ପୃଥକ ସଡ଼କ ଦୁର୍ଘଟଣା: ୫ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ସ୍ଥାନୀୟ ମୂଷାପାପୁଲି ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଜରପଡ଼ା ଥାନା କଞ୍ଜରା ଗ୍ରାମର ବିକାଶ ବେହେରା (୨୨) ଓ ବାପୁନ ବେହେରା (୧୯)। ସୂଚନାଯୋଗ୍ୟ ଯେ,…




