ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଭାଙ୍ଗିଲା ବିଜେଡିର ସବୁ ସଂଗଠନ। ଆଗକୁ ବିଜେଡିର ହେବ ନବକଳେବର। ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି। ଏନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନବୀନଙ୍କ ନିର୍ଦ୍ଦେଶରେ ବିଜୁ ମହିଳା ଜନତା ଦଳ, ବିଜୁ…

Continue Readingଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ଜାତୀୟ ମତଦାତା ଦିବସ: ନିର୍ବାଚନ ପ୍ରକ୍ରିୟାରେ ଅନୁଗୁଳର ଯୁବ ଭୋଟରଙ୍କୁ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବାକୁ ନୂଆ ପଦକ୍ଷେପ

ଅନୁଗୁଳ: ନିର୍ବାଚନ ପ୍ରକ୍ରିୟାରେ ଯୁବ ଭୋଟରଙ୍କୁ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ୨୦୧୧ ମସିହା ଠାରୁ ନିର୍ବାଚନ କମିଶନର ମୂଳ ଭିତ୍ତିପ୍ରସ୍ତର ଦିବସ ପାଳିତ ହେଉଛି। ଏ ନେଇ ଶନିବାର ପୂର୍ବାହ୍ନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ…

Continue Readingଜାତୀୟ ମତଦାତା ଦିବସ: ନିର୍ବାଚନ ପ୍ରକ୍ରିୟାରେ ଅନୁଗୁଳର ଯୁବ ଭୋଟରଙ୍କୁ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବାକୁ ନୂଆ ପଦକ୍ଷେପ

ବାରବାଟୀ ମ୍ୟାଚ ପାଇଁ ଧର୍ମେନ୍ଦ୍ର ଟିକଟ କିଣିଲେ

ଅନୁଗୁଳ: ଆସନ୍ତା ଫେବୃୟାରୀ ୯ ତାରିଖରେ କଟକ ବରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ଵିତୀୟ ଏକ ଦିବସୀୟ କ୍ରିକେଟ ମ୍ୟାଚ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ ଲାଇନରେ ଏକ ଗ୍ୟାଲେରୀ ଟିକଟ…

Continue Readingବାରବାଟୀ ମ୍ୟାଚ ପାଇଁ ଧର୍ମେନ୍ଦ୍ର ଟିକଟ କିଣିଲେ

ଜାତୀୟ କନ୍ୟା ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ବ୍ଲାକ ଡାଇମଣ୍ଡ ପରିସରରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଦିବସରରେ ଏକ ବିଶାଳ ରାଲିର ଶୁଭରମ୍ଭ କରିଥିଲେ ଅନୁଗୁକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ। ରାଲି ସଭାସ୍ଥଳରେ ପହଞ୍ଚିବା ପରେ ସଚେତନତା ସଭା ଆରମ୍ଭ ହୋଇଥିଲା।…

Continue Readingଜାତୀୟ କନ୍ୟା ଦିବସ ପାଳିତ

ଅନୁଗୁଳରେ ଲୋକାର୍ପିତ ହେଲା ରେଡ଼ିଓ ସର୍ବୋଦୟ

ଅନୁଗୁଳ, ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାନ୍ଧୀବାଦୀ ସଙ୍ଗଠନ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ପ୍ରତିଷ୍ଠିତ 89.6 FM ରେଡ଼ିଓ ସର୍ବୋଦୟ ଆଜି ଅନୁଗୁଳର ଐତିହାସିକ ବାଜିରାଉତ ଛାତ୍ରାବାସ ପରିସରରେ ଲୋକାର୍ପଣ କରାଯାଇଛି। ଏହାକୁ ଲୋକାର୍ପଣ କରି ଦେଶର ବିଶିଷ୍ଟ ଗାନ୍ଧୀବାଦୀ…

Continue Readingଅନୁଗୁଳରେ ଲୋକାର୍ପିତ ହେଲା ରେଡ଼ିଓ ସର୍ବୋଦୟ

ସାତକୋଶିଆରେ ପକ୍ଷୀ ଗଣନା ଶେଷ: ଏଥର  ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କମ୍, ଅଛନ୍ତି ୫୩ଟି ପ୍ରଜାତିର ୩୮୪୨ଟି ପକ୍ଷୀ

