ସଂକଟରେ ପେଟିଏମ୍, ଶେଷ ତିନି ମାସରେ ସହିଲାଣି ୫୫୦ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: କ୍ଷତିରେ ପେଟିଏମ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହୋଇଥିବା ପେଟିଏମ୍ ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ୫୫୦ କୋଟି ଟଙ୍କାର କ୍ଷତି ସହିଛି। କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ…

Continue Readingସଂକଟରେ ପେଟିଏମ୍, ଶେଷ ତିନି ମାସରେ ସହିଲାଣି ୫୫୦ କୋଟି ଟଙ୍କାର କ୍ଷତି

ସାଏଙ୍କ ସାମ୍ବାଦିକ ସମ୍ମିଳନୀ, ସଦାଶିବ ବିଜେଡିର ମୋହରା ସାଜିଛନ୍ତି

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ଏକ ହୋଟେଲରେ ଆଠମଲ୍ଲିକ ବିଜେପି ପକ୍ଷରୁ ରମେଶ ଚନ୍ଦ୍ର ସାଏ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏକ ଓଡ଼ିଆ ଦୈନିକରେ ଆଠମଲ୍ଲିକ ଗଣ୍ଡ ସମାଜ ସଭାପତି ସଦାଶିବ ନାୟକଙ୍କ ବାବଦରେ…

Continue Readingସାଏଙ୍କ ସାମ୍ବାଦିକ ସମ୍ମିଳନୀ, ସଦାଶିବ ବିଜେଡିର ମୋହରା ସାଜିଛନ୍ତି
Read more about the article ଓଡ଼ିଶାକୁ ନାହିଁ ସମ୍ଭାବ୍ୟ ବାତ୍ୟା ବିପଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର
Cyclone Idai heading towards Mozambique and Zimbabwe in 2019 - Elements of this image furnished by NASA

ଓଡ଼ିଶାକୁ ନାହିଁ ସମ୍ଭାବ୍ୟ ବାତ୍ୟା ବିପଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ଵର : ସୃଷ୍ଟି ହେଲା ଲଘୁଚାପ, ୨୪ରେ ନେବ ଅବପାତର ରୂପ। ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ ଟାରେ ଲଘୁଚାପ ସୃଷ୍ଟି ହୋଇଛି। ପରେ ଉତ୍ତର-ପୂର୍ବ ଦିଗରେ ଗତି କରି ୨୪ ରେ କେନ୍ଦ୍ରୀୟ…

Continue Readingଓଡ଼ିଶାକୁ ନାହିଁ ସମ୍ଭାବ୍ୟ ବାତ୍ୟା ବିପଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ରାଜ୍ୟରେ ହାତୀ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ହାତୀ ଗଣନା। ଏଥିପାଇଁ ଜଙ୍ଗଲ ବିଭାଗର ପ୍ରସ୍ତୁତି ଶେଷ ହୋଇଛି । ଏହି ଗଣନା ୩ ଦିନ ଧରି ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ହାତୀ ଗଣନା ପାଇଁ ଏକ ଟିମ୍ ନିୟୋଜିତ ହୋଇଛନ୍ତି।…

Continue Readingରାଜ୍ୟରେ ହାତୀ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ
Read more about the article ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ
Cyclone Idai heading towards Mozambique and Zimbabwe in 2019 - Elements of this image furnished by NASA

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ୨୪ରେ ଅବପାତ ହେବ। ଏହା ବାତ୍ୟାର ରୂପ ନେବ କି ନ ନେବ ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଆଗୁଆ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଏହି…

Continue Readingବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

କ୍ୟାନସର ହେଲା କାଳ,ବିଷ ପିଇ ଜୀବନ ହାରିଲେ ଆମ୍ବୁଲାନ୍ସ ଡ଼୍ରାଇଭର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆମ୍ବୁଲାନ୍ସ ଡ଼୍ରାଇଭର ଗୋଲବଦନ ସାହୁ ସୋମବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। କିଛିଦିନ ତଳେ ତାଙ୍କର ପାଟିରେ ଘା ହୋଇଥିଲା। ପରୀକ୍ଷାରୁ ଡାକ୍ତର ଏହା କ୍ୟାନ୍ସର ବୋଲି କହିଥିଲେ। ଗୋଲବଦନ ଅପରେସନ…

Continue Readingକ୍ୟାନସର ହେଲା କାଳ,ବିଷ ପିଇ ଜୀବନ ହାରିଲେ ଆମ୍ବୁଲାନ୍ସ ଡ଼୍ରାଇଭର

ଫଳ ପଚାଇବା ପାଇଁ କାର୍ବାଇଡକୁ ବ୍ୟାନ୍ କଲା ଏଫଏସଏସଏଆଇ

ଅନୁଗୁଳ: ଆଜିକାଲି ଆମ୍ବ,ପଣସ,କଦଳୀ ଆଦି ଫଳକୁ ଶୀଘ୍ର ପଚାଇବା ପାଇଁ କିଛି ଅସାଧୁ ଫଳ ବେପାରୀ କ୍ୟାଲସିୟମ କାରବାଇଡ କୁ ବ୍ୟବହାର କରୁଛନ୍ତି।ତେବେ ଏହା ବିଷାକ୍ତ ହୋଇଥିବାରୁ ଭାରତର ଖାଦ୍ୟ ମାନ ଯାଞ୍ଚ କରୁଥିବା ସର୍ବୋଚ୍ଚ ସଂସ୍ଥା ଏଫଏସଏସଏଆଇ ଏହାକୁ ଵ୍ୟାନ…

Continue Readingଫଳ ପଚାଇବା ପାଇଁ କାର୍ବାଇଡକୁ ବ୍ୟାନ୍ କଲା ଏଫଏସଏସଏଆଇ

କଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବନ୍ତଳା ରେଞ୍ଜରଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ଦନ୍ତା ହାତୀ ମରି ପଡିଥିବା ଖବର ତାଙ୍କ ପାଖକୁ…

Continue Readingକଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଜେଡି ଉପରେ ବର୍ଷିବା ସହ ବିଜେପି ପାଇଁ ମାଗିଲେ ଭୋଟ

ଅନୁଗୁଳ: ଅନୁଗୁଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥାନୀୟ ନାଲକୋ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେଇ ଜଗନ୍ନାଥ ମନ୍ଦିର ସୁରକ୍ଷିତ ନାହିଁ ବୋଲି କହିଛନ୍ତି। ମୋଦି କହିଛନ୍ତି, ବିଜେପି ସରକାର ଆସିଲେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର…

Continue Readingଅନୁଗୁଳ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଜେଡି ଉପରେ ବର୍ଷିବା ସହ ବିଜେପି ପାଇଁ ମାଗିଲେ ଭୋଟ

ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  ଅନୁଗୁଳ: ଆସନ୍ତାକାଲି ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୁଳ ଜିଲ୍ଲା ନାଲକୋ ଷ୍ଟାଡିୟମ ଠାରେ ଏକ ବିରାଟ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ।ଏନେଇ ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାବେଶ ସ୍ଥଳ ପରିଦର୍ଶନ କରିବା ସହ…

Continue Readingଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