ସରକାରୀ ଜାଗାରେ ଗଢ଼ି ଉଠିଛି ମାଳମାଳ ମାଟି ଇଟା ଭାଟି, ସବୁ ଜାଣି ବି ପ୍ରଶାସନ ନିଦାବିଷ୍ଣୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସରକାରୀ ଜାଗାରେ ମାଳମାଳ ଇଟା ଭାଟି ଗଢ଼ି ଉଠିଛି। ଫଳରେ ବେପାରୀମାନେ ଅବାଧରେ ମାଟିଇଟା ବିକ୍ରି କରି ମାଲାମାଲ୍ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ପ୍ରଶାସନକୁ ଅବଗତ କରିବା ସତ୍ତ୍ବେ ଏଥିରେ ରୋକ୍ ଲାଗୁନାହିଁ। ରାଜସ୍ବ ବିଭାଗ…

Continue Readingସରକାରୀ ଜାଗାରେ ଗଢ଼ି ଉଠିଛି ମାଳମାଳ ମାଟି ଇଟା ଭାଟି, ସବୁ ଜାଣି ବି ପ୍ରଶାସନ ନିଦାବିଷ୍ଣୁ

୨୨ ଦିନରେ ପହଞ୍ଚିଲା ନାଲକୋ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ, ଏବେ ଯାଏଁ ଆଲୋଚନା କରୁନି ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି ଆଇ.ଟି.ଆଇ (୧୯୮) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅହୋରାତ୍ର ଧାରଣା ୨୨ ଦିନରେ ପହଞ୍ଚିଛି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଯାଏଁ ଆଲୋଚନା ପାଇଁ ଡକାଯାଇ ନଥିବା ଜଣାଯାଇଛି। ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, ନାଲକୋରେ…

Continue Reading୨୨ ଦିନରେ ପହଞ୍ଚିଲା ନାଲକୋ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ, ଏବେ ଯାଏଁ ଆଲୋଚନା କରୁନି ପ୍ରଶାସନ

ବିଶ୍ବ କ୍ୟାନସର ଦିବସ ପାଳିତ: ତମାଖୁ ସେବନରୁ ନିବୃତ୍ତ ରହିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଶ୍ବ କ୍ୟାନସର ଦିବସ ପାଳିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି କହିଥିଲେ, ବିଶ୍ବ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ…

Continue Readingବିଶ୍ବ କ୍ୟାନସର ଦିବସ ପାଳିତ: ତମାଖୁ ସେବନରୁ ନିବୃତ୍ତ ରହିବାକୁ ପରାମର୍ଶ

ଆରଏସଏସକୁ ବ୍ୟାନ କରିବା ସହ ଛାତ୍ର କଂଗ୍ରେସ ରାଜ୍ୟ ସଭାପତିଙ୍କ ମୁକ୍ତି ଦାବି, ଅନୁଗୁଳ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

ଅନୁଗୁଳ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଛାତ୍ର କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ମାତ୍ର ନୂଆ ରୂପରେଖ ଓ ମିଥ୍ୟା ଅଭିଯୋଗରେ ଛାତ୍ର ନେତାଙ୍କୁ ଗିରଫ କରାଯାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଅନୁଗୁଳ…

Continue Readingଆରଏସଏସକୁ ବ୍ୟାନ କରିବା ସହ ଛାତ୍ର କଂଗ୍ରେସ ରାଜ୍ୟ ସଭାପତିଙ୍କ ମୁକ୍ତି ଦାବି, ଅନୁଗୁଳ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

ଦିଲ୍ଲୀରେ ବିଧାନସଭା ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ଢେଙ୍କାନାଳ ସାଂସଦ ରୁଦ୍ର ପାଣି

ଅନୁଗୁଳ : ଫେବ୍ରୁଆରୀ ୫ ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ପାଣି। ଢେଙ୍କାନାଳ ସାଂସଦ ଦିଲ୍ଲୀର ଉତ୍ତମ ନଗରରେ ବିଜେପି ବିଧାୟକ ପ୍ରାର୍ଥୀ ପବନ…

Continue Readingଦିଲ୍ଲୀରେ ବିଧାନସଭା ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ଢେଙ୍କାନାଳ ସାଂସଦ ରୁଦ୍ର ପାଣି