ଅନୁଗୁଳ: ସାତକୋଶିଆ ଗଣ୍ଡରେ ସରିଲା ପକ୍ଷୀ ଗଣନା। ଗତ ୧୭ ଓ ୧୮ ତାରିଖ ଦୁଇଦିନ ଧରି ପକ୍ଷୀ ଗଣନା କରାଯାଇଥିଲା। ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବିଦେଶାଗତ ପକ୍ଷୀ ସଂଖ୍ୟା ଖୁବ କମ୍ ବୋଲି ଜଣାପଡ଼ିଛି। ରିପୋର୍ଟ…

Continue Readingସାତକୋଶିଆରେ ପକ୍ଷୀ ଗଣନା ଶେଷ: ଏଥର  ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କମ୍, ଅଛନ୍ତି ୫୩ଟି ପ୍ରଜାତିର ୩୮୪୨ଟି ପକ୍ଷୀ

ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ୧୦ ଲକ୍ଷ ହେରଫେର ମାମଲାରେ ଥାନାରେ ଏତଲା ଦେଲେ ଛେଣ୍ଡିପଦା ବିଡିଓ

ଅନୁଗୁଳ: ରାସ୍ତା ନିର୍ମାଣରେ ମହାଘୋଟାଲା ନେଇ ଛେଣ୍ଡିପଦା ଥାନାରେ ଏତଲା ଦେଇଛନ୍ତି ଛେଣ୍ଡିପଦା ବିଡିଓ। ବିଡିଓଙ୍କ ଅଭିଯୋଗ ଆଧାରରେ ଛେଣ୍ଡିପଦା ଥାନାରେ କେସ ନଂ ୪୧/୨୪ରେ ମାମଲା ରୁଜୁ କରିବା ସହିତ ଧାରା ୩୧୬(୨), ୩୧୬(୫) ଓ ୩(୨) ଅନୁଯାୟୀ ପୋଲିସ…

Continue Readingରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ୧୦ ଲକ୍ଷ ହେରଫେର ମାମଲାରେ ଥାନାରେ ଏତଲା ଦେଲେ ଛେଣ୍ଡିପଦା ବିଡିଓ

ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି, କଲେ ସୁସ୍ଥତା କାମନା

ଅନୁଗୁଳ: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଏଥିସହ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ସାଂସଦ ଶ୍ରୀ ପାଣି…

Continue Readingପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି, କଲେ ସୁସ୍ଥତା କାମନା

୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ଅନୁଗୁଳ: ୭୨ ଥର ରକ୍ତ ଦେଇ ଚର୍ଚ୍ଚାରେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ। ପେସାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା। ଏଣୁ ଇତି ମଧ୍ୟରେ ସେ ୭୨ ଥର ରକ୍ତଦାନ କରିସାରିଲେଣି। ତାଳଚେର…

Continue Reading୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ସୁଲଭ ଶୌଚାଳୟ ପରିଚାଳକଙ୍କ ମନମୁଖୀ, ମା’ ଶୌଚ ହେବାରୁ ବନ୍ଧା ରଖିଲା ଛୁଆ

ଅନୁଗୁଳ: ଅନୁଗୁଳ ସହରରେ ଘରୋଇ ଶୌଚାଳୟ ମାଲିକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସରକାରୀ ଟଏଲେଟର ଅଭାବରୁ ଏମାନଙ୍କ ମୁହଁ ବଢୁଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ସୋମବାର ଦେଖିବାକୁ ମିଳିଛି। ମା' ଶୌଚ ହେବାକୁ ଯାଇଥିବାରୁ ପଇସା ପାଇଁ ଅନୁଗୁଳର…

Continue Readingସୁଲଭ ଶୌଚାଳୟ ପରିଚାଳକଙ୍କ ମନମୁଖୀ, ମା’ ଶୌଚ ହେବାରୁ ବନ୍ଧା ରଖିଲା ଛୁଆ