ବାସନ୍ତୀ ଦୁର୍ଗାପୂଜା: ମୀନା ବଜାର,ଫୁଡଷ୍ଟଲ ଓ ଡ୍ୟାନସ୍ ମୁଖ୍ୟ ଆକର୍ଷଣ

ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଦେବୀଙ୍କ ବାସନ୍ତିକ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳେ ସୂର୍ଯ୍ୟପୂଜା,ଗୋ ପୂଜା,ଚଣ୍ଡୀ ପାଠ ହୋମ ଆଳତୀ ଆଦି କ୍ରମାନ୍ୱୟରେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଦେବୀ ଦର୍ଶନ କରିବା…

Continue Readingବାସନ୍ତୀ ଦୁର୍ଗାପୂଜା: ମୀନା ବଜାର,ଫୁଡଷ୍ଟଲ ଓ ଡ୍ୟାନସ୍ ମୁଖ୍ୟ ଆକର୍ଷଣ

ଆକର୍ଷଣୀୟ ମେଢ଼ ଓ ତୋରଣରେ ଝଲସୁଛି ବାସନ୍ତୀ ଦୁର୍ଗା ପୂଜା ମଣ୍ଡପ

ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ କଳସ ଯାତ୍ରା,ଦେବୀଙ୍କ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡଶ ଉପଚାର ପୂଜା,ଚଣ୍ଡୀପାଠ,ହୋମ, ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା। ଦୁର୍ଗାପୂଜା ଅବସରରେ ୨୦ରୁ ଅଧିକ ଷ୍ଟଲ…

Continue Readingଆକର୍ଷଣୀୟ ମେଢ଼ ଓ ତୋରଣରେ ଝଲସୁଛି ବାସନ୍ତୀ ଦୁର୍ଗା ପୂଜା ମଣ୍ଡପ

ବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ

ଅନୁଗୁଳ: ଆଜି ଅପରାହ୍ନରେ ମା ବାସନ୍ତୀ।ଦୁର୍ଗା ପୂଜା କମିଟି ଅମଲା ପଡ଼ା ପକ୍ଷରୁ ବିଲ୍ଵବରଣ ଆୟୋଜିତ ହୋଇଥିଲା। ବେଲ ଗଛକୁ ନିତିକାନ୍ତି ସହ ପୂଜାର୍ଚ୍ଚନା ପରେ ଦେବୀଙ୍କ ପ୍ରତିମୂର୍ତ୍ତିରେ ଚକ୍ଷୁ ଦାନ କରାଯାଇଥିଲା। ଚକ୍ଷୁଦାନ ପରେ ଦେବୀଙ୍କ ମୁହଁର ଆଭରଣ ଖୋଲାଯାଇ…

Continue Readingବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ

ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ, ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ କରାଗଲା ପୂଜା

ତାଳଚେର: ତାଳଚେରର ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠରେ ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ ହୋଇଛି। ଦିନରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା। ସେଠାରେ…

Continue Readingଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ, ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ କରାଗଲା ପୂଜା

ସପ୍ତଦଶ ତମ ମା ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ

ଅନୁଗୁଳ: ଆସନ୍ତା ୨୭ ତାରିଖରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅମଲାପଡ଼ା ମା ବାସନ୍ତୀ ଦୁର୍ଗା ପୂଜା ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଇତି ମଧ୍ୟରେ କଟକର କାରିଗର ମୂର୍ତ୍ତି ନିର୍ମାଣ ଶେଷ କରିଛନ୍ତି। କେବଳ…

Continue Readingସପ୍ତଦଶ ତମ ମା ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ

ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ତରଫରୁ ପଖାଳ ଦିବସ ପାଳିତ, ମଜା ନେଲେ ଆବାଳ-ବୃଦ୍ଧ-ବନିତା

ଅନୁଗୁଳ: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଲୋକାଦୃତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଆଜି ଅପରାହ୍ନରେ ଅନୁଗୁଳ ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ତରଫରୁ ବେଦଭବନ ଠାରେ ପଖାଳ ଦିବସ ପାଳିତ…

