ଅନୁଗୁଳରେ ପ୍ରଥମ ମାରଣା ଷଣ୍ଢଙ୍କୁ ନିଶ୍ଚେତକ ଦେଇ ସ୍ଥାନାନ୍ତର କରାଗଲା

ଅନୁଗୁଳ: ସହର ଭିତରେ ବୁଲା ଗାଈ ଗୋରୁ ଷଣ୍ଢଙ୍କ ଉତ୍ପାତରେ ଘାଣ୍ଟି ହେଉଥିଲେ ସ୍ଥାନୀୟ ବାସିନ୍ଦା।ବିଶେଷ କରି ବଜାର ଛକରୁ ଗାନ୍ଧୀ ମାର୍ଗ ଛକ ମଧ୍ୟରେ କିଛି ମାରଣା ଷଣ୍ଢ ଲୋକଙ୍କୁ ଆକ୍ରମଣ କରିବା ସହ କାର ବାଇକ୍ ଆଦିକୁ ଭାଙ୍ଗି…

Continue Readingଅନୁଗୁଳରେ ପ୍ରଥମ ମାରଣା ଷଣ୍ଢଙ୍କୁ ନିଶ୍ଚେତକ ଦେଇ ସ୍ଥାନାନ୍ତର କରାଗଲା

ଅନୁଗୁଳରେ ବିଜେପିର ପ୍ରଶିକ୍ଷଣ ମହାଭିଯାନ ବକ୍ତା କର୍ମଶାଳା

ଅନୁଗୁଳ: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ‘ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ’ କାର୍ଯ୍ୟକ୍ରମର ଏକ ବକ୍ତା କର୍ମଶାଳା ଆୟୋଜିତ ହୋଇଛି। କେନ୍ଦ୍ରୀୟ ଓଡ଼ିଶାର ଛଅଟି ଜିଲ୍ଲାରୁ ଆସିଥିବା ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ନୀତି,…

Continue Readingଅନୁଗୁଳରେ ବିଜେପିର ପ୍ରଶିକ୍ଷଣ ମହାଭିଯାନ ବକ୍ତା କର୍ମଶାଳା

ଅନୁଗୁଳ ସହରରୁ ହଟିବେ ମାରଣା ଷଣ୍ଢ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପଦକ୍ଷେପ

ଅନୁଗୁଳ: ଅନୁଗୁଳ ସହରର ବଜାର ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଷଣ୍ଢଙ୍କ ଆତଙ୍କରୁ ଖୁବଶୀଘ୍ର ସହରବାସୀଙ୍କୁ ମୁକ୍ତି ମିଳିବ। ବିଶେଷ କରି ବଜାର ଛକ ଠାରୁ ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ କିଛି ମାରଣା ଷଣ୍ଢ ସାଧାରଣ ଲୋକଙ୍କୁ…

Continue Readingଅନୁଗୁଳ ସହରରୁ ହଟିବେ ମାରଣା ଷଣ୍ଢ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପଦକ୍ଷେପ

୮ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଠିକାଦାର ସଂଘର ଗର୍ଜନ: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଆଜି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସମସ୍ତ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବିପତ୍ର…

Continue Reading୮ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଠିକାଦାର ସଂଘର ଗର୍ଜନ: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

କୋଶଳାରେ କୋଇଲା ପରିବହନକୁ ତୀବ୍ର ବିରୋଧ: ଫେରିଗଲା ୩୮ଟି ଟ୍ରକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-କୋଶଳା ୬୩ ନମ୍ବର ରାଜ୍ୟ ରାଜପଥରେ ସିଂଘେରାଣୀ (ନୟନୀ) କୋଇଲା ଖଣିରୁ ପରିବହନକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ସ୍ୱତନ୍ତ୍ର କୋଇଲା ପରିବହନ ରାସ୍ତା ଦାବିରେ ଗ୍ରାମବାସୀମାନେ ସାରା ରାତି ଉଜାଗର ରହି ରାସ୍ତା ଜଗିବାରୁ ପ୍ରାୟ…

Continue Readingକୋଶଳାରେ କୋଇଲା ପରିବହନକୁ ତୀବ୍ର ବିରୋଧ: ଫେରିଗଲା ୩୮ଟି ଟ୍ରକ

ଶ୍ରୀଜଗନ୍ନାଥ ଦର୍ଶନରେ ଗଲେ ଅନୁଗୁଳ ଜିଲ୍ଲାର ୧୩୧ ବରିଷ୍ଠ ନାଗରିକ

ଅନୁଗୁଳ: ସରକାରଙ୍କ ‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନାରେ ଅନୁଗୁଳ ଜିଲ୍ଲାର ୧୩୧ ଜଣ ବରିଷ୍ଠ ନାଗରିକ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ସ୍ଥାନୀୟ ସଭାଘର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ପତାକା ଦେଖାଇ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ…

Continue Readingଶ୍ରୀଜଗନ୍ନାଥ ଦର୍ଶନରେ ଗଲେ ଅନୁଗୁଳ ଜିଲ୍ଲାର ୧୩୧ ବରିଷ୍ଠ ନାଗରିକ

ରାଜ୍ୟରେ ପାଗ ପରିବର୍ତ୍ତନ: କାଲିଠୁ ତିନି ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଜାରି ହେଲା ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବଦଳିବ ପାଗ। କାଲିଠାରୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ମଧ୍ୟ…

Continue Readingରାଜ୍ୟରେ ପାଗ ପରିବର୍ତ୍ତନ: କାଲିଠୁ ତିନି ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଜାରି ହେଲା ସତର୍କ ସୂଚନା

ତାଳଚେରରେ ନୂତନ ଥାନା ଗୃହ ଲୋକାର୍ପଣ: କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ କରିଲେ ଉଦଘାଟନ

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ତାଳଚେର ଗୋପାଳପ୍ରସାଦ ଠାରେ ନୂତନ ଥାନା ଗୃହର ଲୋକାର୍ପଣ ଶୁକ୍ରବାର ଆଭସି ମାଧ୍ୟମରେ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବ ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ସମେତ ଅନୁଗୁଳ ଜିଲ୍ଲାର…

Continue Readingତାଳଚେରରେ ନୂତନ ଥାନା ଗୃହ ଲୋକାର୍ପଣ: କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ କରିଲେ ଉଦଘାଟନ

ଅନୁଗୁଳରେ ‘ସୁପୋଷିତ ଲକ୍ଷ୍ୟ’ ଜିଲ୍ଲାସ୍ତରୀୟ କର୍ମଶାଳା: କୁପୋଷଣ ମୁକ୍ତ ଜିଲ୍ଲା ଗଠନ ପାଇଁ ଶପଥ

ଅନୁଗୁଳ: ଅନୁଗୁଳ ଜିଲ୍ଲାକୁ ଏକ ସୁପୋଷିତ ଏବଂ କୁପୋଷଣ ମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। “ସୁପୋଷିତ ଲକ୍ଷ୍ୟ”…

Continue Readingଅନୁଗୁଳରେ ‘ସୁପୋଷିତ ଲକ୍ଷ୍ୟ’ ଜିଲ୍ଲାସ୍ତରୀୟ କର୍ମଶାଳା: କୁପୋଷଣ ମୁକ୍ତ ଜିଲ୍ଲା ଗଠନ ପାଇଁ ଶପଥ

ଅନୁଗୁଳରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଅନୁଗୁଳ: ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଅନୁଗୁଳ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ପରିସରରେ ତିନିଦିନିଆ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଯୋଗଗୁରୁ ଅଭୟ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