୩୯ ତମ ବୋଇତ ବନ୍ଦାଣ ମହୋତ୍ସବର ଉଦଯାପନୀ ସଂଧ୍ୟା, କଣ୍ଠଶିଳ୍ପୀ ତାନସେନ ସିଂ ଓ ଚିତ୍ରଶିଳ୍ପୀ ଲମ୍ବୋଦର ନାଏକ ସମ୍ବର୍ଦ୍ଧିତ

ଅନୁଗୁଳ : ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ୱାରା ଆୟୋଜିତ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଶୁକ୍ରବାର ଉଦଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ନାରାୟଣ ପାଣି, ସମ୍ମାନିତ…

Continue Reading୩୯ ତମ ବୋଇତ ବନ୍ଦାଣ ମହୋତ୍ସବର ଉଦଯାପନୀ ସଂଧ୍ୟା, କଣ୍ଠଶିଳ୍ପୀ ତାନସେନ ସିଂ ଓ ଚିତ୍ରଶିଳ୍ପୀ ଲମ୍ବୋଦର ନାଏକ ସମ୍ବର୍ଦ୍ଧିତ

ରୋଜଗାର ଦେଇଛି ବୋଇତ, ବର୍ଷକୁ ଥରେ ଡଙ୍ଗା ତିଆରି କରି ପରିବାର ପୋଷୁଛନ୍ତି ସୁଶାନ୍ତ

ଅନୁଗୁଳ: ପବିତ୍ର କାର୍ତ୍ତିକ ମାସର ଶେଷ ଦିନ ପୂର୍ଣ୍ଣିମା ଅବସରରେ ଆବାଳ ବୃଦ୍ଧ ବନିତା ଡଙ୍ଗା ଭସାଇଛନ୍ତି। ଲୋକେ ନଦୀ କୂଳ, ପୋଖରୀ କୂଳ ଏବଂ ବିଭିନ୍ନ ଜଳାଶୟରେ ଧର୍ମର ଡଙ୍ଗା ଭସାଇଛନ୍ତି। ତେବେ ଏହି ଡଙ୍ଗା କିଛି ଲୋକଙ୍କର ଜୀବନ…

Continue Readingରୋଜଗାର ଦେଇଛି ବୋଇତ, ବର୍ଷକୁ ଥରେ ଡଙ୍ଗା ତିଆରି କରି ପରିବାର ପୋଷୁଛନ୍ତି ସୁଶାନ୍ତ

ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ସମାରୋହ ଆୟୋଜିତ, ଘର ସାମ୍ନାରେ ନୂଆ ଲୁଗା ପକାଇ ବନ୍ଦାଇଲେ ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମ ପୀଢ଼ସାହି ଯାତ୍ରା ପଡ଼ିଆସ୍ଥିତ ପ୍ରତ୍ୟକ୍ଷ ଦେବୀ ତଥା ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ସମାରୋହ ଧୁମଧାମରେ ଅନୁଷ୍ଠିତ…

Continue Readingମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ସମାରୋହ ଆୟୋଜିତ, ଘର ସାମ୍ନାରେ ନୂଆ ଲୁଗା ପକାଇ ବନ୍ଦାଇଲେ ମହିଳା

ଦାଦା ବଟି ନ ଦେବାରୁ ଦହିବରା ଦୋକାନୀକୁ ଆକ୍ରମଣ ଘଟଣା: ଜଣେ ଗିରଫ, ସ୍କୁଟି ଜବତ

ଅନୁଗୁଳ: କିଛି ଦିନ ତଳେ ଦହିବରା ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ନେଇ ତୁମୁଳକାଣ୍ଡ ଘଟଣାରେ ଆଜି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣଙ୍କୁ ଗିରଫ କରିଛି। ଏଥିସହ ଏକ ସ୍କୁଟି ଜବତ କରିଛି। ଟାଉନ ଥାନା ପୋଲିସ ୯୨୪|୨୪ରେ ମାମଲା ରୁଜୁ…

Continue Readingଦାଦା ବଟି ନ ଦେବାରୁ ଦହିବରା ଦୋକାନୀକୁ ଆକ୍ରମଣ ଘଟଣା: ଜଣେ ଗିରଫ, ସ୍କୁଟି ଜବତ

ବୋଇତ ବନ୍ଦାଣ ଉତ୍ସବ, ନାରଣ ସାଗର କୂଳରେ ୫ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ଗତ ଦୁଇ ବର୍ଷ ଧରି ନାରଣ ସାଗର କୂଳରେ ଡଙ୍ଗା ଭସାଇବା ନେଇ ଅବ୍ୟବସ୍ଥା ଲାଗି ରହିବା ପରେ ଚଳିତ ବର୍ଷ କିନ୍ତୁ ବୋଇତ ବନ୍ଦାଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମଗଧ ଯୁବ ବିକାଶ ସମିତି ଓଡିଶା ତରଫରୁ…

