କଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ
ତାଳଚେର: ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରସ୍ଥିତ ଡି.ଏ.ଭି.ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଏକ ବୈଦିକ ହୋମଯଜ୍ଞ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଏମ.ସି.ଏଲ. ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ବି. ମହମ୍ମୁଦ ମିଆଁ, ପ୍ରତିଭା ମହିଳା ମଣ୍ଡଳର ସଭାପତି…