Continue Readingରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ତରଫରୁ ପଖାଳ ଦିବସ ପାଳିତ, ମଜା ନେଲେ ଆବାଳ-ବୃଦ୍ଧ-ବନିତା

ନୂଆହତା ଗୋପାଳସାହିରେ ୨୩ତମ ତିନି ଦୋଳ ଯାତ୍ରା ଆୟୋଜିତ, ଗାଁ ବୁଲି ଭୋଗ ଖାଇଲେ ଠାକୁର

ବଅଁରପାଳ: ବଅଁରପାଳ ବ୍ଲକ ନୂଆହତା ଗୋପାଳ ସାହି ଠାରେ ୨୩ତମ ତିନି ଦୋଳ ଯାତ୍ରା ବହୁ ଆଡ଼ମ୍ବରରେ ପାଳିତ ହୋଇଛି। ଚୈତ ମାସ ଶୁକ୍ଳ ପକ୍ଷରେ ଏହି ପର୍ବ ପାଳିତ ହୋଇଥାଏ। ଠାକୁରଙ୍କ ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମା ପର ଠାରୁ ପଞ୍ଚୁଦୋଳ…

Continue Readingନୂଆହତା ଗୋପାଳସାହିରେ ୨୩ତମ ତିନି ଦୋଳ ଯାତ୍ରା ଆୟୋଜିତ, ଗାଁ ବୁଲି ଭୋଗ ଖାଇଲେ ଠାକୁର

ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଦୋଳ ଯାତ୍ରା, ପାଲିଙ୍କିରେ ନଗର ପରିକ୍ରମା କଲେ ଦେବୀ

ଆଠମଲ୍ଲିକ:  ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା' ମାହେଶ୍ୱରୀଙ୍କ ଦୋଳ ଯାତ୍ରା ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିସହ ପାଲିଙ୍କିରେ ମା' ନଗର ପରିକ୍ରମା କରି ମେଳଣ ମଣ୍ଡପରେ ବିଜେ ହୋଇଛନ୍ତି। ମା'ଙ୍କ ଦୋଳଯାତ୍ରା ଉପଲକ୍ଷେ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରକୁ ସାଜସଜା…

Continue Readingଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଦୋଳ ଯାତ୍ରା, ପାଲିଙ୍କିରେ ନଗର ପରିକ୍ରମା କଲେ ଦେବୀ

ଅନୁଗୁଳରେ ଦୋଳପୂର୍ଣ୍ଣିମା

ଅନୁଗୁଳ: ସ୍ଥାନୀୟ ମଦନମୋହନ ମନ୍ଦିରରେ ଦୋଳପର୍ବ ନୀତି କାନ୍ତି ସହ ପାଳିତ ହୋଇଯାଇଛି। ସକାଳୁ ମନ୍ଦିରରେ ନୀତି କାନ୍ତି ସହ ପୂଜାର୍ଚ୍ଚନା ଭୋଗ ଆଦି ଲାଗି ହେବାପରେ ଅପରାହ୍ନରେ ଶ୍ରୀ ରାଧା ଓ ମଦନମୋହନଙ୍କୁ ସୁସଜ୍ଜିତ ପାଲିଙ୍କିରେ ଦୋଳ ମଣ୍ଡପକୁ ନିଆ…

Continue Readingଅନୁଗୁଳରେ ଦୋଳପୂର୍ଣ୍ଣିମା

ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଭୂମି ପୂଜନ ଶେଷ, ଆସନ୍ତା ୨୭ ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ

ଅନୁଗୁଳ: ଆଜି ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା ପାଇଁ ମାଟି ଉଠାଯାଇଛି। ଚଳିତବର୍ଷ ଖୁବ୍ ଧୁମଧାମରେ ମା'ଙ୍କର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଓ ଉପଦେଷ୍ଟା ପ୍ରଦୀପ ଦେବତା ସୂଚନା…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଭୂମି ପୂଜନ ଶେଷ, ଆସନ୍ତା ୨୭ ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