ଦେଶୀ ବରକୁ ବିଦେଶୀ ବୋହୂ: ଘରୋଇ ହିଂସାକୁ ନେଇ ଥାନାର ଦ୍ବାରସ୍ଥ

ଅନୁଗୁଳ: ପ୍ରାୟ ୭ ବର୍ଷ ତଳେ ଭୁବନେଶ୍ବରରେ ଦେଖା। ଅନୁଗୁଳିଆ ବରକୁ ଋଷିଆ ବୋହୂ। ଓଡ଼ିଶା ବୁଲି ଆସିଥିବା ଛ' ବିଦେଶିନୀଙ୍କ ମଧ୍ୟରୁ ଜଣେ ପଡ଼ିଲା ପ୍ରେମ ପାଲରେ। ବାହା ହୋଇଗଲେ ଦୁଇ ଜଣ। ଅନୁଗୁଳ ଅମଲା ପଡ଼ାରେ ରହନ୍ତି ।…

Continue Readingଦେଶୀ ବରକୁ ବିଦେଶୀ ବୋହୂ: ଘରୋଇ ହିଂସାକୁ ନେଇ ଥାନାର ଦ୍ବାରସ୍ଥ

ସ୍ବାମୀ ରଖିଥିଲା ମୂଷାଙ୍କ ପାଇଁ ବିଷ ଖାଇ ଦେଲା ସ୍ତ୍ରୀ

ଅନୁଗୁଳ: କଲିକତାରୁ ଆସି ଅନୁଗୁଳ ଖଲାରିରେ ଭଡ଼ା ଘରେ ରହୁଛନ୍ତି ସ୍ବାମୀ-ସ୍ତ୍ରୀ। ସ୍ବାମୀ କମ୍ପାନୀରେ ଡ୍ରାଇଭର। ଘରେ ମୂଷାଙ୍କ ଉତ୍ପାତ ବଢ଼ୁ ଥିବାରୁ ସ୍ବାମୀ ରାଗିଯାଇ ଆଜି ମୂଷା ମାରି କିଣି ମାଛଭଜାରେ ଗୋଳାଇ ଘରେ ରଖିଥିଲେ ରାତିରେ ମୂଷାଙ୍କୁ ଦେଇ…

Continue Readingସ୍ବାମୀ ରଖିଥିଲା ମୂଷାଙ୍କ ପାଇଁ ବିଷ ଖାଇ ଦେଲା ସ୍ତ୍ରୀ

ରେଳ ଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଟ୍ରେନ୍ରୁ ଖସି ପଡ଼ିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସରିଗିପାଲି ନିକଟସ୍ଥ ରେଳ ଧାରଣାରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଛି ରେଢ଼ାଖୋଲ ରେଳବାଇ ପୋଲିସ। ମୃତକ ହେଲେ ବଲାଙ୍ଗୀର ଜିଲ୍ଲାର ନେପାଳ ପ୍ରଧାନ (୭୭)। ସୂଚନା ମୁତାବକ, ନେପାଳ ପୁରୀ…

Continue Readingରେଳ ଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଟ୍ରେନ୍ରୁ ଖସି ପଡ଼ିଥିବା ଅଭିଯୋଗ

ଦୁଇ ମୋଟର ସାଇକେଲ ଧକ୍କା ଜଣେ ମୃତ ଦୁଇ ଗୁରତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ରୁ ବ୍ରାହ୍ମଣବିଲ ଯାଇଥିବା ରାସ୍ତାର ଭଗଲକଟା ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଫଳରେ ଘଟଣା ସ୍ଥଳରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ସନ୍ତରାବନ୍ଧ…

Continue Readingଦୁଇ ମୋଟର ସାଇକେଲ ଧକ୍କା ଜଣେ ମୃତ ଦୁଇ ଗୁରତର

ଓଭରବ୍ରିଜ କାମ ପାଇଁ ଆସିଥିବା ଲୁହା ସାମଗ୍ରୀ ଚୋରି ଅଭିଯୋଗ, ୩ ଜଣଙ୍କୁ ବାନ୍ଧିଲା ବଅଁରପାଳ ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ନିକଟରେ ନିର୍ମାଣାଧୀନ ଓଭରବ୍ରିଜ ପାଇଁ ଆସିଥିବା ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଗଡ଼ସନ୍ତ୍ରୀ ଗ୍ରାମ ନିକଟରେ ଓଭର ବ୍ରିଜ କାମ…

