ନାଲକୋ ଜଗନ୍ନାଥ ମନ୍ଦିରର ୩୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଶନିବାର ହେବ ସ୍ନାନ ନୀତି

ନାଲକୋ ନଗର: ନାଲକୋ ନଗର ଜଗନ୍ନାଥ ମନ୍ଦିରର ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୩ଦିନ ଧରି ୩୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହେଉଛି। ବୁଧବାର ଦିନ ଅଧିବାସ କାର୍ଯ୍ୟ ଶେଷ ହୋଇଥିଲା।ଗୁରୁବାର ସକାଳ ୫.୩୦ ଠାରୁ ଶୁକ୍ରବାର…

Continue Readingନାଲକୋ ଜଗନ୍ନାଥ ମନ୍ଦିରର ୩୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଶନିବାର ହେବ ସ୍ନାନ ନୀତି

ତାଳଚେର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ: ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ

ତାଳଚେର : ତାଳଚେରରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ରଥଯାତ୍ରା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ…

Continue Readingତାଳଚେର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ: ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ

ସାହାରାଗୁଡ଼ା ବେଆଇନ ଇଟାଭାଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ??

ଅନୁଗୁଳ: ବାନ୍ତଳା ଥାନା ଅନ୍ତର୍ଗତ ସାହରାଗୁଡ଼ା ଗାଁ ସୁନାଭୂଇଁରେ ଦୀର୍ଘ ଦିନ ଧରି ବେଆଇନ ଇଟା ଭାଟି ଚାଲିବା ଯେତିକି ଆଶ୍ଚର୍ଯ୍ୟଜନକ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କୁନ୍ଥୂ କୁନ୍ଥୁ ହେବା ସେତିକି ରହସ୍ୟମୟ। ଏହି ଇଟାଭାଟି କେତେକ ମାଫିଆ…

Continue Readingସାହାରାଗୁଡ଼ା ବେଆଇନ ଇଟାଭାଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ??

ପମ୍ପ ପୋଡିଗଲା : ସୁଇମିଂ ପୁଲ ଗରମ ପାଣିରେ ଗାଧୋଇଲେ ପିଲେ

ଅନୁଗୁଳ: ଅନୁଗୁଳ ବିଜୁ ପଟ୍ଟନାୟକ ସନ୍ତରଣାଗାରର ୱାଟର ରୋଟେଟର ଗତ ରାତିରେ ପୋଡ଼ି ଯିବାରୁ ଆଜି ସନ୍ତରଣ ଶିଖିଥିବା ପ୍ରଶିକ୍ଷାର୍ଥୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ରୋଟେଟର ପମ୍ପ ଚାଲିଲେ ପାଣି ପରିଷ୍କାର ରହିବା ସହ ନୂଆ ପାଣି ପଶି…

Continue Readingପମ୍ପ ପୋଡିଗଲା : ସୁଇମିଂ ପୁଲ ଗରମ ପାଣିରେ ଗାଧୋଇଲେ ପିଲେ

ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା : ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ରେଞ୍ଜ୍ ଅଧୀନରେ ଆସୁଥିବା ସିପିପି ଛକ ଠାରୁ ଏକ ୧୦ ଚକିଆ ଟ୍ରକ ସହ କେନ୍ଦୁପତ୍ର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ଯ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ ଅଞ୍ଚଳରୁ କଟକ…

Continue Readingଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା : ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

ଶ୍ୟାମାପ୍ରସାଦଙ୍କ ସ୍ମୃତି ଦିବସରୁ ଜୟନ୍ତୀ ଯାଏଁ ସେବାପକ୍ଷ ପାଳିବ ବିଜେପି, ଜୁନ ୨୧ରୁ ଜୁଲାଇ ୬ ଯାଏଁ କରିବ ବିଭିନ୍ନ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ଜରୁରୀକାଳୀନ ଆଭାସି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ତର୍ଜାତୀୟ ଯୋଗ ଦିବସ ଜୁନ ୨୧ ରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜନ୍ମ ଦିନ…

Continue Readingଶ୍ୟାମାପ୍ରସାଦଙ୍କ ସ୍ମୃତି ଦିବସରୁ ଜୟନ୍ତୀ ଯାଏଁ ସେବାପକ୍ଷ ପାଳିବ ବିଜେପି, ଜୁନ ୨୧ରୁ ଜୁଲାଇ ୬ ଯାଏଁ କରିବ ବିଭିନ୍ନ କାର୍ଯ୍ୟକ୍ରମ

ବିଶ୍ଵ ରକ୍ତ ଶିକୁଳି ସଚେତନତା ଦିବସ

ଅନୁଗୁଳ: ଓଡ଼ିଶାରେ ୨୦ ଟି ଜିଲ୍ଲାରେ ରକ୍ତ ଶିକୁଳି ବା ସିକିଲ ସେଲ ରୋଗ ଅଧିକ ପରିମାଣରେ ଦେଖାଯାଏ। ଅନୁଗୁଳ,ଦେବଗଡ଼,କେଉଁଝର,ବରଗଡ଼ ଆଦି ଜିଲ୍ଲାରେ ସିକିଲ ସେଲ ରୋଗର ଅଧିକ ପ୍ରାଦୁର୍ଭାବ ହେତୁ ଏହି ସବୁ ଜିଲ୍ଲାରେ ରକ୍ତ ପରୀକ୍ଷଣ କରାଯାଇ ସିକିଲ…

Continue Readingବିଶ୍ଵ ରକ୍ତ ଶିକୁଳି ସଚେତନତା ଦିବସ

ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

  ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ ବିଭାଗକୁ ବଡ଼ ସଫଳତା। ସ୍ଥାନୀୟ ଛେଣ୍ଡିପଦା ବନାଞ୍ଚଳ ଫୁଲଝରୀ ନିକଟରେ ବାଘ ଛାଲ ବିକ୍ରି ସମୟରେ ବନ ବିଭାଗ ଚଢ଼ଉ କରି ବାଘ ଛାଲ ଜବତ ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ…

Continue Readingଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

ଘରୋଇ କଳହ ନେଲା ଜୀବନ: ସାନ ଭାଇକୁ ବଡ଼ ଭାଇ ହାଣି ଦେଇଥିବା ଅଭିଯୋଗ

ଅନୁଗୁଳ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ। ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପୁରୁଣା ଜରାସିଂହାର ବଲେହି ନାଏକଙ୍କ ପୁଅ ଗଦା ନାଏକ…

Continue Readingଘରୋଇ କଳହ ନେଲା ଜୀବନ: ସାନ ଭାଇକୁ ବଡ଼ ଭାଇ ହାଣି ଦେଇଥିବା ଅଭିଯୋଗ

ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା XUV 700 AX5 ସିଲେକ୍ଟ, ଆଜି ହିଁ ସୁଲଭ ମୂଲ୍ୟରେ କିଣିଆଣନ୍ତୁ

ଅନୁଗୁଳ: ଅନୁଗୁଳସ୍ଥିତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମଙ୍ଗଳବାର ବହୁ ପ୍ରତୀକ୍ଷିତ XUV 700 AX5 ସିଲେକ୍ଟର ବଜାର ପ୍ରବେଶ ହୋଇଛି। ଉଦଘାଟନ ଉତ୍ସବରେ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଯଥା: ଏଚଡିଏଫସି,…

Continue Readingସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା XUV 700 AX5 ସିଲେକ୍ଟ, ଆଜି ହିଁ ସୁଲଭ ମୂଲ୍ୟରେ କିଣିଆଣନ୍ତୁ