ଦୁଇ ପରିବାର ମଧ୍ୟରେ ମାଡ଼ପିଟ, ଦମ୍ପତି ଆହତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ସ୍ୱାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବାଲିପଟ୍ଟା ଗ୍ରାମର ବିଳାସିନୀ ଗତ…

Continue Readingଦୁଇ ପରିବାର ମଧ୍ୟରେ ମାଡ଼ପିଟ, ଦମ୍ପତି ଆହତ

ଏନଟିପିସି ଆସପଣ୍ଡରୁ ରାତି ଅଧିଆ ପାଇପ୍ ଚୋରି ଅଭିଯୋଗ, ଦୁଇ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଆସପଣ୍ଡ ଷ୍ଟେଜ ୨ ରେ ଶନିବାର ବିଳମ୍ବିତ ରାତିରେ ପାଇପ ଚୋରି କରି ନେଉଥିବା ବେଳେ କଣିହାଁ ପୋଲିସ ପେଟ୍ରୋଲିଂ ସମୟରେ ଦୁଇ ଜଣକୁ ଗିରଫ କରି ଚୋରି ସାମଗ୍ରୀ ଜବତ…

Continue Readingଏନଟିପିସି ଆସପଣ୍ଡରୁ ରାତି ଅଧିଆ ପାଇପ୍ ଚୋରି ଅଭିଯୋଗ, ଦୁଇ ଗିରଫ

ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

ଅନୁଗୁଳ: ତାଳଚେର ହାଣ୍ଡିଧୁଆ ଅଞ୍ଚଳରେ ରହୁଥିବା ଜଣେ ଅଟୋ ଚାଳକଙ୍କ ମା ଝିଅ ଗୋଟିଏ ବଖରାରେ ଶୋଇ ଥିବାବେଳେ ଶନିବାର ରାତିରେ ବିଷାକ୍ତ ସାପ ଉଭୟଙ୍କୁ କାମୁଡି ଦେଇଥିଲା ସକାଳେ ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ମଣ୍ଡାପାଳ ଓ ପରେ ଅବସ୍ଥା…

Continue Readingସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

ବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ହଣ୍ଡପା ଗ୍ରାମର ଶରତ ସାହୁଙ୍କ ଗୁହାଳରୁ ଏକ ବଳଦ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଛେଣ୍ଡିପଦା ଥାନା ଡେଉଁରିଆଝରଣ ଗ୍ରାମର ଦୀପୁ ନାୟକ। ଏ ନେଇ ପୋଲିସ ୧୧୭/୨୩ ରେ…

Continue Readingବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ଅବକାରୀ ଚଢଉ: ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୬ ଗିରଫ

ବଇଣ୍ଡା: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିନ ଆଠମଲ୍ଲିକ ଥାନା ଅଞ୍ଚଳରେ ଚଢାଉ କରାଯାଇ ଚୋରା ଦେଶୀ ମହୁଲି ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାହୋଇଛି। ଓଡ଼ସିଙ୍ଗା ଗ୍ରାମରେ ଚଢାଉ କରି କାଳିଆ ବେହେରାଙ୍କ ଘରୁ…

Continue Readingଅବକାରୀ ଚଢଉ: ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୬ ଗିରଫ

ବିବାହର ୨ ବର୍ଷ ପରେ ଯୌତୁକ ଯାତନା: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ବନ୍ଧା ହେଲା ସ୍ୱାମୀ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଭଉଣୀକୁ ହତ୍ୟା ଉଦ୍ୟମ କରିଥିବା ଭିଣୋଇ ନାଁରେ ଅଭିଯୋଗ କରିଛି ଭାଇ। କରଡ଼ାବାହାଳୀ ଗ୍ରାମର ସୁନୀଲ ମହାପାତ୍ରଙ୍କ ଭଉଣୀ ରିତା ମହାପାତ୍ରଙ୍କୁ ତାଙ୍କ ସ୍ୱାମୀ କଣ୍ଟାବଣିଆ ଥାନା ରକଲା ଗ୍ରାମର ବିଶ୍ୱଜିତ ମହାପାତ୍ର ମଙ୍ଗଳବାର…

