ବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ନାଲ୍‌କୋ ନଗର ଥାନା ଅଞ୍ଚଳରେ ବୁଧବାର ଚଢ଼ଉ କରାଯାଇ ବ୍ରାଉନ୍‌ସୁଗର୍ ଜବତ କରାଯିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ,ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ କାଣ୍ଡସର ଗାଁ…

Continue Readingବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ରାସ୍ତାରେ କାର ଅଟକାଇ ମାଲିକ ଓ ବାନ୍ଧବୀଙ୍କୁ ମାରପିଟ କରିବା ଅଭିଯୋଗ, ନାଲକୋ ଥାନାରେ ମାମଲା ରୁଜୁ

ଅନୁଗୁଳ: ନାଲକୋ ଅନୁଗୁଳ କେନାଲ ରାସ୍ତା ତଥା କାଣ୍ଡସର ଆମ୍ବୁରୀ ପାର୍ଶ୍ୱ କେନାଲ ବନ୍ଧ ଉପରେ କାର ଅଟକାଇ କିଛି ଲୋକ କାର ମାଲିକ ଓ ତାଙ୍କ ବାନ୍ଧବୀଙ୍କୁ ମାରପିଟ କରିଛନ୍ତି। ଏ ନେଇ କାର ମାଲିକ ଥାନାରେ ଲିଖିତ ଅଭିଯୋଗ…

Continue Readingରାସ୍ତାରେ କାର ଅଟକାଇ ମାଲିକ ଓ ବାନ୍ଧବୀଙ୍କୁ ମାରପିଟ କରିବା ଅଭିଯୋଗ, ନାଲକୋ ଥାନାରେ ମାମଲା ରୁଜୁ

ସରକାରୀ କାମ ପାଇଁ ଗଦା ହୋଇଥିବା ବିଦ୍ୟୁତ ଖୁଣ୍ଟ ଲୁଟିନେଲେ ଦୁର୍ବୃତ୍ତ, ଜାଣିପାରିଲାନି ପୋଲିସ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଫୁଲଝରି ଠାରୁ ଛେଣ୍ଡିପଦା ପର୍ଯ୍ୟନ୍ତ ନୂତନ ଏଗାର କେଭି ବିଦ୍ୟୁତ ଲାଇନ କାର୍ଯ୍ୟ ନିମନ୍ତେ ରାସ୍ତା କଡ଼ରେ ରଖାଯାଇଥିବା ବିଦ୍ୟୁତ ଖୁଣ୍ଟଗୁଡିକ ମଧ୍ୟରୁ କିଛି ଚୋରି ହୋଇଯାଇଛି। ଏ ନେଇ ଠିକାଦାର ଗୌତମ ମାଝୀ ଛେଣ୍ଡିପଦା ଥାନାରେ…

Continue Readingସରକାରୀ କାମ ପାଇଁ ଗଦା ହୋଇଥିବା ବିଦ୍ୟୁତ ଖୁଣ୍ଟ ଲୁଟିନେଲେ ଦୁର୍ବୃତ୍ତ, ଜାଣିପାରିଲାନି ପୋଲିସ

ରାତି ଅଧିଆ ବାସନ୍ତୀ ଦୁର୍ଗା ମାଧବଙ୍କ ମନ୍ଦିରରୁ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଅନୁଗୁଳ : ସ୍ଥାନୀୟ କାଙ୍ଗୁଲା ପଞ୍ଚାୟତ ବେନ୍ତପୁର ଗ୍ରାମର ମା' ବାସନ୍ତୀ ଦୁର୍ଗା ମାଧବଙ୍କ ବିଗ୍ରହରୁ କେହି ଗହଣା ଚୋରି କରି ନେଇ ଯାଇଛି। ଦେବୀଙ୍କ ମୁଖରୁ ରୁପା ଆଖି, ନାକ, ପାଟି ଓ କାନ ଚୋରି ହୋଇଛି। ଆଜି ପୂର୍ବାହ୍ନରେ…

Continue Readingରାତି ଅଧିଆ ବାସନ୍ତୀ ଦୁର୍ଗା ମାଧବଙ୍କ ମନ୍ଦିରରୁ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କଲେ ବୋହୂ

