକ ବଡ଼ ବିପଦ ଟଳି ଯାଇଛି। ସୂଚନା ମୁତାବକ, ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ…

Continue Readingରାସ୍ତା ମଝିରେ ବାଉଁଶ ବୋଝେଇ ଭ୍ୟାନରୁ ଖସିଗଲା ବାଉଁଶ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ଗୁଣ୍ଡାଗିରି, ଯୁବକକୁ କାବୁ କରି ପୋଲିସ ଜିମା ଦେଲେ ସିକ୍ୟୁରିଟି ସୁପରଭାଇଜର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କୁ ଟଙ୍କା ମାଗୁଥିବା ଜଣେ ଯୁବକଙ୍କୁ ଆଜି ପୋଲିସ ଧରିଛି। ସୂଚନା ମୁତାବକ, ଆଜି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଧାଡ଼ିରେ ଛିଡା ହୋଇଥିଲେ। ବଅଁରପାଳ ଅଞ୍ଚଳର ଯଦୁ ନାଏକଙ୍କ ପୁଅ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ଗୁଣ୍ଡାଗିରି, ଯୁବକକୁ କାବୁ କରି ପୋଲିସ ଜିମା ଦେଲେ ସିକ୍ୟୁରିଟି ସୁପରଭାଇଜର