Continue Readingବିବାହର ୨ ବର୍ଷ ପରେ ଯୌତୁକ ଯାତନା: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ବନ୍ଧା ହେଲା ସ୍ୱାମୀ

ଦେଶୀ ବନ୍ଧୁକ ଧରି ଶିକାର ଖୋଜୁଥିବା ଯୁବକକୁ ମାଡ଼ି ବସିଲେ ବନ କର୍ମଚାରୀ

ଆଠମଲ୍ଲିକ: ହାତୀଧରା ସଂରକ୍ଷିତ କମ୍ପାଲମେଣ୍ଟରେ ହାତରେ ଦେଶୀ ବନ୍ଧୁକ ଧରି ଶିକାର ଉଦ୍ଦେଶ୍ୟରେ ଯାଉଥିବା ଜଣେ ଯୁବକକୁ ଆଠମଲ୍ଲିକ ବନ ବିଭାଗ ଗିରଫ କରିଛି।ଗିରଫ ବ୍ୟକ୍ତି ହେଲେ ଅଏଡା ପଞ୍ଚାୟତ କୁଟୁଙ୍ଗା ଗ୍ରାମର ବିରଞ୍ଚି ଦେହୁରୀ। ବିରଞ୍ଚି ଶିକାର କରିବାକୁ ଏକ…

Continue Readingଦେଶୀ ବନ୍ଧୁକ ଧରି ଶିକାର ଖୋଜୁଥିବା ଯୁବକକୁ ମାଡ଼ି ବସିଲେ ବନ କର୍ମଚାରୀ

ଖୋଲା କୂଅରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଅନୁଗୁଳ: ଅନୁଗୁଳ ସହରସ୍ଥିତ ଲକି ଟାଇପ୍ ଛକ ଠାରେ ଥିବା ଏକ କୂଅରୁ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ସୁସୁଡା ଅଞ୍ଚଳର ପ୍ରମୋଦ କୁମାର ସାହୁ ବୋଲି ଜଣାଯାଇଛି। ସୂଚନା ଯେ, ଲକି ଟାଇପ୍ ଛକ ଠାରେ ଏକ…

Continue Readingଖୋଲା କୂଅରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଧା ହେଲେ ଦୁଇ ବ୍ୟାଙ୍କ ଅଧିକାରୀ

ବଅଁରପାଳ: ଚାଳକଙ୍କୁ ମାଡ଼ ମାରି ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲାରେ ନାଲ୍‌କୋନଗର ପୋଲିସ ଦୁଇ ଜଣ ବ୍ୟାଙ୍କ୍ ଅଧିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଧିକାରୀ କଟକ ସ୍ଥିତ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ପରିଚାଳକ ଶଶୀକାନ୍ତ ସୂତାର ଓ ସୁନ୍ଦରପାଲୀ କିରଣ।…

Continue Readingରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଧା ହେଲେ ଦୁଇ ବ୍ୟାଙ୍କ ଅଧିକାରୀ

ଦୋକାନରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହେଲା ଆସବାବପତ୍ର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଚନ୍ଦ୍ରବାହଳ ଠାରେ ଏକ ଦୋକାନ ପୋଡି ପାଉଁଶ ହୋଇଯାଇଥିବା ନେଇ ସୂଚନା ମିଳିଛି। ରିପୋର୍ଟ ମୁତାବକ, ଆଜି ରାତିରେ ଚନ୍ଦ୍ରବାହଳ ଠାରେ ଥିବା ଏକ ଦୋକାନରେ କେହି ଜଣେ ନିଆଁ ଲଗାଇ ଦେଇଥିଲେ। ଖବର…

Continue Readingଦୋକାନରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହେଲା ଆସବାବପତ୍ର