ଚୋରା ବିଦେଶୀ ମଦ ଦୋକାନରେ ଅତର୍କିତ ଚଢ଼ଉ: ଜଣେ ଅଟକ, ଦୁଇ ଫେରାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ଆଉ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକ ହେଲେ ସନ୍ତରାପୁର୍ (ଖ) ପଞ୍ଚାୟତ ଅଙ୍ଗାରବନ୍ଧ ଗ୍ରାମର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ଆଉ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକ ହେଲେ ସନ୍ତରାପୁର୍ (ଖ) ପଞ୍ଚାୟତ ଅଙ୍ଗାରବନ୍ଧ ଗ୍ରାମର…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଓ ଏନଟିପିସି ଥାନା ଅଞ୍ଚଳରେ ବିଭିନ୍ନ ଚୋରିରେ ସମ୍ପୃକ୍ତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ସୂଚନା ମୁତାବକ, କଣିହାଁ ପୋଲିସ ୨୦୨୪ ମସିହାରେ ଏକ ବାଇକ ଚୋରିରେ ସମ୍ପୃକ୍ତ ନାଲମ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅର୍ନ୍ତଗତ ବଡତ୍ରିବିଡା ପଞ୍ଚାୟତ ଅଫିସ ସମ୍ମୁଖରେ ଅଜଣା ବାଇକ ଧକ୍କାରେ ଡମ୍ବରୁ ବେହେରା (୭୨) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟ ହୋଇଥିବା ଜଣାଯାଇଛି। ତାଙ୍କର ଘର ବଡତ୍ରିବିଡା ଗ୍ରାମରେ। ସୂଚନା ଯେ, ବୁଧବାର ସକାଳ…
ଅନୁଗୁଳ: ଏକ କାଫେରେ ଭଙ୍ଗାରୁଜା କରୁଥିବା ସମୟରେ ପୋଲିସକୁ ଖବର ଦେଉଥିବା ଭାବି ଯୁବକଙ୍କୁ ଆକ୍ରମଣ କରିଛି ଦୁର୍ବୃତ୍ତ। ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ…
ଅନୁଗୁଳ: ଖସିଗଲା ଚୋରି କରିଥିବା ଯୁବକ, କିନ୍ତୁ ଫସିଗଲା ଖରିଦଦାର୍। ଆଜି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଏଭଳି ଏକ ବିଚିତ୍ର ଘଟଣା ଚର୍ଚ୍ଚାରେ ରହିଛି। ଚୋର ଛୁ' ମାରିଥିବା ବେଳେ ଚୋରି ଜିନିଷ କିଣିଥିବା ୬ ଜଣଙ୍କୁ ବନ୍ତଳା…
ଅନୁଗୁଳ: ଗତ ୨୩ ତାରିଖ ଦିନ ୧୦ ଟା ସମୟରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ବାଲିପଟ୍ଟା ନୂଆପଡା ମାଟିଗାଡିଆ ସାହିରୁ ବିପୁଳ ଚୋରା କାଠ ଜବତ ହୋଇଛି। ଜରପଡା ରେଞ୍ଜ ଅଫିସର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଜାଗା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମରେ କାନ୍ଥ ପଡ଼ି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମର ମହେନ୍ଦ୍ର ଚାମ୍ପିଆ (୨୨)। ସେ କାନ୍ଥ ଖୋଳୁଥିବା ବେଳେ ତାଙ୍କ ଉପରେ ସମ୍ପୂର୍ଣ୍ଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ନିକଟ ପୋଖରୀରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବନ୍ତଳା ବଜାରର ଦୟାନିଧି ସାହୁଙ୍କ ସ୍ତ୍ରୀ ଘଣ୍ଟି ସାହୁ (୬୦)। ସୂଚନା ମୁତାବକ, ସବୁଦିନ ପରି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବାଦୀବାହାଳ ନୂଆ ରାସ୍ତାରେ ଆଜି ଏକ ବୋଲେରୋ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଆରୋହୀଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭାଙ୍ଗିଛି। ଖବର…
ଅନୁଗୁଳ: ମହିଳାଙ୍କୁ ମୋବାଇଲ ନମ୍ବର ମାଗି ଛେଚା ଖାଇଲା ଅଟୋ ଡ୍ରାଇଭର। ରାସ୍ତା ଉପରେ ଚାପୁଡ଼ା ଚାପୁଡ଼ା କଷି ଦେଇଗଲେ ମହିଳା। ଆଜି ଅପରାହ୍ନରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ବେଳର ଭିଡିଓ ମଧ୍ୟ…