ମନ ଇଚ୍ଛା ଭଡ଼ା ଦରରେ ଅନିୟମିତତା ଅଭିଯୋଗ: ଏଡଭିକା ଲୋଜିଷ୍ଟିକ ଆଣ୍ଡ ସର୍ଭିସ୍ ନାଁରେ କୋଇଲା ବ୍ୟବସାୟୀଙ୍କ ଅଭିଯୋଗ

ତାଳଚେର : ଚୁକ୍ତି ଅନୁସାରେ ପ୍ରାପ୍ୟ ପ୍ରଦାନ ନ କରି ମନ ଇଚ୍ଛା ଭଡ଼ା ଦେଉଥିବା ନେଇ ଅଭିଯୋଗ କରି କୋଲିୟରି ଥାନାରେ ଏତଲା ଦେଇଛନ୍ତି କିଛି କୋଇଲା ବ୍ୟବସାୟୀ l ସେମାନଙ୍କ ଅଭିଯୋଗ ଅନୁସାରେ, ଜଗନ୍ନାଥ କୋଇଲା ଖଣି ଠାରୁ…

Continue Readingମନ ଇଚ୍ଛା ଭଡ଼ା ଦରରେ ଅନିୟମିତତା ଅଭିଯୋଗ: ଏଡଭିକା ଲୋଜିଷ୍ଟିକ ଆଣ୍ଡ ସର୍ଭିସ୍ ନାଁରେ କୋଇଲା ବ୍ୟବସାୟୀଙ୍କ ଅଭିଯୋଗ

ରେଳ ଧାରଣା ଡ୍ରେନରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ମୁହଁରେ ମାଟି ପକାଇ ପରିଚୟ ଲୁଚାଇବାକୁ ଉଦ୍ୟମ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ରେଲୱେ ଓଭର ବ୍ରିଜ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ।ସୂଚନା ମୁତାବକ, ଜରପଡ଼ା ରେଲୱେ ଓଭରବ୍ରିଜ ନିକଟସ୍ଥ ରେଳ ଧାରଣା ନିକଟରେ ଗାଈ ଚରାଳି…

Continue Readingରେଳ ଧାରଣା ଡ୍ରେନରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ମୁହଁରେ ମାଟି ପକାଇ ପରିଚୟ ଲୁଚାଇବାକୁ ଉଦ୍ୟମ

ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

  ଅନୁଗୁଳ: ଅନୁଗୁଳ ସହର ଶିମିଳିପଡ଼ା ଠାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିମିଳିପଡ଼ା ଏସବିଆଇ ରାସ୍‌ମେକ୍ ବ୍ରାଞ୍ଚ ଠାରେ ଶ୍ରୀ ଏଣ୍ଟରପ୍ରାଇଜ ଏବଂ ଦିବ୍ୟମ ଆସୋସିଏଟ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ରକ୍ତ ଦାନ ଶିବିର…

Continue Readingସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

କାଲି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ, ପୁରୁଣା ମାମଲା ଖୋଲିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କାଲି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ ନବୀନ ପୁରୀ…

Continue Readingକାଲି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ, ପୁରୁଣା ମାମଲା ଖୋଲିବା ନେଇ ଚର୍ଚ୍ଚା

ବଡ଼ ଖବର! ରାସନ କାର୍ଡଧାରୀଙ୍କୁ ଆଉ ମିଳିବନି ଚାଉଳ, ମିଳିବ ଏସବୁ ସାମଗ୍ରୀ

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରାସନ କାର୍ଡଧାରୀଙ୍କ ରାସନ କାର୍ଡରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ସରକାର ରାସନ କାର୍ଡଧାରୀମାନଙ୍କୁ ମାଗଣାରେ ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିଷ୍ପତ୍ତି…

Continue Readingବଡ଼ ଖବର! ରାସନ କାର୍ଡଧାରୀଙ୍କୁ ଆଉ ମିଳିବନି ଚାଉଳ, ମିଳିବ ଏସବୁ ସାମଗ୍ରୀ

ବ୍ଲକର ୫୧୯ ଜଣ ଲକ୍ଷ ପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କଲେ ଛେଣ୍ଡିପଦା ବିଧାୟକ