Continue Readingଓଭରବ୍ରିଜ କାମ ପାଇଁ ଆସିଥିବା ଲୁହା ସାମଗ୍ରୀ ଚୋରି ଅଭିଯୋଗ, ୩ ଜଣଙ୍କୁ ବାନ୍ଧିଲା ବଅଁରପାଳ ପୋଲିସ

ଘରୁ ନାଗ ସାପ ଉଦ୍ଧାର, ହଣ୍ଡପା ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗାଁ ବଇଣ୍ଡା ଗ୍ରାମର ଯଶୋବନ୍ତ ସାହୁଙ୍କ ଘରୁ ରବିବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସାପକୁ ହଣ୍ଡପା ବନ ବିଭାଗ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଛି।ଯଶୋବନ୍ତଙ୍କ କହିବାନୁସାରେ, ତାଙ୍କ…

Continue Readingଘରୁ ନାଗ ସାପ ଉଦ୍ଧାର, ହଣ୍ଡପା ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

ଧାର୍ ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ କଟରାରେ ଆକ୍ରମଣ, ବାମ ହାତରେ ଗଭୀର ଆଘାତ

ଅନୁଗୁଳ: ଧାର୍ ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ କଟରାରେ ଆକ୍ରମଣ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଭେରୁ ଗୁଣିଆ ସାହିରେ ଏଭଳି ଅଘଟଣ ଘଟିଛି। ଗୁରୁତର ଯୁବକ ହେଲେ ପଞ୍ଚମହଲା ଭେରୁ ଗୁଣିଆ ସାହିର…

Continue Readingଧାର୍ ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ କଟରାରେ ଆକ୍ରମଣ, ବାମ ହାତରେ ଗଭୀର ଆଘାତ

ଘରୋଇ କଳହର କରୁଣ ପରିଣତି: ଆମ୍ବତୋଟାରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବରସାହି ଗ୍ରାମ ପଞ୍ଚାୟତ ରଙ୍ଗମାଟିଆ ଗାଁ ନିକଟସ୍ଥ ଏକ ଆମ୍ବତୋଟାରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରଙ୍ଗମାଟିଆ ମହାରସାହିର ମେଘୁ ମାହାରଙ୍କ ଝିଅ ସୀମା…

Continue Readingଘରୋଇ କଳହର କରୁଣ ପରିଣତି: ଆମ୍ବତୋଟାରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

ଅନୁଗୁଳ: ଘରୋଇ କଳହ ପାଇଁ ଜୀବନ ହାରିଲେ ଯୁବକ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା ଗ୍ରାମର ଅନିଲ କୁମାର ସିଂହ (୩୪) ଗୁରୁବାର ଆତ୍ମହତ୍ଯା କରିଛନ୍ତି। ସୂଚନା ମୁତାବକ,ଅନିଲଙ୍କ ଘର ମଝିକା ଗାଁ ମଧ୍ୟରେ ହୋଇଥିବା ବେଳେ ସେ ଛକରେ…

Continue Readingଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

ନିଘୋଡ଼ ନିଦରେ ଡ୍ରେସର ରୋଗୀ ହଟହଟା

ଅନୁଗୁଳ: ଗତ ଶନିବାର ରାତିରେ ଅନୁଗୁଳ ମେଡ଼ିକାଲରେ ଦୁଇ ଜଣ ଦୁର୍ଘଟଣା ପୀଡ଼ିତ ବ୍ୟକ୍ତି ସେବା ନପାଇ ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କାର ଯୋଗେ ନାକଟିଦେଉଳରୁ ଭୁବନେଶ୍ବର ଯାଉଥିବା ଦୁଇଜଣ ଯାତ୍ରା କଳାକାର ବନ୍ତଳା ଲାଛବନ୍ଧ…

Continue Readingନିଘୋଡ଼ ନିଦରେ ଡ୍ରେସର ରୋଗୀ ହଟହଟା