ଛେଣ୍ଡିପଦା: ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ନିଜ ସ୍ୱାମୀ ତଥା ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତା ଅଭିଯୋଗ…

Continue Readingଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କଲେ ବୋହୂ

ରାତି ଅଧିଆ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଫଳ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଜରପଡ଼ା ଥାନା କଞ୍ଜରା ମୁଣ୍ଡା ସାହିର ସତ୍ୟବାଦୀ ସାହୁ ଗୁରୁବାର ରାତିରେ ଜିନ୍ଦଲ କମ୍ପାନୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଲୁଟ ଉଦ୍ୟମ ହୋଇଛି। ଏ ନେଇ ସେ ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…

Continue Readingରାତି ଅଧିଆ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଫଳ, ହସ୍ପିଟାଲରେ ଭର୍ତ୍ତି

ପିକଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ଆରୋହୀ ଗୁରୁତର

ଛେଣ୍ଡିପଦା: ଛେଣ୍ଡିପଦା ଥାନା ସନ୍ତରାବନ୍ଧ ମହିଷାମର୍ଦ୍ଦିନୀ ପୀଠ ନିକଟରେ ବିଦ୍ୟୁତ ବିଭାଗ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ କୋଶଳା ଗ୍ରାମର ବରୁଣ ବେହେରାଙ୍କ ପୁଅ ସରୋଜ…

Continue Readingପିକଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ଆରୋହୀ ଗୁରୁତର

ଠିକା ଅଧିକାରୀଙ୍କ ରାସଲୀଳା: ପ୍ରେମିକାର ସ୍ବାମୀଙ୍କ ମାଡ଼ରେ ଘାଇଲା

ଅନୁଗୁଳ: ଅମଲାପଡ଼ା କଲୋନୀର ଏକ କ୍ୱାଟର ଭିତରେ ରାସଲୀଳା ଚାଲିଥିବାବେଳେ ଧରାପଡ଼ି ହଟହଟା ହୋଇଛନ୍ତି ଜଣେ ଠିକା ଅଧିକାରୀ। ଏହି ଠିକା ଅଧିକାରୀ ଜଣେ ସୁନ୍ଦରୀ ମହିଳା କର୍ମଚାରୀଙ୍କ ସହ ଅନେକ ସମୟରେ ରାସଲୀଳାରେ ମାତି ଥାଆନ୍ତି।ବିଶ୍ଵସ୍ତ ସୂତ୍ରରୁ ଖବର ପାଇ…

Continue Readingଠିକା ଅଧିକାରୀଙ୍କ ରାସଲୀଳା: ପ୍ରେମିକାର ସ୍ବାମୀଙ୍କ ମାଡ଼ରେ ଘାଇଲା

ହଠାତ୍ ଜଳିଗଲା ୧୦ ପାଳଗଦା, କାରଣ ଅସ୍ପଷ୍ଟ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗଜାବୁରୀ ଖଳମାଳରେ ବୁଧବାର ମଧ୍ୟାହ୍ନରେ ନିଆଁ ଲାଗି ୧୦ ଟି ପାଳଗଦା ପୋଡି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ମଧ୍ୟାହ୍ନରେ କୌଣସି କାରଣରୁ ଛେଣ୍ଡିପଦା ଗ୍ରାମ ତଳ ସାହିର ପ୍ରଶାନ୍ତ ବେହେରା, ଜଗା ସାହୁ,…

Continue Readingହଠାତ୍ ଜଳିଗଲା ୧୦ ପାଳଗଦା, କାରଣ ଅସ୍ପଷ୍ଟ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ: ଆଜି ସକାଳେ ଵନ୍ତଳା ଥାନା ଅନ୍ତର୍ଗତ ବସଲା ଗାଁରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ସିଦ୍ଧେଶ୍ଵର ସେଠୀ (୬୦) ନାମକ ଜଣେ ବୃଦ୍ଧ ସକାଳୁ ଗାଁ ପାଖ ଜୋରକୁ ଗାଧୋଇବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା।…

Continue Readingହାତୀ ଆକ୍ରମଣରେ ବୃଦ୍ଧ ମୃତ