ଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ଅନୁଗୁଳ: କେନାଲରେ ଘାଇ ସୃଷ୍ଟି ହୋଇ ଜଳମଗ୍ନ ହୋଇଛି ଏକର ଏକର ପରିବା ଚାଷ  ଓ ଧାନ ଜମି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ମୁଖ୍ୟ କେନାଲ ଭୁଶୁଡ଼ି ପଡିଛି। ୨୦ ଫୁଟର ଘାଇ…

Continue Readingଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣାରେ ପୋଲିସ ଛାନଭିନ ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

Continue Readingବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ। ଗାଁର ପାଖାପାଖି ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଗୋଡ଼ିବନ୍ଧ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ପହଞ୍ଚିଛନ୍ତି। ଗାଁରେ ଚାରିଜଣିଆ ଡାକ୍ତରୀ ଟିମ୍…

Continue Readingସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନିୟମିତ ଆସୁ ନାହାନ୍ତି ସାର୍: ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଅନୁଗୁଳ: ସାର ନିୟମିତ ଆସୁ ନ ଥିବାରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଆଜି ଏଭଳି ଘଟଣା ଘଟିଛି। ଏଠାରେ ପ୍ରଥମରୁ ପଞ୍ଚମ…

Continue Readingନିୟମିତ ଆସୁ ନାହାନ୍ତି ସାର୍: ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଡ଼ିଏଫଓଙ୍କୁ ଚାଷୀଙ୍କ ଚେତାବନୀ: ହାତୀଙ୍କୁ ଜଗ ନଚେତ କାର୍ଯ୍ୟାଳୟ ଅଚଳ କରିଦେବୁ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ କରତପଟା ସେକ୍ସନର ନନ୍ଦପୁର, ହିଂସାଲୋଇ, ଡ଼ିମିରପାଳ, କରତପଟା, କରଡାସିଂହ, ବରହମପୁର, ଚନ୍ଦନପୁର, ସାରୁଆଳି, ରାଜନଗର, ମାଧପୁର, ଭୋଗପାଳ, ମଧୁପୁର ଆଦି ଗାଁର ଶତାଧିକ ଚାଷୀ ଆଜି ଡ଼ିଏଫଓ, ଅନୁଗୁଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି। ସେମାନେ…

Continue Readingଡ଼ିଏଫଓଙ୍କୁ ଚାଷୀଙ୍କ ଚେତାବନୀ: ହାତୀଙ୍କୁ ଜଗ ନଚେତ କାର୍ଯ୍ୟାଳୟ ଅଚଳ କରିଦେବୁ

ଦେବଗଡ ପୌରାଧ୍ୟକ୍ଷାଙ୍କୁ ପଦଚ୍ୟୁତ କଲା ନଗର ଉନ୍ନୟନ ବିଭାଗ

ଦେବଗଡ଼ : ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ପଦଚ୍ୟୁତ ହୋଇଛନ୍ତି । ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ଥିଲା । ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର…

Continue Readingଦେବଗଡ ପୌରାଧ୍ୟକ୍ଷାଙ୍କୁ ପଦଚ୍ୟୁତ କଲା ନଗର ଉନ୍ନୟନ ବିଭାଗ

ଏମସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ବିଳମ୍ବିତ ରାତିରେ ଭୂସ୍ଖଳନ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ସୋମବାର ବିଳମ୍ବିତ ରାତିରେ ଭୂସ୍ଖଳନ ହୋଇଛି। ମାଟି ଅତଡା ଖସି ଆଖ ପାଖ ରାସ୍ତାଘାଟ ବନ୍ଦ ହୋଇଯାଇଛି। ସୂଚନା ମୁତାବକ, ହିଙ୍ଗୁଳା କୋଇଲା ଖଣିରୁ ମାଟି ଉତ୍ତୋଳନ କରୁଥିବା ଅଜନ୍ତା…

Continue Readingଏମସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ବିଳମ୍ବିତ ରାତିରେ ଭୂସ୍ଖଳନ, କେହି ମୃତାହତ ହୋଇନଥିବା ସୂଚନା

ଚକୋଲେଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଏଡିଜେ ତଥା ସ୍ୱତନ୍ତ୍ର ଜଜ୍ ପୋକସୋ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ହେଲେ ତାଳଚେର ଥାନା ଅନ୍ତର୍ଗତ ଶିବରାମପୁର ଗ୍ରାମର ଗୁଗୁ ପ୍ରଧାନ (୨୮)।ସୂଚନା ମୁତାବକ, ଗତ ୨୯. ୧୦.…

Continue Readingଚକୋଲେଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡା ଆକ୍ଟିଭା ୧୨୫ OBD-II (B) ର ବଜାର ପ୍ରବେଶ, ମାତ୍ର ଲକ୍ଷେ ଟଙ୍କାରେ କିଣିପାରିବେ ଗ୍ରାହକ

ଅନୁଗୁଳ: ଅନୁଗୁଳ ହୋଣ୍ଡା ମଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ସ୍କୁଟର ଆକ୍ଟିଭା ୧୨୫ OBD-II(B) ର ବଜାର ପ୍ରବେଶ ହୋଇଛି। ମୁଖ୍ୟ ଅତିଥି ଭାବେ ହୋଣ୍ଡା କମ୍ପାନୀର ଏରିଆ…

Continue Readingଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡା ଆକ୍ଟିଭା ୧୨୫ OBD-II (B) ର ବଜାର ପ୍ରବେଶ, ମାତ୍ର ଲକ୍ଷେ ଟଙ୍କାରେ କିଣିପାରିବେ ଗ୍ରାହକ

ଦିନ ଦ୍ଵିପ୍ରହରରେ ଯୁବକଙ୍କୁ ଛୁରାମାଡ଼, ଜନ୍ମ ଦିନ ପାଳନ ବେଳେ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ଅନୁଗୁଳ ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁର ପାର୍ଥସାରଥୀ ପ୍ରଧାନ(୨୫)।   ସୂଚନା ମୁତାବକ, ପାର୍ଥସାରଥୀ ସୋମବାର ସକାଳେ ମୈତ୍ରୀ…

Continue Readingଦିନ ଦ୍ଵିପ୍ରହରରେ ଯୁବକଙ୍କୁ ଛୁରାମାଡ଼, ଜନ୍ମ ଦିନ ପାଳନ ବେଳେ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