୭୦ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ତାଲିମ

ଅନୁଗୁଳ: ଅନୁଗୁଳ ପୋଲିସ ଟ୍ରେନିଂ କଲେଜ ପରିସରରେ ୭୦ ଜଣ ଜଣ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ତାଲିମ ଦିଆଯାଇଥିଲା। ବନ୍ଧୁକକୁ କେଉଁ ପରିସ୍ଥିତିରେ ଓ କିଭଳି ଚଳାଇବେ ଏବଂ ଏହାର ସୁରକ୍ଷା ନେଇ ପୋଲିସ ପକ୍ଷରୁ ତାଲିମ ଦିଆଯାଇଥିଲା। ଏହି…

Continue Reading୭୦ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ତାଲିମ

ଏଥର ରଜରେ ମେଘୁଆ ପାଗ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ତାପମାତ୍ରା ବଢ଼ିବ। ତାପମାତ୍ରା ବୃଦ୍ଧି ଯୋଗୁଁ ଗରମ ଗୁଳୁଗୁଳି ବୃଦ୍ଧି ପାଇବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରା ତାତିର ପ୍ରଭାବ ଅଧିକ ରହିବାକୁ ଥିବା ବେଳେ ଉପକୂଳରେ ଗୁଳୁଗୁଳି କଲବଲ କରିବ। ପ୍ରାୟ ୧୦ ତାରିଖ ପର୍ଯ୍ୟନ୍ତ…

Continue Readingଏଥର ରଜରେ ମେଘୁଆ ପାଗ

ଏଡିଇଓଙ୍କୁ ବଦଳି ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଆମ୍ବପାଳ ଓ ବାମୁର ପଞ୍ଚାୟତରେ କାର୍ଯ୍ୟ କରୁଥିବା ଏଡିଇଓ ନଚିକେତା ପ୍ରଧାନକୁ ନେଇ ବିବାଦ ଦେଖା ଦେଇଛି। ସେ ଦୁଇଟି ପଞ୍ଚାୟତର ଏଡିଇଓ ଦାୟିତ୍ଵ ତୁଲାଉଥିବା ବେଳେ ଉଭୟ ପଞ୍ଚାୟତକୁ ଆସୁନଥିବା ସରପଞ୍ଚ ମାନେ…

Continue Readingଏଡିଇଓଙ୍କୁ ବଦଳି ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ

ପରକୀୟା ପ୍ରେମ : ରାତି ଅଧରେ ପର ମହିଳାଙ୍କ ଘରେ ପଶି ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ

ଅନୁଗୁଳ: ପରକୀୟା ପ୍ରୀତିରୁ ପିଟାଖାଇଲେ ଯୁବକ। ରାତି ଅଧରେ ପର ମହିଳାଙ୍କ ଘରେ ପଶି ହେଲେ ଅପଦସ୍ତ। ପ୍ରେମିକକୁ ପଡ଼ିଶା ଘର ଲୋକ ବାନ୍ଧିବା ସହ ଭିଡିଓ କରି ଗଣମାଧ୍ୟମରେ ଭାଇରାଲ କରିଛନ୍ତି। ଏନେଇ ଉଭୟ ପକ୍ଷରୁ ଖମାର ଥାନାରେ ମାମଲା…

Continue Readingପରକୀୟା ପ୍ରେମ : ରାତି ଅଧରେ ପର ମହିଳାଙ୍କ ଘରେ ପଶି ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣିରେ ଭାଗ ନେବାକୁ କରନ୍ତୁ ଅନ୍‌ଲାଇନ୍ ପଞ୍ଜୀକରଣ, ଜାରି ହେଲା ୱେବସାଇଟ୍

ଅନୁଗୁଳ: ଆସନ୍ତା ୯ ତାରିଖ ସୋମବାର ଦିନ ପାଳଲହଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ୍ ପଞ୍ଜିକରଣ ୬ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବ। ଏଥିପାଇଁ ଆଗ୍ରହୀ ସ୍ଥାନୀୟ ଲୋକେ ଜନଶୁଣାଣି…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣିରେ ଭାଗ ନେବାକୁ କରନ୍ତୁ ଅନ୍‌ଲାଇନ୍ ପଞ୍ଜୀକରଣ, ଜାରି ହେଲା ୱେବସାଇଟ୍

ଟ୍ରାନ୍ସଫର କରାଇଦେବାକୁ ଧମକ, ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୨ଲକ୍ଷ ଠକେଇ ଅଭିଯୋଗ