ଅନୁଗୁଳ: ଆଜି ଲକ୍ଷପତି ଦିଦିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ଆଜି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ପଞ୍ଚାୟତ ସମିତି ସଭାଗୃହରେ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ବ୍ଲକର ୫୧୯ଜଣ ଲକ୍ଷପତି…

Continue Readingବ୍ଲକର ୫୧୯ ଜଣ ଲକ୍ଷ ପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କଲେ ଛେଣ୍ଡିପଦା ବିଧାୟକ

ଏଣିକି ଅନୁଗୁଳ ଜିଲ୍ଲାର ନିଃସହାୟ ରୋଗୀଙ୍କୁ ମିଳିବ ଉପଯୁକ୍ତ ଚିକିତ୍ସା: ଗଠିତ ହେଲା “ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ”

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନିଃସହାୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଲାଗି ଆଜି ଗଠିତ ହୋଇଛି ''ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ''। ସ୍ଥାନୀୟ ମାଳତୀ ବିହାର ସ୍ଥିତ ମାନବ ସେବାଶ୍ରମ ପ୍ରାଙ୍ଗଣରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ…

Continue Readingଏଣିକି ଅନୁଗୁଳ ଜିଲ୍ଲାର ନିଃସହାୟ ରୋଗୀଙ୍କୁ ମିଳିବ ଉପଯୁକ୍ତ ଚିକିତ୍ସା: ଗଠିତ ହେଲା “ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ”

ପାଣି ପାଇଁ ପିଟାପିଟି ! ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ୩ ଜଣଙ୍କ ନାଁରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନୁନୁକାପଶି ଗ୍ରାମର ଜଣେ ଯୁବତୀଙ୍କୁ ସେହି ଅଞ୍ଚଳର କିଛି ଲୋକ ପାଣି ପାଇଁ ମାଡ଼ ମାରିବା ସହ ଜୀବନରୁ ମାରି ଦେବା ପାଇଁ ହତ୍ୟା ଧମକ ଦେଇଥିବା ନେଇ ସେ ଥାନାରେ…

Continue Readingପାଣି ପାଇଁ ପିଟାପିଟି ! ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ୩ ଜଣଙ୍କ ନାଁରେ ଅଭିଯୋଗ

ମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଅନୁଗୁଳ: ମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍। ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି। ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ଼ କେରଜାଙ୍ଗ ଗାଁରେ ଆଜି ଏଭଳି ଅଘଟଣ ଘଟିଛି। ଗୁରୁତର ମହିଳା ହେଲେ ଗାଁର ସରୋଜିନୀ ମହାରଣା (୪୫)। ସୂଚନା…

Continue Readingମହିଳାଙ୍କ ଉପରେ ଚଢ଼ିଗଲା ଲକ୍ଷ୍ମୀ ବସ୍, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଜମିହରା ପୂର୍ବତନ କର୍ମଚାରୀ ସଂଘ: ସାର କାରଖାନାରେ ଉତ୍ତରାଧିକାରୀଙ୍କୁ ଚାକିରି ଦେବାକୁ ଦାବି

ତାଳଚେର : ତାଳଚେର ସାର କାରଖାନା ଜମିହରା ପୂର୍ବତନ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସାର କାରଖାନା ଜମିହରା ସଂଘର ଉପଦେଷ୍ଟା ପର୍ଶୁରାମ ବାରିକ ଓ ଆବାହକ ବରୁଣ କୁମାର ସାହୁଙ୍କ ନେତୃତ୍ୱରେ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଜମିହରା ପୂର୍ବତନ କର୍ମଚାରୀ ସଂଘ: ସାର କାରଖାନାରେ ଉତ୍ତରାଧିକାରୀଙ୍କୁ ଚାକିରି ଦେବାକୁ ଦାବି