ଆକ୍ସନ ମୋଡରେ ଅନୁଗୁଳ ବନ ବିଭାଗ: ୪ ଶହ ଗଞ୍ଜେଇ ଗଛକୁ ପୋଡ଼ିଲା

ଅନୁଗୁଳ: ଅନୁଗୁଳ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପାଖାପାଖି ୪ ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ସୂଚନା ମୁତାବକ, ସୋମବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜରପଡା ରେଞ୍ଜ ଅନ୍ତୁଳିଆ ସେକ୍ସନର ବନ ବିଭାଗ ଅଧିକାରୀମାନେ ଅନ୍ତୁଳିଆ ତାବଡ଼ା…

Continue Readingଆକ୍ସନ ମୋଡରେ ଅନୁଗୁଳ ବନ ବିଭାଗ: ୪ ଶହ ଗଞ୍ଜେଇ ଗଛକୁ ପୋଡ଼ିଲା

ବିଶ୍ୱ କର୍କଟ ଦିବସ: ଜିଲ୍ଲା ସମେତ ରାଜ୍ୟରେ କର୍କଟ ବଢୁଛି

ଅନୁଗୁଳ: ପରିବର୍ତ୍ତିତ ଜୀବନ ଶୈଳୀ, ଧୁମପାନ,ମଦ୍ୟପାନ, ସନ୍ତୁଳିତ ଖାଦ୍ୟର ଅଭାବ, ମେଦ ବହୁଳତା, ତମାଖୁ ସେବନ ଆଦି କର୍କଟ ରୋଗର ମୁଖ୍ୟ କାରଣ। ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମତରେ ଏକ ଲକ୍ଷ ଲୋକରେ ଏକ ଶହ ଲୋକ ଏବେ କ୍ୟାନ୍ସରରେ ପୀଡିତ।…

Continue Readingବିଶ୍ୱ କର୍କଟ ଦିବସ: ଜିଲ୍ଲା ସମେତ ରାଜ୍ୟରେ କର୍କଟ ବଢୁଛି

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଲୋକଙ୍କ ସମସ୍ୟା ଶୁଣିଲେ ପ୍ରଶାସନିକ ଅଧିକାରୀ

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୩୮ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଲୋକଙ୍କ ସମସ୍ୟା ଶୁଣିଲେ ପ୍ରଶାସନିକ ଅଧିକାରୀ

ଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଜରପଡାକୁ ବ୍ଲକ୍ ମାନ୍ୟତା ଦାବିରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଧବଳେଶ୍ୱର ମନ୍ଦିରରେ ଏକ ବୈଠକ ବସିଛି। ବୈଠକରେ ନୂତନ ବ୍ଲକ୍ ଗଠନ ଏବ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ,…

Continue Readingଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି

ସ୍ଥାୟୀ ନିଯୁକ୍ତି ଦାବି: ୧୯ ଦିନରେ ପହଞ୍ଚିଲା ନାଲକୋ ସ୍ପୋନ୍ସର୍ଡ ଏଲ.ଏ.ପିଙ୍କ ଧାରଣା, ଧାରଣାସ୍ଥଳରେ ପାଳିଲେ ସରସ୍ୱତୀ ପୂଜା

ଅନୁଗୁଳ: ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି. ଆଇ.ଟି.ଆଇ.(୧୯୮) ପକ୍ଷରୁ ଗତ ୧୯ ଦିନ ହେବ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅହୋରାତ୍ର ଧାରଣା ଜାରି ରହିଛି। ଆଜି ଆନ୍ଦୋଳନକାରୀମାନେ ଧାରଣାସ୍ଥଳରେ ସରସ୍ଵତୀ ପୂଜା ପାଳନ କରିବା ସହ ସନ୍ଧ୍ୟାରେ ସଂକୀର୍ତ୍ତନ କରି ଜିଲ୍ଲା…

Continue Readingସ୍ଥାୟୀ ନିଯୁକ୍ତି ଦାବି: ୧୯ ଦିନରେ ପହଞ୍ଚିଲା ନାଲକୋ ସ୍ପୋନ୍ସର୍ଡ ଏଲ.ଏ.ପିଙ୍କ ଧାରଣା, ଧାରଣାସ୍ଥଳରେ ପାଳିଲେ ସରସ୍ୱତୀ ପୂଜା