ନାଲକୋ ସର୍ଭେ ପାଇଁ ଯାଇଥିବା ଟିମକୁ ଗାଁରେ ପୂରେଇ ଦେଲେନି ଗ୍ରାମବାସୀ, ମନ୍ଦିରରେ ବସି ବସି ଫେରିଲେ ଆରଆଇ ଓ ସମସ୍ତ ଅଧିକାରୀ
ଅନୁଗୁଳ: ନାଲକୋ ବ୍ରାଉନ ଫିଲଡ଼ ସର୍ଭେ ନେଇ ପ୍ରଶାସନକୁ ପୁଣି ଥରେ ବିଫଳତାର ସାମ୍ନା କରିବାକୁ ପଡ଼ିଛି। ମଙ୍ଗଳବାର ଅନୁଗୁଳ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ନାଲକୋ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସମେତ କାଙ୍ଗୁଲା ବେନ୍ତପୁର, ସଦର ଆର.ଆଇ ଓ…



