ବେଲାଦୁଲା ମାଉଳୀ ପୀଠରେ ବଳି ବନ୍ଦ କଲା ପ୍ରଶାସନ
ଆଠମଲ୍ଲିକ: ପ୍ରଶାସନର ପ୍ରୟାସ ସଫଳ ହୋଇଛି। ଗତ ତିନିବର୍ଷ ଧରି ଆଠମଲ୍ଲିକ ବ୍ଲକ୍ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ମାଉଳୀ ପୀଠରେ ବଳି ବନ୍ଦ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ବଳି ପଡ଼ିନଥିବା ଜଣାପଡ଼ିଛି।…
ଆଠମଲ୍ଲିକ: ପ୍ରଶାସନର ପ୍ରୟାସ ସଫଳ ହୋଇଛି। ଗତ ତିନିବର୍ଷ ଧରି ଆଠମଲ୍ଲିକ ବ୍ଲକ୍ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ମାଉଳୀ ପୀଠରେ ବଳି ବନ୍ଦ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ବଳି ପଡ଼ିନଥିବା ଜଣାପଡ଼ିଛି।…
ଅନୁଗୁଳ: ଅନୁଗୁଳ ସହରରେ ନିର୍ମାଣାଧୀନ ସଭାଘରୁ ବଡ଼ ଧରଣର ଚୋରି ହୋଇଛି। ସଭାଘରେ ଲାଗିଥିବା ବହୁ ମୂଲ୍ୟବାନ୍ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ମାମଲା ରୁଜୁ କରି ତଦନ୍ତ…
ଅନୁଗୁଳ: ଦୁଇ ଜଣ ଯୁବକ ଖାସୀ ଚୋରି କରି ନୂଆ ବର୍ଷ ପାଳିବାକୁ ଯୋଜନା କରିଥିବାବେଳେ ଏହା ଫସର ଫାଟି ଯାଇଛି। କାରରେ ଆସୁଥିବା ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରୁ ଦୁଇଟି ଛେଳି ଉଠାଇ ଆଣିଥିଲେ ହେଁ, ଲୋକ ଗୋଡାଇବାରୁ ଅନୁଗୁଳ…
ଅନୁଗୁଳ: ମେଡିକାଲ୍ ପରିସରରୁ ବାଇକ୍ ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସ୍ଥାନୟ ଲୋକ କାବୁ କରି ନିର୍ଧୂମ ଛେଚିବା ସହ ପୁଲିସ୍ରେ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣଙ୍କ ତାଳଚେର ଅଞ୍ଚଳର। ପୁଲିସ୍ ତାଙ୍କୁ ଥାନାରେ ଅଟକ…
ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଛିନ୍ତାଇ ଗ୍ୟାଙ୍ଗ୍। ମୋବାଇଲ୍ ଲୁଟ ସହରରେ ନିତିଦିନିଆ ଘଟଣା ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି। ଶଙ୍କର ସିନେମା ରୋଡରେ ଦୁବୃର୍ତ୍ତ ତାଙ୍କ ବେକରୁ ସୁନା ଚେନ୍ ଛିଣ୍ତାଇ ଚମ୍ପଟ…
ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ହୁଲୁରିସି˚ହାରେ ଏକ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ନାକେଦମ୍ ହୋଇଛି ପ୍ରଶାସନ। ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ପ୍ରଶାସନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା ସହ ରାସ୍ତାରେ ଶୋଇ ଯାଇଥିଲେ। ବାଧ୍ୟ…
ତାଳଚେର : ତାଳଚେର ଠାରେ ଏମସିଏଲ ପକ୍ଷରୁ ନିର୍ମିତ ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏଣ୍ଡ ରିସର୍ଚ ' ମିମସାର୍ ' ସରକାରଙ୍କ ତତ୍ତ୍ଵାବଧାନରେ ଚଳାଇବା ଦାବିରେ ୩ଟି ପ୍ରମୁଖ ସଂଗଠନ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର…
ଅନୁଗୁଳ: ମଙ୍ଗଳବାର ରାତିରେ ଅନୁଗୁଳ ଶିମିଳିପଡ଼ାଠାରେ ଏକ ବିଦ୍ୟୁତ୍ ଦୁର୍ଘଟଣାରେ ଜଣେ ରାଜମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, ଶିମିଳିପଡ଼ାଠାରେ ଭଡ଼ାଘରେ ରହୁଥିବା ବିଶ୍ବ ମଣ୍ତଳ ନାମକ ଜଣେ ରାଜମିସ୍ତ୍ରୀ ଗତ ରାତିରେ ଘରେ ବିଦ୍ୟୁତ୍ ଲାଇନ୍ ସଜାଡ଼ିଲା ବେଳେ ଝଟକା…
ଅନୁଗୁଳ: ସୋମବାର ଅପରାହ୍ଣରେ କଣିହାଁ ବ୍ଲକ ତଥା ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ବଳାତ୍କାର କରଯାଇଛି। ଚକ୍ଲେଟ୍, ବିସ୍କୁଟ ଦେବାର ପ୍ରଲୋଭନ ଦେଖାଇ ପଡୋଶୀ ଡିଲେଶ୍ୱର ବେହେରା ନାମକ ଜଣେ ୫୪ ବର୍ଷୀୟ ବୃଦ୍ଧ ଘରକୁ ଡାକି…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ସାଇବର ଲୁଟେରା। ସତର୍କତାର ସହ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୋମବାର ଅନୁଗୁଳ ସହରର ଜଣେ ମହିଳା ଲୁଟ୍ର ଶିକାରା…