ଇଏ ପୁଣି ଅଧିକାରୀ! ଗୁଟ୍ଖା ପାଇଁ ଫାଇନ୍ ଆଦାୟ କରିବାକୁ ଆସି ସଫଲ୍ ନେଇଗଲେ ଖାକି ବାବୁ
ଅନୁଗୁଳ: ନିଜେ ଗୁଟ୍ଖା ଖାଉଛନ୍ତି, କିନ୍ତୁ ସଫଲ ପାଇଁ ଦୋକାନୀଙ୍କ ଠାରୁ ଫାଇନ କାଟୁଛନ୍ତି ବାବୁ। ଅନୁଗୁଳରେ ଏଭଳି ଏକ ଦୃଶ୍ୟ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ସୂଚନା ମୁତାବକ, ଖାଦ୍ୟ ସୁରକ୍ଷା ବିଭାଗର ଜଣେ ମହିଳା ଏବଂ ଜଣେ ପୁରୁଷ ଅଧିକାରୀ…
