ଜିଲ୍ଲାରେ ନକଲି ଶିକ୍ଷକ ରାକେଟ ଚେର ଲମ୍ବିଛି: ପୁଣି ଧରା ପଡ଼ିବେ

ଅନୁଗୁଳ: ଗତ ୨୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଲିଖିତ ଏତଲା ଉପରେ ଛେଣ୍ଡିପଦା ସନ୍ତରାବନ୍ଧ ଅଞ୍ଚଳର ଜଣେ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଖବର ପାଇ ଫେରାର ହୋଇଯାଇଛନ୍ତି। ଗତ ୮ ବର୍ଷ ଧରି ସେମାନେ ସରକାରୀ…

Continue Readingଜିଲ୍ଲାରେ ନକଲି ଶିକ୍ଷକ ରାକେଟ ଚେର ଲମ୍ବିଛି: ପୁଣି ଧରା ପଡ଼ିବେ

ଏନଟିପିସି ତାଳଚେର ଥର୍ମାଲକୁ ସୁରକ୍ଷା ପୁରସ୍କାର

ଅନୁଗୁଳ: ଏନଟିପିସି. ତାଳଚେର ଥର୍ମାଲକୁ ୨୦୨୪ ର ସମ୍ମାନ ଜନକ "ପ୍ଲାଟିନମ" ପୁରସ୍କାର,ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଦାନ କରାଯାଇଛି। ଏହା ଆପେକ୍ସ ଭାରତୀୟ ସଂସ୍ଥାନ ଦ୍ୱାରା ପ୍ରଦାନ କରାଯାଇଥାଏ। ନବମ ଆପେକ୍ସ ପୁରସ୍କାର ପ୍ରଦାନ ଉତ୍ସବ ସମ୍ପ୍ରତି ୨୩…

Continue Readingଏନଟିପିସି ତାଳଚେର ଥର୍ମାଲକୁ ସୁରକ୍ଷା ପୁରସ୍କାର

ଗଡ଼ିଲା ପୌଷ୍ୟ ସନ୍ତାନ ସଚେତନତା ରଥ: ୮ ଦିନ ଧରି ପରିକ୍ରମା କରିବ ଜିଲ୍ଲାର ସମସ୍ତ ବ୍ଲକ

ଅନୁଗୁଳ: ପୌଷ୍ୟ ସନ୍ତାନ ସଚେତନତା ମାସ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପୌଷ୍ୟ ସନ୍ତାନ ସଚେତନତା ରଥ ଗଡ଼ିଛି। ଅସହାୟ ଶିଶୁଙ୍କୁ ପୌଷ୍ୟ ସନ୍ତାନ ଭାବେ ଆପଣେଇବା ଏବଂ ଏପରି ମହତ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କାମନା କରି ଜିଲ୍ଲା…

Continue Readingଗଡ଼ିଲା ପୌଷ୍ୟ ସନ୍ତାନ ସଚେତନତା ରଥ: ୮ ଦିନ ଧରି ପରିକ୍ରମା କରିବ ଜିଲ୍ଲାର ସମସ୍ତ ବ୍ଲକ

ନିଜ ଘରେ ହିଁ ସବୁଠୁ ଅସୁରକ୍ଷିତ ମହିଳା: ଜାତିସଂଘ ରିପୋର୍ଟ କଲା ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ସବୁଠୁ ସୁରକ୍ଷିତ ଜାଗା କୁହାଯାଉଥିବା ନିଜ ଘର ହେଉଛି ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ସ୍ଥାନ। ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ଅବସରରେ ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି…

Continue Readingନିଜ ଘରେ ହିଁ ସବୁଠୁ ଅସୁରକ୍ଷିତ ମହିଳା: ଜାତିସଂଘ ରିପୋର୍ଟ କଲା ସାଂଘାତିକ ଖୁଲାସା

୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ପୂରିଲା ୧୬ ବର୍ଷ, ଆଜିର ଦିନରେ ମୁମ୍ବାଇ ଛାତିରେ ରକ୍ତର ନଦୀ ବୁହାଇଥିଲେ ପାକ୍ ଆତଙ୍କୀ

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଆଜି ୧୬ ବର୍ଷ ପୂରିଲା l ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇର ଛାତି ଉପରେ ରକ୍ତର ନଦୀ ବୁହାଇଥିଲେ ପାକ୍ ଆତଙ୍କୀ। ଛାତିଥରା ବୋମା ବିସ୍ଫୋରଣ ଆଉ ଆଖି ବୁଜା ଗୁଳି ଚାଳନା…

Continue Reading୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ପୂରିଲା ୧୬ ବର୍ଷ, ଆଜିର ଦିନରେ ମୁମ୍ବାଇ ଛାତିରେ ରକ୍ତର ନଦୀ ବୁହାଇଥିଲେ ପାକ୍ ଆତଙ୍କୀ

