ଅନୁଗୁଳ ଲକ୍ଷ୍ମୀପୂଜାର ୬୫ ବର୍ଷର ଐତିହ୍ୟ ଓ ପରମ୍ପରା

ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ବଜାରରେ ୧୯୬୦ ମସିହାରେ ପ୍ରଥମଥର ପାଇଁ ସାର୍ବଜନୀନ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା। ତହିଁ ପରବର୍ଷ ବଜାର ଛକରେ ଲକ୍ଷ୍ମୀପୂଜା ଆରମ୍ଭ ହେଲା। ତାପରେ କିଛି ବର୍ଷ ପରେ ବସ୍ ଷ୍ଟାଣ୍ଡ ପୂଜା କମିଟି ଏବଂ ଧୀରେ ଧୀରେ…

Continue Readingଅନୁଗୁଳ ଲକ୍ଷ୍ମୀପୂଜାର ୬୫ ବର୍ଷର ଐତିହ୍ୟ ଓ ପରମ୍ପରା

ତାଳଚେରରେ ଦୁର୍ଗା ପୂଜା: ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

ଅନୁଗୁଳ: ଶାରଦୀୟ ଦୁର୍ଗା ପୂଜା ଅବସରରେ କଳାହୀରାର ସହର ତାଳଚେର ଉତ୍ସବମୁଖର ହୋଇଉଠିଛି। ମା ଦଶଭୂଜାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପୂଜା ମଣ୍ଡପଗୁଡ଼ିକେ ମୁଖରିତ ହୋଇଛି। ଗତକାଲି ମହାଅଷ୍ଟମୀ ପୂଜାରେ ବହୁ ମହିଳା ଶ୍ରଦ୍ଧାଳୁ ମାଙ୍କ ଆରାଧନା କରିଥିବା ବେଳେ…

Continue Readingତାଳଚେରରେ ଦୁର୍ଗା ପୂଜା: ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

ବଅଁରପାଳରେ ଦୁର୍ଗା ପୂଜା ଉତ୍ସବ ମୁଖର

ବଅଁରପାଳ: ଶାରଦୀୟ ଦୁର୍ଗା ପୂଜା ପାଇଁ ବଅଁରପାଳ ଉତ୍ସବମୁଖର ହୋଇଛି। ୪ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ୩ ଅକ୍ଟୋବର ଶୁକ୍ରବାର ଭଷାଣି ଉତ୍ସବରେ ସମାପନ ହେବ। ୨୯ ତାରିଖରେ କଳସ ଯାତ୍ରା ସହ ମାଙ୍କୁ ଆବାହନ କରାଯାଇଥିଲା।…

Continue Readingବଅଁରପାଳରେ ଦୁର୍ଗା ପୂଜା ଉତ୍ସବ ମୁଖର

ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ

ତାଳଚେର: ଆଶ୍ୱିନ ମାସରେ ଦଶହରା ଉପଲକ୍ଷେ ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଘୋଡ଼ାଶାଳ ନିକଟସ୍ଥ ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ପୂଜକମାନେ ଶୁକ୍ଳବସ୍ତ୍ର ପରିଧାନ କରି ପ୍ରାତଃ ସମୟରେ ମା’ଙ୍କୁ ସ୍ନାନ କରାଇ କଳାଶାଢ଼ୀ,…

Continue Readingମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ

ଆଜି ଠାରୁ ଆରମ୍ଭ ହେଉଛି “ଭାଗବତ ସପ୍ତାହ”: ୭ ଦିନ ବ୍ୟାପି ଭାଗବତ ପଠନ ଏବଂ ପାରାୟଣ

ଅନୁଗୁଳ: ତାଳନବମୀ ଠାରୁ ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଅନୁଷ୍ଠିତ ହେଉଛି ଭାଗବତ ସପ୍ତାହ। ଆଜି ଠାରୁ ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠ ମନ୍ଦିରରେ ଭାଗବତ ସପ୍ତାହ ପାଳିନ ହେଉଅଛି। ଗତ କାଲି ଅଧିବାସ କର୍ମ ସାରିଥିବା ବେଳେ ଆଜି…

Continue Readingଆଜି ଠାରୁ ଆରମ୍ଭ ହେଉଛି “ଭାଗବତ ସପ୍ତାହ”: ୭ ଦିନ ବ୍ୟାପି ଭାଗବତ ପଠନ ଏବଂ ପାରାୟଣ

ଗୋତମରା ଗ୍ରାମରେ ମା’ ମହାପାଟଙ୍କ ବାର୍ଷିକ ପୂଜା

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗୋତମରା ଗ୍ରାମର ଲ ଅଧିଷ୍ଠାତ୍ରୀ ଦେବୀ ମା' ମହାପାଟଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଛି । ବୁଧବାର ସକାଳେ ମା'ଙ୍କ ଆଲାମ ଦିଅଁଘରୁ ବାଜା, ଛତି, ତରାଶ ଧରି ଗ୍ରାମ ପରିକ୍ରମା କରି ପୀଠକୁ…

Continue Readingଗୋତମରା ଗ୍ରାମରେ ମା’ ମହାପାଟଙ୍କ ବାର୍ଷିକ ପୂଜା

ମା’ ପିତାବଳୀ ଠାକୁରାଣୀଙ୍କ ବାର୍ଷିକ ପୂଜା

ଅନୁଗୁଳ: ଅନୁଗୁଳ ଜିଲ୍ଲା କାଣ୍ଡସର ଗାଁର ଆରାଧ୍ୟ ଗ୍ରାମଦେବୀ ପିତାବଳି ଓ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ପୀଠରେ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରଗୁଡ଼ି ସାହି ଏବଂ ଗଉଡ ସାହିର ଦିଅଁ ଘରଠାରୁ ଠାକୁରାଣିଙ୍କ ଆଲମ, ଚାମର, ଢୋଲ ବାଦ୍ୟର ଶୋଭାଯାତ୍ରାରେ…

Continue Readingମା’ ପିତାବଳୀ ଠାକୁରାଣୀଙ୍କ ବାର୍ଷିକ ପୂଜା

ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓ.ସି.ସି କଲୋନୀ ନିକଟସ୍ଥ ଆଖଣ୍ଡଳମଣି ଓ ମା' ସନ୍ତୋଷୀ ମନ୍ଦିର ପରିସରରେ ମା' ହିଙ୍ଗୁଳା ଓ ମା' ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ପ୍ରତ୍ୟୁଷରୁ ମନ୍ଦିରରେ ଯଥା…

Continue Readingମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଅନୁଗୁଳ: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଏ। କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର…

Continue Readingଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ମା’ ପିତାବଳୀଙ୍କ ବାର୍ଷିକ ପୂଜା: ଅଧିଆ ପଡ଼ିଲେ ଶହଶହ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତ ସାହାରାଗୋଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ପିତାବଳୀଙ୍କ ବାର୍ଷିକ ପୂଜା ସୋମବାର ମହାସମାରୋହରେ ପାଳିତ ହୋଇଛି। ବିଧି ବିଧାନ ଅନୁଯାୟୀ, ଦିନକ ପୂର୍ବରୁ ସନ୍ଧ୍ୟାରେ ମାଆଙ୍କୁ ଆରାଧନା କରାଯାଇ ନିମନ୍ତ୍ରଣ କରାଯାଇଥିଲା। ଆଜି ମଧ୍ୟାହ୍ନରେ…

Continue Readingମା’ ପିତାବଳୀଙ୍କ ବାର୍ଷିକ ପୂଜା: ଅଧିଆ ପଡ଼ିଲେ ଶହଶହ ଶ୍ରଦ୍ଧାଳୁ