ବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ: ୫୦ ଲକ୍ଷ ଟଙ୍କାର ଗଛ ନଷ୍ଟ

ଅନୁଗୁଳ: ବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ବିପୁଳ ପରିମାଣର ପରିପକ୍ଵ ଗଞ୍ଜେଇ ଗଛକୁ ନଷ୍ଟ କରିବା ସହିତ ମାଫିଆ ମାନେ ରଖିଥିବା ଏକ ବନ୍ଧୁକକୁ…

Continue Readingବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ: ୫୦ ଲକ୍ଷ ଟଙ୍କାର ଗଛ ନଷ୍ଟ

ଡିସେମ୍ବର ୬ରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି, ରାଉରକେଲାରେ ମିଳିବ ଅନୁଗୁଳ ପିଲାଙ୍କୁ ଚାକିରି

ଅନୁଗୁଳ: ଅଗ୍ନିପଥ ଯୋଜନା ଅଧୀନରେ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେଓଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସେନା ନିଯୁକ୍ତି ରାଲି। ଆସନ୍ତା ୦୬ ଡିସେମ୍ବର ୨୦୨୪…

Continue Readingଡିସେମ୍ବର ୬ରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି, ରାଉରକେଲାରେ ମିଳିବ ଅନୁଗୁଳ ପିଲାଙ୍କୁ ଚାକିରି

ରାଜ୍ୟର ଚାଷୀ ଭାଇଙ୍କ ପାଇଁ ଖୁସି ଖବର: ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ସ୍ବାଭାବିକ ରହିଛି ପ୍ରଶ୍ନକାଳ । ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ । ଏକ ପ୍ରଶ୍ନର ଉତ୍ତର ଦେଇ…

Continue Readingରାଜ୍ୟର ଚାଷୀ ଭାଇଙ୍କ ପାଇଁ ଖୁସି ଖବର: ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର

ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନର ଶୁଭାରମ୍ଭ, ୧୬ ଦିନ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ: ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ…

Continue Readingଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନର ଶୁଭାରମ୍ଭ, ୧୬ ଦିନ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଆଜି ଅପରାହ୍ନ ୫ରୁ ରାତି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ। ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ। ଏହା…

Continue Readingଆଜି ଅପରାହ୍ନ ୫ରୁ ରାତି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଛେଣ୍ଡିପଦା ଗଞ୍ଜେଇ ଚାଷ ଅଞ୍ଚଳ ଏବେ ଖଣି ପାଲଟିଵ

ଅନୁଗୁଳ: ତାଳଚେର ଅଞ୍ଚଳରୁ କୋଇଲା ସରି ସରି ଆସୁଥିବା ବେଳେ ଏବେ ସାରା ଦେଶର ନଜର ଅନୁଗୁଳର ଛେଣ୍ଡିପଦା ଉପରେ।ଛେଣ୍ଡିପଦା ବ୍ଲକର ଗୋଟିଏ ପରେ ଗୋଟିଏ ଖଣି ସରକାର ନିଲାମ କରୁଛନ୍ତି। ଏବେ ଏବେ ନେଭେଲି ଲିଗ୍ନାଇଟ କର୍ପୋରେସନ ମାଛକୁଟା ରିଭାଇଜଡ୍…

Continue Readingଛେଣ୍ଡିପଦା ଗଞ୍ଜେଇ ଚାଷ ଅଞ୍ଚଳ ଏବେ ଖଣି ପାଲଟିଵ

ଅମାନବୀୟ! ବନ୍ଧୁକ ଦେଖାଇ ଦୁର୍ଘଟଣାରେ ମୃତକ ବ୍ୟକ୍ତିଙ୍କ ଘରେ ଡକାୟତି, ଟଙ୍କା – ସୁନା ଲୁଟ୍

ଅନୁଗୁଳ: ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘରେ କଳା କନା ବୁଲାଇଲେ ଚୋର। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗ୍ରାମରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ ଜଣେ ବ୍ୟକ୍ତିଙ୍କ ଘର ଲୋକକୁ ଡରାଇ…

Continue Readingଅମାନବୀୟ! ବନ୍ଧୁକ ଦେଖାଇ ଦୁର୍ଘଟଣାରେ ମୃତକ ବ୍ୟକ୍ତିଙ୍କ ଘରେ ଡକାୟତି, ଟଙ୍କା – ସୁନା ଲୁଟ୍

ଜିଲ୍ଲାରେ ନକଲି ଶିକ୍ଷକ ରାକେଟ ଚେର ଲମ୍ବିଛି: ପୁଣି ଧରା ପଡ଼ିବେ

ଅନୁଗୁଳ: ଗତ ୨୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଲିଖିତ ଏତଲା ଉପରେ ଛେଣ୍ଡିପଦା ସନ୍ତରାବନ୍ଧ ଅଞ୍ଚଳର ଜଣେ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଖବର ପାଇ ଫେରାର ହୋଇଯାଇଛନ୍ତି। ଗତ ୮ ବର୍ଷ ଧରି ସେମାନେ ସରକାରୀ…

Continue Readingଜିଲ୍ଲାରେ ନକଲି ଶିକ୍ଷକ ରାକେଟ ଚେର ଲମ୍ବିଛି: ପୁଣି ଧରା ପଡ଼ିବେ

ଏନଟିପିସି ତାଳଚେର ଥର୍ମାଲକୁ ସୁରକ୍ଷା ପୁରସ୍କାର

ଅନୁଗୁଳ: ଏନଟିପିସି. ତାଳଚେର ଥର୍ମାଲକୁ ୨୦୨୪ ର ସମ୍ମାନ ଜନକ "ପ୍ଲାଟିନମ" ପୁରସ୍କାର,ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଦାନ କରାଯାଇଛି। ଏହା ଆପେକ୍ସ ଭାରତୀୟ ସଂସ୍ଥାନ ଦ୍ୱାରା ପ୍ରଦାନ କରାଯାଇଥାଏ। ନବମ ଆପେକ୍ସ ପୁରସ୍କାର ପ୍ରଦାନ ଉତ୍ସବ ସମ୍ପ୍ରତି ୨୩…

Continue Readingଏନଟିପିସି ତାଳଚେର ଥର୍ମାଲକୁ ସୁରକ୍ଷା ପୁରସ୍କାର

ଗଡ଼ିଲା ପୌଷ୍ୟ ସନ୍ତାନ ସଚେତନତା ରଥ: ୮ ଦିନ ଧରି ପରିକ୍ରମା କରିବ ଜିଲ୍ଲାର ସମସ୍ତ ବ୍ଲକ

ଅନୁଗୁଳ: ପୌଷ୍ୟ ସନ୍ତାନ ସଚେତନତା ମାସ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପୌଷ୍ୟ ସନ୍ତାନ ସଚେତନତା ରଥ ଗଡ଼ିଛି। ଅସହାୟ ଶିଶୁଙ୍କୁ ପୌଷ୍ୟ ସନ୍ତାନ ଭାବେ ଆପଣେଇବା ଏବଂ ଏପରି ମହତ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କାମନା କରି ଜିଲ୍ଲା…

Continue Readingଗଡ଼ିଲା ପୌଷ୍ୟ ସନ୍ତାନ ସଚେତନତା ରଥ: ୮ ଦିନ ଧରି ପରିକ୍ରମା କରିବ ଜିଲ୍ଲାର ସମସ୍ତ ବ୍ଲକ