ଅନୁଗୁଳ: ଟ୍ରାନ୍ସଫର କରାଇଦେବାକୁ ଧମକ ଦେଇ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳରୁ ଆସିଛି ଏଭଳି ଅଭିଯୋଗ। ଏଠାରେ ଫୋନ୍‌ ଯୋଗେ ଟ୍ରାନ୍ସଫର୍‌ କରିବାକୁ ଧମକ ଦେଇ ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଛି ଧୂର୍ତ୍ତ।…

Continue Readingଟ୍ରାନ୍ସଫର କରାଇଦେବାକୁ ଧମକ, ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୨ଲକ୍ଷ ଠକେଇ ଅଭିଯୋଗ

ଉଡ଼ିବାର ନିଶାରେ ବିମାନ କିଣିଦେଲେ, ବାଟ କଢ଼ାଇଥିଲା ଅଦମ୍ୟ ଇଚ୍ଛାଶକ୍ତି

ଅନୁଗୁଳ: ବାପା ଟ୍ରାନ୍‌ସ୍‌ପୋର୍ଟିଂ ବ୍ୟବସାୟ କରୁଥିଲେ। ସେ ପଢ଼ୁଥିଲେ ସରକାରୀ ସ୍କୁଲରେ। ସେମିତି କ୍ଲାସ୍‌ରେ ଟପ୍‌ କରୁ ନଥିଲେ କି ପଛରେ ବି ପଡ଼ି ନଥିଲେ। ହେଲେ କେବଳ ଉଚ୍ଚ ଆକାଂକ୍ଷା ରଖିଥିଲେ। ସ୍ବପ୍ନ ଥିଲା, ବଡ଼ ହେଲେ ଉଡ଼ାଜାହାଜ ଉଡ଼ାଇବେ।…

Continue Readingଉଡ଼ିବାର ନିଶାରେ ବିମାନ କିଣିଦେଲେ, ବାଟ କଢ଼ାଇଥିଲା ଅଦମ୍ୟ ଇଚ୍ଛାଶକ୍ତି

ଅନୁଗୁଳରୁ ୮.୭୭ ଗ୍ରାମ୍‌ ଧଳା ଜହର ଜବତ, ବେପାରୀ ଗିରଫ

ଅନୁଗୁଳ: ଧଳା ଜହର ବିକି ସ୍ବାମୀ- ସ୍ତ୍ରୀ ଗିରଫ। ଗିରଫ ଦୁଇ ଜଣ  ହେଲେ ଅନୁଗୁଳ ଟାଉନ ରାଜକିଶୋରପଡ଼ାର ଚତୁରୀ ନାଏକ(୫୫) ଏବଂ ତାଙ୍କ ସ୍ଵାମୀ କହଳୁ ନାଏକ। ସୂଚନା ମୁତାବକ, ଟାଉନ୍‌ ହାଇସ୍କୁଲ ସାମ୍‌ନାରେ ଥିବା ନୂଆ ଭେଣ୍ଡିଂ ଜୋନ୍‌…

Continue Readingଅନୁଗୁଳରୁ ୮.୭୭ ଗ୍ରାମ୍‌ ଧଳା ଜହର ଜବତ, ବେପାରୀ ଗିରଫ

ଟାଟା ପାୱାରରେ ମାଳମାଳ ଅଣଓଡ଼ିଆ ଅଧିକାରୀ, ଓଡ଼ିଆଙ୍କୁ ମିଳୁନି ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍‍ ବିତରଣ ଦାୟିତ୍ବ ନେଇଛି ଟାଟା ପାୱାର। ଏଥିରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ଦେଢ଼ ହଜାର ଅଣଓଡ଼ିଆ କାମ କରୁଛନ୍ତି। ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୩୬୯ ଜଣ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭୦ରୁ…

Continue Readingଟାଟା ପାୱାରରେ ମାଳମାଳ ଅଣଓଡ଼ିଆ ଅଧିକାରୀ, ଓଡ଼ିଆଙ୍କୁ ମିଳୁନି ନିଯୁକ୍ତି

ବଳାତ୍କାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ଅନୁଗୋଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୂର ଗାଁର ରାଜେନ୍ଦ୍ର ବାଘକୁ ସ୍ଥାନୀୟ କିଶୋରନଗର ପୁଲିସ ଦୀର୍ଘ ୪ ବର୍ଷ ପରେ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେ ଜଣେ ମହିଳାଙ୍କୁ ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ…

Continue Readingବଳାତ୍କାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