ଅନୁଗୁଳ ସହରରେ ବୁଲୁଛି ହାତୀ! ଭାଇରାଲ ହେଉଛି ଫଟୋ: ଏଆଇରେ ଏଡିଟ୍ କରାଯାଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ସହରରେ ହାତୀ। ଜଙ୍ଗଲ ଛାଡ଼ି ସହର ମୁହାଁ ହୋଇଛନ୍ତି ହାତୀ। ଅନୁଗୁଳ ସହରରେ ଏକ ହାତୀ ନିର୍ଭୟରେ ବୁଲୁଥିବା ଫଟୋ ଆଜି ସକାଳୁ ଭାଇରାଲ ହେଉଛି। ଫଟୋଟି ଏ ମୋବାଇଲରୁ ସେ ମୋବାଇଲ ହୋଇ ପ୍ରାୟ ସମସ୍ତଙ୍କ ପାଖେ…

Continue Readingଅନୁଗୁଳ ସହରରେ ବୁଲୁଛି ହାତୀ! ଭାଇରାଲ ହେଉଛି ଫଟୋ: ଏଆଇରେ ଏଡିଟ୍ କରାଯାଇଥିବା ସନ୍ଦେହ

ସୁଭଦ୍ରାକୁ ନେଇ ସତର୍କ କଲେ ଉପମୁଖ୍ୟମନ୍ତ୍ରୀ: କୌଣସି ଫୋନ କଲ୍ କିମ୍ବା ଲିଙ୍କରେ ବିଶ୍ୱାସ ନ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ବହୁ ଚର୍ଚ୍ଚା। ଖୋଦ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ଏହାର ଲୋକାର୍ପଣ ପାଇଁ। ଆସନ୍ତାକାଲି ଏହି ବହୁ ପ୍ରତୀକ୍ଷିତ ଯୋଜନାର ଶୁଭାରମ୍ଭ ହେବ। ତେବେ ଇତି ମଧ୍ୟରେ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା…

Continue Readingସୁଭଦ୍ରାକୁ ନେଇ ସତର୍କ କଲେ ଉପମୁଖ୍ୟମନ୍ତ୍ରୀ: କୌଣସି ଫୋନ କଲ୍ କିମ୍ବା ଲିଙ୍କରେ ବିଶ୍ୱାସ ନ କରିବାକୁ ଦେଲେ ପରାମର୍ଶ

ଆସନ୍ତା ୧୯ ରେ ଏଡିସିସିଆଇ ପକ୍ଷରୁ ମେଗା ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବ। ଏଥିନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିଥିଲେ ପ୍ରତିଷ୍ଠାନର ପୂର୍ବତନ ସଭାପତି ଅଶୋକ…

Continue Readingଆସନ୍ତା ୧୯ ରେ ଏଡିସିସିଆଇ ପକ୍ଷରୁ ମେଗା ରକ୍ତଦାନ ଶିବିର

ବିଷ୍ଣୁପ୍ରିୟା ସେବା ସଦନ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଗୁଜରାଟୀ ପଡ଼ା ନିକଟରେ ରବିବାର ଏକ ଅତ୍ୟାଧୁନିକ ନର୍ସିଂ ହୋମ ବିଷ୍ଣୁପ୍ରିୟା ସେବା ସଦନ ଉଦଘାଟିତ ହୋଇଯାଇଛି। ରାଜ୍ୟ ଗ୍ରାମୀଣ ବିକାଶ,ପଞ୍ଚାୟତିରାଜ,ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଓ ଡା ତ୍ରିଲୋଚନ ପ୍ରଧାନ ଏହି ସେବା…

Continue Readingବିଷ୍ଣୁପ୍ରିୟା ସେବା ସଦନ ଉଦ୍‌ଘାଟିତ

ଅନୁଗୁଳରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ, ୯ ଦିନ ଧରି କିଣାକିଣି କରିବା ସହ ଖାଦ୍ୟର ମଜା ନେବେ ସହରବାସୀ

ଅନୁଗୁଳ: ଚଳିତ ବର୍ଷ ପଞ୍ଚଦଶତମ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ନାଲକୋନଗର ଠାରେ ଉଦଘାଟିତ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ଓରମାସ ସହାୟତାରେ ଆୟୋଜିତ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ କାରିଗର, ସ୍ଵୟଂସହାୟକ ଗୋଷ୍ଠୀ, ଉତ୍ପାଦକ…

Continue Readingଅନୁଗୁଳରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ, ୯ ଦିନ ଧରି କିଣାକିଣି କରିବା ସହ ଖାଦ୍ୟର ମଜା ନେବେ ସହରବାସୀ

ବଟି ନ ଦେବାରୁ ଉଗ୍ର ହେଲା ଝଗଡ଼ା, ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଅନୁଗୁଳ: କର୍ମା ପୂଜା ବେଳେ ଅଘଟଣ। ଟଙ୍କା ନ ଦେବାରୁ ପୂଜା ଦେଖି ଆସିଥିବା ପାଖ ଗାଁ ଲୋକଙ୍କୁ ହତ୍ୟା। ମୃତକ ହେଲେ କିଶୋର ନଗର ଅଞ୍ଚଳର ବାରଷା ମିର୍ଦ୍ଧା (୨୫)। ସୂଚନା ମୁତାବକ, ଶନିବାର କିଶୋର ନଗର ଅଞ୍ଚଳର ବାରଷା…

Continue Readingବଟି ନ ଦେବାରୁ ଉଗ୍ର ହେଲା ଝଗଡ଼ା, ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଅଶ୍ରୁର ୨୦ତମ ଜିଲ୍ଲା ସମ୍ମିଳନୀ ଉଦ୍‌ଘାଟିତ

ଅନୁଗୁଳ: ଓଡ଼ିଶା ସେଲ୍ସ୍ ରିପ୍ରେଜେଣ୍ଟ୍ରିଭ୍‌ ୟୁନିୟନ ଅନୁଗୁଳ ଜିଲ୍ଲା କମିଟିର ୨୦ତମ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ତ୍ରୀମୂର୍ତ୍ତି ଟେଣ୍ଟ ହାଉସ ଅଭ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଗୁଳର ସହକାରୀ ଜିଲ୍ଲାପାଳ ସୌଦାଗର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ…

Continue Readingଅଶ୍ରୁର ୨୦ତମ ଜିଲ୍ଲା ସମ୍ମିଳନୀ ଉଦ୍‌ଘାଟିତ

ସୁଭଦ୍ରା ଯୋଜନା ପାଇଁ ପଦଯାତ୍ରା ଓ ସ୍ୱାକ୍ଷର ଅଭିଯାନ ଆୟୋଜିତ

ଅନୁଗୁଳ : ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଲୋକପ୍ରିୟତା ହାସଲ କରିଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ…

Continue Readingସୁଭଦ୍ରା ଯୋଜନା ପାଇଁ ପଦଯାତ୍ରା ଓ ସ୍ୱାକ୍ଷର ଅଭିଯାନ ଆୟୋଜିତ

ବର୍ଷା ପବନରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ, ଚାପି ହୋଇ ୪ ଗୁରୁତର

ପାଳଲହଡ଼ା: ଶନିବାର ସନ୍ଧ୍ୟାରେ ପାଳଲହଡ଼ା ଅଞ୍ଚଳରେ ପ୍ରବଳ ଝଡ଼ ବର୍ଷା ହୋଇଛି। ବର୍ଷା ପବନରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପାଳଲହଡ଼ା ଷ୍ଟାଡିୟମରେ ଭସାଣି ଉତ୍ସବ ପାଇଁ ଲଗାଯାଇଥିବା ଟେଣ୍ଟଟି ଭାଙ୍ଗିଯାଇଥିଲା। ଫଳରେ ଟେଣ୍ଟ ତଳେ ଚାପି ହୋଇ ୪…

Continue Readingବର୍ଷା ପବନରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ, ଚାପି ହୋଇ ୪ ଗୁରୁତର

ବ୍ରିଜ ତଳୁ ଯୁବକର କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ସ୍ଥାନୀୟ ଖମାର ନିକଟରେ ନିର୍ମାଣାଧୀନ ଓଭର ବ୍ରିଜ ତଳୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଛେଳିଆପଡ଼ା ଗାଁର ଵୁବୁ ଭଞ୍ଜ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଶନିବାର ଦିନ ୨ ଟା…

Continue Readingବ୍ରିଜ ତଳୁ ଯୁବକର କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