ଡିଭାଇଡର୍ ଉପରେ ଚଢ଼ିଗଲା ଟ୍ରକ୍
ବଇଣ୍ଡା: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡା ରେଳ ଓଭର ବ୍ରିଜ ନିକଟରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଯାଇଛି। ଫଳରେ ଡିଭାଇଡର ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ସମୟରେ ଟ୍ରକରୁ ହେଲପର ଡେଇଁ ପଡ଼ିବାରୁ ସେ…
ବଇଣ୍ଡା: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡା ରେଳ ଓଭର ବ୍ରିଜ ନିକଟରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଯାଇଛି। ଫଳରେ ଡିଭାଇଡର ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ସମୟରେ ଟ୍ରକରୁ ହେଲପର ଡେଇଁ ପଡ଼ିବାରୁ ସେ…
ଅନୁଗୁଳ: ଅନୁଗୁଳ ରବିବାର ସାପ୍ତାହିକ ହାଟରୁ ସାଇକେଲ ଯୋଗେ ଘରକୁ ଫେରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ବେପାରୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ନିଶା ଗ୍ରାମର ତ୍ରିଲୋଚନ ସ୍ୱାଇଁ। ସୂଚନା ମୁତାବକ, ତ୍ରିଲୋଚନ ସ୍ୱାଇଁ ଅନୁଗୁଳ ସାପ୍ତାହିକ…
ଅନୁଗୁଳ: ଢାବାରେ ପହଞ୍ଚିଲେ ଆଉ ପୁଣି ମଦ ମାଗିଲେ। ମାଲିକ ମନା କରିବାରୁ ଲୁହା ରଡ଼ରେ କଲେ ଆକ୍ରମଣ। ମଦୁଆଙ୍କ ଆକ୍ରମଣରେ ୫ ଜଣ ଆହତ ହୋଇଥିବା ନେଇ ଅନୁଗୁଳ ସଦର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଅନୁଗୁଳ ସଦର…
ଅନୁଗୁଳ: ପୂଜକଙ୍କ ମୋବାଇଲ ଫୋନ ଚୋରି କରି ଧରାପଡ଼ିଲା ଯୁବକ। ଉତ୍ତମ ମଧ୍ୟମ ଦେଲେ ଲୋକେ।ଅନୁଗୁଳ ଟାଉନ ଥାନା ଅଧୀନସ୍ଥ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ଶିବ ମନ୍ଦିରର ପୂଜକଙ୍କ ମୋବାଇଲ ଫୋନ ଚୋରି କରି ଜଣେ ଯୁବକ ଧରପଡିଛି। ଲୋକେ…
ଅନୁଗୁଳ: ଗତ ଗୁରୁବାର ବନ୍ତଳା ଜଙ୍ଗଲ ବିଭାଗ ରେଞ୍ଜର କର୍ମଚାରୀ ମାନେ ଖବର ପାଇଲେ କି ବେଡା ଶାସନ ଗାଁରେ ବିଦ୍ୟୁତ ଆଘାତରେ ଗୋଟିଏ ମାଙ୍କଡ଼ ଗୁରୁତର ଆହତ ହୋଇଛି। ଜଙ୍ଗଲ ବିଭାଗ ଅଧିକାରୀ ମାନେ ତୁରନ୍ତ ଘଟଣା ସ୍ଥଳକୁ ଯାଇ…
ବଇଣ୍ଡା: ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ହଣ୍ଡପା ଥାନା ଶରଧାମୁଣ୍ଡା ନିକଟରେ ଶୁକ୍ରବାର ଦିନ ଏକ ହାଇୱା ଟ୍ରକ୍ ଧକ୍କାରେ ବଇଣ୍ଡା କଲେଜର ଯୁକ୍ତ ୨ କଳା ବିଭାଗର ଛାତ୍ରୀ ମାମାଲି ଲହରା (୧୭)ଗୁରୁତର ଆହାତ ହୋଇଛନ୍ତି। ଏହି…
ଅନୁଗୁଳ: ହାତୀ ଆକ୍ରମଣରେ ଅନୁଗୁଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ କୁମୁରିସିଂହା ଗ୍ରାମର ଚକ୍ରଧର ବେହେରାଙ୍କ ପୁଅ ମାନସ ବେହେରା (୨୪)। ସୂଚନା ମୁତାବକ, ମାନସ ବିଲକୁ ଯାଇଥିବା ବେଳେ ତାଙ୍କୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧୀନସ୍ଥ ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ପୁରୁଣାପାଣି ସାହିର ପରିତ୍ୟକ୍ତ ଖୋଲା କୂଅରେ ପଡ଼ିଥିବା ଏକ ଜଙ୍ଗଲୀ ବାରହାକୁ ବୁଧବାର ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ କଣିହା ବନ୍ୟାଞ୍ଚଳ ଓ ଅଗ୍ନିଶମର ଭାରପ୍ରାପ୍ତ…
ଅନୁଗୁଳ: ଫେରାର ମଦ ବ୍ୟବସାୟୀଙ୍କୁ ଗିରଫ କଲା ଅନୁଗୁଳ ଜିଲ୍ଲା ରେଙ୍ଗାଳି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମା ଧାଙ୍ଗର (୩୨)। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, କଣିହା ବ୍ଲକ ରେଙ୍ଗାଳି ପୋଲିସ ପକ୍ଷରୁ ଚଳିତ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ପୁଟଗାଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଚାଳକ ଗୁରରୁତର ଆହତ ହୋଇଛନ୍ତି। ସୂଚନା ଯେ, କୋରଡ଼ା ଗାଁର ଭୋଲେଶ୍ଵର ସାହୁ ନିଜ ଯାତ୍ରୀବାହି ଅଟୋରେ…