ସନ୍ତୋଷ ଏଜେନ୍ସୀ ସଟର୍ ତାଡ଼ିଦେଲେ
ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଲୁଟେରା। ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଲୁଟ୍ପାଟ୍। ଢିଲା ପାଟ୍ରୋଲି˚ ଯୋଗୁଁ ରାତିରେ ଦୁବୃର୍ତ୍ତଙ୍କ ଦୌରାତ୍ମ୍ୟ ବଢ଼ୁଛି। ଗୁରୁବାର ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ ହନୁମାନ ବଜାରରେ ଥିବା ଏକ…
