ଆଦିବାସୀ ମେଳାରେ ମା’ ମଙ୍ଗଳା ଏସ.ଏଚ.ଜିର ସଫଳତା

ଅନୁଗୁଳ: ଅନୁଗୁଳ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଜେରଙ୍ଗ ବନ ସଂରକ୍ଷଣ ସମିତିର ମା' ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଗତ ଭୁବନେଶ୍ୱର ଆଦିବାସୀ ମେଳାରେ ଭଲ କାରବାର କରିଥିବା ଜଣାପଡିଛି। ମାତ୍ର ୧୨ ଦିନରେ ମେଳାରେ ମହିଳା ସଦସ୍ୟା ମାନେ ରେକର୍ଡ…

Continue Readingଆଦିବାସୀ ମେଳାରେ ମା’ ମଙ୍ଗଳା ଏସ.ଏଚ.ଜିର ସଫଳତା

ମନ୍ଦିର କମିଟି ଭାଙ୍ଗି ନୂତନ ଗଢିବାକୁ ଜିଲ୍ଲାପାଳଙ୍କୁ ସ୍ମାରକ

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତି ଚୋରି ହେବା ଘଟଣାରେ ଅନୁଗୁଳର ସ୍ବେଛାସେବୀ ଓ ସ୍ଥାନୀୟ ବାସିନ୍ଦା ଆଜି ଅନୁଗୁଳ ଜିଲ୍ଲାପାଳ ଅବଦାଲ ଏମ ଅଖତାରଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସ୍ମାରକରେ ମନ୍ଦିରରୁ…

Continue Readingମନ୍ଦିର କମିଟି ଭାଙ୍ଗି ନୂତନ ଗଢିବାକୁ ଜିଲ୍ଲାପାଳଙ୍କୁ ସ୍ମାରକ

ଟାଙ୍ଗିଆରେ ନାତିକୁ ଚୋଟେ ପକାଇ ବନ୍ଧା ହେଲା ଜେଜେ ବାପା, ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ

ଅନୁଗୁଳ: ପୁତୁରାର ପୁଅ ତଥା ନାତିକୁ ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ଜେଜେ ବାପାକୁ ଗିରଫ କରିଛି ନାଲକୋ ପୋଲିସ। ଗିରଫ ବୃଦ୍ଧ ହେଲେ ପର୍ଶୁରାମ ଦେହୁରୀ (୫୫)।ସୂଚନା ଅନୁଯାୟୀ, କୁଲାଡ଼ ଗ୍ରାମରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଘ୍ନେଶ୍ୱର ଦେହୁରୀ ଓ…

Continue Readingଟାଙ୍ଗିଆରେ ନାତିକୁ ଚୋଟେ ପକାଇ ବନ୍ଧା ହେଲା ଜେଜେ ବାପା, ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ

ବଦଳିଲେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ, ସୁସ୍ମିତା ସାହୁଙ୍କ ଜାଗାରେ ପୁଣି ଆସିବେ ନିରଞ୍ଜନ ସାହୁ

ଅନୁଗୁଳ: ବଦଳିଲେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ। ପୁଣି ଫେରିଲେ ନିରଞ୍ଜନ ସାହୁ। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁଙ୍କର ଗଞ୍ଜାମ ଜିଲ୍ଲାକୁ…

Continue Readingବଦଳିଲେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ, ସୁସ୍ମିତା ସାହୁଙ୍କ ଜାଗାରେ ପୁଣି ଆସିବେ ନିରଞ୍ଜନ ସାହୁ

ଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ସମର୍ଥନ ଦେଲେ ୨୧ ପଞ୍ଚାୟତବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଜରପଡାକୁ ନୂତନ ବ୍ଲକ୍ ମାନ୍ୟତା ଦାବି ପୁଣି ଜୋର ଧରିଛି। ଏ ଅବସରରେ ଶୁକ୍ରବାର ଜରପଡା ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ କ୍ରମେ ସ୍ଥାନୀୟ ବାବା ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ସର୍ବ ସାଧାରଣ ବୈଠକ…

Continue Readingଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ସମର୍ଥନ ଦେଲେ ୨୧ ପଞ୍ଚାୟତବାସୀ

ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଦୋକାନରେ ଚଢ଼ଉ, ଅପମିଶ୍ରଣ ଓ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ପାଇଁ ୪୩ ହଜାର ଟଙ୍କା ଜରିମାନା ଆଦାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଆଜି ହୋଟେଲ ଓ ଫଳ ଦୋକାନ ଉପରେ ଚଢ଼ଉ କରିଛି ଜିଲ୍ଲା ପ୍ରଶାସନ। ସହକାରୀ ଜିଲ୍ଲାପାଳ ପୁଷ୍ପିତା ମଧୁମତୀ ଦେହୁରୀଙ୍କ ନେତୃତ୍ୱରେ ଖାଦ୍ୟ ନିରାପତ୍ତା ଅଧିକାରୀ, ଯୋଗାଣ ଅଧିକାରୀ, ଓଜନ ଓ ମାପ ଅଧିକାରୀ, ପୋଲିସ…

Continue Readingଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଦୋକାନରେ ଚଢ଼ଉ, ଅପମିଶ୍ରଣ ଓ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ପାଇଁ ୪୩ ହଜାର ଟଙ୍କା ଜରିମାନା ଆଦାୟ

ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି : ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି,ଚୋରଙ୍କୁ ଧରିବା ଦାବିରେ ଜଗନ୍ନାଥ ସେନାର ଧାରଣା

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଦକ୍ଷିଣ ଦ୍ୱାର ବା ଭୋଗ ଦ୍ୱାରର ତାଲା ଭାଙ୍ଗି ଗୁରୁବାର ବିଳମ୍ବିତ ରାତିରେ ଚୋର ମାନେ ମନ୍ଦିର ଭିତରେ ଥିବ ହୁଣ୍ଡି ତାଡି ଟଙ୍କା ପଇସା ନେଇଯାଇଛନ୍ତି। ଏହା ଛଡା ସେମାନେ ଠାକୁରଙ୍କ ସିଂହାସନ…

Continue Readingଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି : ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି,ଚୋରଙ୍କୁ ଧରିବା ଦାବିରେ ଜଗନ୍ନାଥ ସେନାର ଧାରଣା

ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ଉପଦ୍ରବ, କାଙ୍ଗୁଲା ଗ୍ରାମରେ ଗୋଟିକିଆ ଦନ୍ତା ଦେଖି ଚିନ୍ତାରେ ଚାଷୀ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ଉପଦ୍ରବ। ଆଜି ସକାଳେ କାଙ୍ଗୁଲା ଗ୍ରାମ ନିକଟରେ ଗୋଟିକିଆ ଦନ୍ତା ହାତୀ ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକମାନେ ସାଧାରଣତଃ ଚାଷ କରି ଜୀବିକା ନିର୍ବାହ…

Continue Readingଅନୁଗୁଳ ଜିଲ୍ଲାରେ ପୁଣି ହାତୀ ଉପଦ୍ରବ, କାଙ୍ଗୁଲା ଗ୍ରାମରେ ଗୋଟିକିଆ ଦନ୍ତା ଦେଖି ଚିନ୍ତାରେ ଚାଷୀ

ଶୀତ କାକରରେ ପଡ଼ିଛି ବର୍ଷକର ଅମଳ: କଟନୀ ଛଟନୀ ପାଇଁ ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଅନୁଗୁଳ: ଚାଷୀର ବର୍ଷକର ଅମଳ ଏବେ ଖୋଲାରେ ପଡ଼ିଛି। ମଣ୍ଡିକୁ ବିକ୍ରି ପାଇଁ ଆଣିଥିବା ବେଳେ କଟନୀ ଛଟନୀ ପାଇଁ ଉଠିପାରିନି ଧାନ। ଫଳରେ ଚାଷୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ମାଧପୁର…

Continue Readingଶୀତ କାକରରେ ପଡ଼ିଛି ବର୍ଷକର ଅମଳ: କଟନୀ ଛଟନୀ ପାଇଁ ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

କୋଶଳା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲା ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ସଂରକ୍ଷିତ ଜଙ୍ଗଲ ତାରିଣୀ ମନ୍ଦିର ନିକଟରୁ ନିଖୋଜ ଯୁବକଙ୍କ ସନ୍ଦେହଜନକ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ କୋଶଳା ଗ୍ରାମର ପ୍ରଦ୍ୟୁମ୍ନ କୁମାର ରାଉଳ (୪୨)। ସୂଚନା ମୁତାବକ, ୨…

Continue Readingକୋଶଳା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲା ନିଖୋଜ