ଭୋଜି ବେଳେ ଉଚ୍ଚବାଚ! ସାଙ୍ଗର ଛୁରାମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତକୁ କୋର୍ଟଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ସାଙ୍ଗର ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ୨ ନମ୍ବର ୱାର୍ଡର ତାରିକ ଖାନ୍ (୨୧) ସାଙ୍ଗମାନଙ୍କ ସହ ଗତ ରବିବାର ସନ୍ଧ୍ୟାରେ…

Continue Readingଭୋଜି ବେଳେ ଉଚ୍ଚବାଚ! ସାଙ୍ଗର ଛୁରାମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତକୁ କୋର୍ଟଚାଲାଣ

ରାଜ୍ୟସ୍ତରୀୟ ନବକୃଷ୍ଣ ଜନସେବା ସମ୍ମାନ ସମାରୋହ

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ସଭାକକ୍ଷରେ ବିଶିଷ୍ଟ ଜନନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ଅବସରରେ ନବକୃଷ୍ଣ ଜନସେବା ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଜିଲ୍ଲା ସାହିତ୍ୟ ସଂସଦ ଏବଂ ମାଳତୀ ନବକୃଷ୍ଣ ଟ୍ରଷ୍ଟର ମିଳିତ…

Continue Readingରାଜ୍ୟସ୍ତରୀୟ ନବକୃଷ୍ଣ ଜନସେବା ସମ୍ମାନ ସମାରୋହ

ସାମାନ୍ୟ କାଗଜ ଫିଙ୍ଗାଫିଙ୍ଗିକୁ ନେଇ କଲେଜ ଛାତ୍ରଙ୍କ ଉତ୍ପାତ,ପାର୍କ ଓ ପଡ଼ିଆରେ ଗଣ୍ଡଗୋଳ ବେଳେ ଜଣଙ୍କୁ ଉଠାଇ ଆଣିଲା ପୋଲିସ

ଅନୁଗୁଳ: ସାମାନ୍ୟ କାଗଜ ଫିଙ୍ଗାଫିଙ୍ଗିକୁ ନେଇ କଲେଜ ଛାତ୍ରଙ୍କ ଉତ୍ପାତ। ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏଭଳି ଖଣ୍ଡଯୁଦ୍ଧ ଏବେ ସହରରେ ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ ଯେ ମହାବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ର ଯୁକ୍ତଦୁଇ ଦ୍ୱିତୀୟ…

Continue Readingସାମାନ୍ୟ କାଗଜ ଫିଙ୍ଗାଫିଙ୍ଗିକୁ ନେଇ କଲେଜ ଛାତ୍ରଙ୍କ ଉତ୍ପାତ,ପାର୍କ ଓ ପଡ଼ିଆରେ ଗଣ୍ଡଗୋଳ ବେଳେ ଜଣଙ୍କୁ ଉଠାଇ ଆଣିଲା ପୋଲିସ

ଡିସେମ୍ବର ୨୨ରେ କଣିହାଁ ବ୍ଲକସ୍ତରୀୟ ବାର୍ଷିକ ମେଧାବୃତ୍ତି ପରୀକ୍ଷା, ଆଞ୍ଚଳିକ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ବୈଠକରେ ନିଷ୍ପତ୍ତି

  ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଆଞ୍ଚଳିକ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ (ବିଜିଗୋଳ)ର ଏକ ବୈଠକ ଶନିବାର କାଣ୍ଡସର ସରକାରୀ ଉ. ପ୍ରା. ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପରିଷଦର ସଭାପତି ବେଣୁଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି…

Continue Readingଡିସେମ୍ବର ୨୨ରେ କଣିହାଁ ବ୍ଲକସ୍ତରୀୟ ବାର୍ଷିକ ମେଧାବୃତ୍ତି ପରୀକ୍ଷା, ଆଞ୍ଚଳିକ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ବୈଠକରେ ନିଷ୍ପତ୍ତି

ସାତକୋଶିଆ ଅଭୟାରଣ୍ୟ ଟିକରପଡାରେ ବନ ବିଭାଗର ସହଭାଗିତାରେ ‘ସ୍ନେହ’ ପ୍ରକଳ୍ପ ଆରମ୍ଭ

ଅନୁଗୁଳ: ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲା ଟିକରପଡା ଅଞ୍ଚଳର ଧଉରାଗୋଠ ଗାଁରେ ସ୍ନେହ ପ୍ରକଳ୍ପ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା…

Continue Readingସାତକୋଶିଆ ଅଭୟାରଣ୍ୟ ଟିକରପଡାରେ ବନ ବିଭାଗର ସହଭାଗିତାରେ ‘ସ୍ନେହ’ ପ୍ରକଳ୍ପ ଆରମ୍ଭ