ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ
ନିଶା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅନୁଗୁଳ ଛେଣ୍ଡିପଦା ରାସ୍ତାର ଜେଏସପିଏଲ ମ୍ୟାଟେରିଆଲ ଗେଟ୍ ନିକଟରେ ଥିବା ଏକ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଗତ…
ନିଶା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅନୁଗୁଳ ଛେଣ୍ଡିପଦା ରାସ୍ତାର ଜେଏସପିଏଲ ମ୍ୟାଟେରିଆଲ ଗେଟ୍ ନିକଟରେ ଥିବା ଏକ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଗତ…
ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପିତାବଳିବାହାଳ ଗାଁରେ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ୱାମୀଙ୍କ ନାଁରେ ଅଭିଯୋଗ ହୋଇଛି। ପୀଡ଼ିତା ହେଲେ ସୁନିତା ସାହୁ। ସୁନିତା ସାହୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ନଗେନ ସାହୁ ତାଙ୍କୁ ମାଡ଼…
ଅନୁଗୁଳ: ବଅଁରପାଳ ନିକଟସ୍ଥ ଆଶା ଟକିଜ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ମୋବାଇଲ୍ ଦୋକାନରେ ଚୋରି ବେଳେ ପୋଲିସ ଦୁଇଜଣଙ୍କୁ କାବୁ କରି କୋର୍ଟଚାଲାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ବଅଁରପାଳ ପଞ୍ଚାୟତ ଅପ୍ରତିପୁର ଗ୍ରାମର ପ୍ରକାଶ ଭୋଇ…
ଅନୁଗୁଳ: ରାସ୍ତା ମଝିରେ ବାଉଁଶ ବୋଝେଇ ଭ୍ୟାନରୁ ଖସିଗଲା ବାଉଁଶ। ସୌଭାଗ୍ୟବଶତଃ ସେହି ସମୟରେ କେହି ଯାତାୟାତ କରୁ ନ ଥିବାରୁ ଆଜି ଏକ ବଡ଼ ବିପଦ ଟଳି ଯାଇଛି। ସୂଚନା ମୁତାବକ, ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କୁ ଟଙ୍କା ମାଗୁଥିବା ଜଣେ ଯୁବକଙ୍କୁ ଆଜି ପୋଲିସ ଧରିଛି। ସୂଚନା ମୁତାବକ, ଆଜି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଧାଡ଼ିରେ ଛିଡା ହୋଇଥିଲେ। ବଅଁରପାଳ ଅଞ୍ଚଳର ଯଦୁ ନାଏକଙ୍କ ପୁଅ…
ପାଳଲହଡ଼ା: ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ। ଆଜି ସ୍ଥାନୀୟ ଈଶ୍ୱର ନଗର ପଞ୍ଚାୟତ ବୋଡାପଦା ଗାଁର ଜଣେ ଯୁବକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ପଦ୍ମ ଲୋଚନ ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ…
ଅନୁଗୁଳ: ଷଣ୍ଢ ପିଟି ହୋଇଯିବାରୁ ବାଇକ୍ରୁ ତଳେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମର କନ୍ଦର୍ପ ବାରିକଙ୍କ ପୁଅ ରାଜେଶ ବାରିକ (୨୭)। ସୂଚନା ମୁତାବକ, ଶୁକ୍ରବାର ରାତି…
ଅନୁଗୁଳ: ବଅଁରପାଳ ବ୍ଲକ ତଳମୂଳ ଶାସନର ନାଉପାଳ ଗାଁର ମୋହନ ଗୋଛାୟତଙ୍କ ଶୌଚାଳୟରୁ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ପାଖାପାଖି ୮-୯ ଫୁଟ ହେବ। ଖବର ପାଇ ପିପୁଲ ଫର ଆନିମଲର ଚେୟାରପର୍ସନ ବିପ୍ଳବ ମହାପାତ୍ର ପହଞ୍ଚି ସ୍ବେଚ୍ଛାସେବୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣପଲ୍ଲୀ ଗ୍ରାମର ଜଣେ ଯୁବକ ଆଜି ଚୁଡା ଖାଇ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ଯକ୍ତି ହେଲେ ଶେଷ ଦେବ ମିର୍ଦ୍ଧା (୩୦)। ସେ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଋଣ ଆଣି ସୁଝି…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତ ଶିରିଗିଡା ଗ୍ରାମରେ ଜଣଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାଇଧର ଦାସଙ୍କ ପୁଅ ଜିତୁ ଦାସ। ସୂଚନା ଅନୁସାରେ, ରବିବାର ରାତିରେ ଜିତୁଙ୍କୁ ଏକ ଜନ୍ତୁ କାମୁଡ଼ିବା ପରେ…