Continue Readingବୋଇତ ବନ୍ଦାଣ ଉତ୍ସବ, ନାରଣ ସାଗର କୂଳରେ ୫ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ସାମ୍ନାକୁ ଆସିଲା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରର ପ୍ରଥମ ଝଲକ, କମ୍ପାନୀ ରିଲିଜ କଲା ଟିଜର

ଅନୁଗୁଳ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟରର ଟିଜର ରିଲିଜ କରାଯାଇଛି। ଏହାର ନାଁ ଆକ୍ଟିଭା ଇଲେକ୍ଟ୍ରିକ୍ କିମ୍ବା eActiva ରହିବ ବୋଲି ଆଶା କରାଯାଉଛି। ଏହି ଟିଜରରେ ଏଲଇଡି ହେଡଲାଇଟ୍ କୁ…

Continue Readingସାମ୍ନାକୁ ଆସିଲା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରର ପ୍ରଥମ ଝଲକ, କମ୍ପାନୀ ରିଲିଜ କଲା ଟିଜର

ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ଅନୁଗୁଳ: ଅନୁଗୁଳ ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ିଯାଇଛି। ତେବେ ଏଥିରେ କୌଣସି କର୍ମଚାରୀ ମୃତାହତ ହୋଇନଥିବା ସୂଚନା ମିଳିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି। ସୂଚନା…

Continue Readingନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

କାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ତୁରଙ୍ଗ ଗାଁ ଚଳଚଞ୍ଚଳ, ମେଲଣ ଶୋଭାଯାତ୍ରାରେ ଭାଗ ନେବେ ୧୭ ଟି ମେଢ଼

ଅନୁଗୁଳ: ଅନୁଗୁଳ ବ୍ଲକ ତୁରଙ୍ଗ ଗ୍ରାମରେ କାର୍ତ୍ତିକେଶ୍ୱରଙ୍କ ପୂଜା ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଛି। ସମସ୍ତ ପୂଜା କମିଟି ପକ୍ଷରୁ ପ୍ରତିଯୋଗିତାମୂଳକ ଭାବେ ରଙ୍ଗୀନ ଆଲୋକରେ ପୂଜାଞ୍ଚଳ ଝଲସି ଉଠୁଛି। ସୋମବାର ସନ୍ଧ୍ୟାରେ ପୂଜା କମିଟିର କର୍ମକର୍ତ୍ତାମାନେ ବାଦ୍ୟବାଜଣା ସହକାରେ ଏକ…

Continue Readingକାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ତୁରଙ୍ଗ ଗାଁ ଚଳଚଞ୍ଚଳ, ମେଲଣ ଶୋଭାଯାତ୍ରାରେ ଭାଗ ନେବେ ୧୭ ଟି ମେଢ଼

ଭାରତ ବିକାଶ ପରିଷଦର ଭିନ୍ନ ପ୍ରୟାସ ଗୋଟିଏ ମଞ୍ଚରେ ଗୁରୁ ଓ ଶିଷ୍ୟ ସମ୍ବର୍ଦ୍ଧିତ

ଅନୁଗୁଳ: ସ୍ଥାନୀୟ ପିଟିସି ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ବିକାଶ ପରିଷଦ ପକ୍ଷରୁ ଗୁରୁ ବନ୍ଦନା ଓ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ସ୍ବାମୀ ସଚ୍ଚିଦାନନ୍ଦଜୀ ମହାରାଜ ମୁଖ୍ୟ ଅତିଥି…

Continue Readingଭାରତ ବିକାଶ ପରିଷଦର ଭିନ୍ନ ପ୍ରୟାସ ଗୋଟିଏ ମଞ୍ଚରେ ଗୁରୁ ଓ ଶିଷ୍ୟ ସମ୍ବର୍ଦ୍ଧିତ

ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଲୋକଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଅନୁଗୁଳ : ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ଦ୍ୱାରା ଆୟୋଜିତ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଆଜି ଥିଲା ଦ୍ୱିତୀୟ ଦିବସ। ଆଜି ସକାଳେ ଓଡିଶୀ ନୃତ୍ୟ ଗୁରୁ ପିତାମ୍ବର ବିଶ୍ୱାଳ,ଓଡିଶୀ…

Continue Readingବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଲୋକଗୀତର ତାଳେ ତାଳେ ଝୁମିଲେ ଦର୍ଶକ